Browsing Category

ଦେଶ

୧କୋଟିର ‌ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଚଳାଇଲେ ବାବା ରାମଦେବ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ୧କୋଟିର ‌ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଚଳାଇଲେ ବାବା ରାମଦେବ। ଭାଇରାଲ ହେଲା ଭିଡିଓ। ଯୋଗ ଗୁରୁ ବାବା ରାମଦେବ ଉତ୍ତରାଖଣ୍ଡର ହରିଦ୍ୱାରରେ ଏକ ଲ୍ୟାଣ୍ଡ ରୋଭର ଡିଫେଣ୍ଡର ୧୩୦ ଚଳାଉଥିବାର ନଜର ଆସିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ସେ ଏକ ଲାଲ ରଙ୍ଗର ଲ୍ୟାଣ୍ଡ ରୋଭରରେ ବସି…

ନୋଇଡା : ବେଆଇନ ପାର୍କିଂରେ ପଶିଲା ବନ୍ୟାପାଣି, ବୁଡ଼ିଗଲା ଶହ ଶହ ଗାଡ଼ି

ନୋଇଡା : ପ୍ରବଳ ବର୍ଷା ଯୋଗୁଁ ହିଣ୍ଡନ୍ ନଦୀରେ ଏବେ ଏକ ବଡ଼ ଧରଣର ବନ୍ୟା ଆସିଛି । ଏହା ଫଳରେ ନୋଇଡାରର ଏକ ବଡ଼ ଅଂଚଳ ଜଳମଗ୍ନ ହୋଇଛି । ନୋଇଡାର ଗୌତମ ବୁଦ୍ଧ ନଗର ଚିଜାରାସୀ ଗ୍ରାମରୁ ମୋମନାଥଲ ପର୍ଯ୍ୟନ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି ।ମିଳିଥିବା ସୂଚନା ଅନୁସାରେ ବନ୍ୟା ଜଳ ଯୋଗୁଁ…

ଇଂରେଜ ବି ଇଷ୍ଟ ଇଣ୍ଡିଆ ନାମ ନେଇ ଆସିଥିଲେ : ମୋଦି

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଚତୁର୍ଥ ଦିନରେ ବିପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଟାକ୍ଷ। ମଙ୍ଗଳବାର(ଜୁଲାଇ ୨୫) ବିରୋଧୀ ଦଳର ମିଳିତ ମଞ୍ଚ I.N.D.I.Aକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଇଣ୍ଡିଆନ୍ ମୁଜାହିଦ୍ଦିନ ସହ ତୁଳନା କରି କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ।…

ଆଇଆଇଟି, ଆଇଆଇଏମ୍‌ରେ ନପଢ଼ି ମଧ୍ୟ ଆମାଜନରେ ବାର୍ଷିକ ୧.୨୫ କୋଟି ଦରମାରେ ଚାକିରି ପାଇଲେ ଛାତ୍ର

ନୂଆଦିଲ୍ଲୀ : ଇଣ୍ଡିଆନ ଏଜୁକେସନାଲ୍ ଇନଷ୍ଟିଚ୍ୟୁସନ୍ସର ପ୍ରସିଦ୍ଧ ଆଇଆଇଟି, ଆଇଆଇଏମ୍ ଏବଂ ଏନଆଇଟି ପ୍ରାୟତଃ ପ୍ଲେସମେଣ୍ଟ ସମୟରେ ରେକର୍ଡ କରିଥାନ୍ତି। ଏହି ଶିକ୍ଷାନୁଷ୍ଠାନରୁ କିଛି ପିଲା କୋଟି କୋଟି ଟଙ୍କା ପ୍ୟାକେଜରେ ପ୍ଲେସମେଣ୍ଟ ପାଇଥାନ୍ତି, ଯାହାକୁ ନେଇ ସାରା ଦେଶ ଗର୍ବିତ ହୋଇଥାଏ।…

ଋଣ ଆଦାୟ ବେଳେ ନିର୍ଦ୍ଦୟ ନ ହେବାକୁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଲୋକଙ୍କ ଠାରୁ ଋଣ ବାବଦ ଅର୍ଥ ଆଦାୟ ବେଳେ ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କ ଗୁଡ଼ିକ ବେଶ ସମ୍ବେଦନଶୀଳ ବ୍ୟବହାର କରନ୍ତୁ। ସେମାନେ ଆଦୌ ନିର୍ଦ୍ଦୟ କିମ୍ବା କଠୋର ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ ବୋଲି ଖୋଦ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସେ କହିଛନ୍ତି, “…

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ‘ଇଣ୍ଡିଆ’!

ନୂଆଦିଲ୍ଲୀ : ମଣିପୁର ହିଂସା ଘଟଣାରେ ସରକାରଙ୍କୁ ଘେରୁଥିବା ବିରୋଧୀ ଏବେ ବଡ଼ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି। ସଂସଦର ମୌସୁମୀ ଅଧିବେଶନକୁ ୪ ଦିନ ପୂରିଥିଲେ ହେଁ ଏଯାଏ ଗୃହ କାର୍ଯ୍ୟ ମଣିପୁର ହିଂସା ପାଇଁ ଠପ ହୋଇ ରହିଛି।ଦିନକୁ ଦିନ ବିରୋଧୀଙ୍କ ସ୍ୱର ଶାଣିତ ହେଉଥିବାରୁ ସରକାର ଏହାକୁ…

ଏନଡିଏ ସହ ନୁହେଁ, ଏକାକୀ ନିର୍ବାଚନ ଲଢ଼ିବ ଜେଡିଏସ

ବେଙ୍ଗାଲୁରୁ : ଜନତା ଦଳ ସେକ୍ୟୁଲାର (ଜେଡିଏସ୍‌) ଆସନ୍ତା ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ। ଦଳ କାହା ସହ ମେଣ୍ଟ କରିବ ନାହିଁ ବୋଲି ଆଜି ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା କହିଛନ୍ତି।କଂଗ୍ରେସ ଠାରୁ ଅଲଗା ହେବା ପରେ ଜେଡିଏସ୍ ନେତା କୁମାରସ୍ୱାମୀ…

ମଣିପୁର ହିଂସା ବିରୋଧରେ ଆପ୍‌ ମଙ୍ଗଳବାର କରିବ ଦେଶବ୍ୟାପୀ ବିକ୍ଷୋଭ

ନୂଆଦିଲ୍ଲୀ: ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଓ ବିପଜ୍ଜନକ ସ୍ଥିତି ବିରୋଧରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ମଙ୍ଗଳବାର ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଦଳୀୟ ଅଧିକାରୀମାନେ କହିଛନ୍ତି। ଦିଲ୍ଲୀରେ ଏହି ବିକ୍ଷୋଭରେ ଜନ୍ତରମନ୍ତରରେ ଦଳର ଶୀର୍ଷ ନେତାମାନେ ଯୋଗଦେବେ।ମଣିପୁର…

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ, ୫ ଆହତ

ତୁରା: ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗମାଙ୍କ କାର୍ଯ୍ୟାଳୟରେ ଆଜି ଉତ୍ତ୍ୟକ୍ତ ଜନତା ପଣି ଗଣ୍ଡଗୋଳ କରିଛନ୍ତି। ବହୁସଂଖ୍ୟକ ଲୋକଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗମାଙ୍କ କାର୍ଯ୍ୟାଳୟର ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତେବେ, ମୁଖ୍ୟମନ୍ତ୍ରୀ…

ପରିବାର ଲୋକଙ୍କୁ ହଇରାଣ ନକରିବାକୁ ନିବେଦନ କଲେ ପାକିସ୍ତାନ ଯାଇଥିବା ଅଞ୍ଜୁ; ଜାରି କଲେ ଭିଡିଓ

ଇସ୍‌ଲାମ୍‌ବାଦ୍‌: ପ୍ରେମ ପାଇଁ ଭ‌ାରତରେ ନିଜ ସ୍ବାମୀ ଓ ଛୁଆଙ୍କୁ ଛାଡ଼ି ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଚର୍ଚ୍ଚା ‌ଏବେ ଚାରିଅ‌ାଡ଼େ ହେଉଛି। ତାଙ୍କୁ ନେଇ ନୂଆ ନୂଆ କଥା ସବୁ ଶୁଣିବାକୁ ମିଳୁଛି। ଭାରତରୁ ଅଞ୍ଜୁ ନିଜ ପ୍ରେମିକ ନାସରୁଲ୍ଲାଙ୍କୁ ଭେଟିବା ପାଇଁ ପାକିସ୍ତାନ ଯାଇଥିବା ଦାବିକୁ…