Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପଶ୍ଚିମବଙ୍ଗରେ ମଣିପୁର ଘଟଣା, ଦୁଇ ଜଣ ମହିଳା ଅର୍ଦ୍ଧନଗ୍ନ ଅବସ୍ତାରେ ରାସ୍ତାରେ ଦୌଡୁଥିବାର ଭିଡିଓ ଭାଇରାଲ୍
ମଣିପୁର :ଦିନକୁ ଦିନ ଦୋହଲି ଯାଉଛି ଦେଶର ସୁରକ୍ଷା ବ୍ୟବସ୍ଥା। ନାରୀ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ଏକ ବିରାଟ ପ୍ରଶ୍ନବାଚୀ। ମଣିପୁର ଭଳି ପଶ୍ଚିମବଙ୍ଗରେ ବି ନାରୀ ନିର୍ଯାତନାର ପାଶବୀୟ ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଦୁଇ ଜଣ ମହିଳା ଅର୍ଦ୍ଧନଗ୍ନ ଅବସ୍ତାରେ ରାସ୍ତାରେ ଦୌଡୁଥିବାର!-->…
ପ୍ରଧାନମନ୍ତ୍ରୀ ରୋଜଗାର ମେଳା, ୭୦ ହଜାର ଯୁବପିଢିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରାୟତଃ ୭୦,୦୦୦ ଯୁବକଙ୍କୁ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ମୋଦି ସମସ୍ତ ନୂଆ ସରକାରୀ ଚାକିରି ପାଇଥିବା ଲୋକଙ୍କୁ ସମ୍ବୋଧନ ମଧ୍ୟ କରିଛନ୍ତି । ରୋଜଗାର ମେଳା ପାଖାପାଖି ଦେଶର ୪୪ଟି!-->…
ପୁଣି ମଣିପୁରରେ ହିଂସା, ଟାୟାର ଜାଳି ବିକ୍ଷୋଭ
ମଣିପୁର : ଥମିବାର ନାଁ ନେଉନି ମଣିପୁର ହିଂସା। ଆଜି ପୁଣି ଇମ୍ଫାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମହିଳା। ଘାରୀ ଅଞ୍ଚଳରେ ଏକ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱକୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ। ରାସ୍ତାରେ ଟାୟାର୍ ଜାଳି ବିକ୍ଷୋବ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି। ମଣିପୁର ପୋଲିସ,!-->…
କର୍ଣ୍ଣାଟକରୁ ରାଜ୍ୟସଭାକୁ ଯିବେ ସୋନିଆ
ନୂଆଦିଲ୍ଲୀ : ସମ୍ପ୍ରତି ଲୋକସଭା ସଦସ୍ୟା ଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଗକୁ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ି ରାଜ୍ୟସଭାକୁ ଯାଇପାରନ୍ତି । ସୋନିଆ ଯଦି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅନୁରୋଧ ରକ୍ଷା କରନ୍ତି; ତେବେ ଏହା ସମ୍ଭବ ହେବ। ବର୍ତ୍ତମାନର ବାସଭବନ!-->…
ମଣିପୁର ଲଜ୍ଜା ଘଟଣା, ୫ମ ଅଭିଯୁକ୍ତ ଗିରଫ
ମଣିପୁର ଘଟଣା ସମଗ୍ର ଦେଶକୁ ବିଚଳିତ କରିଛି । ମଣିପୁରରେ ୨ଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଇବା ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ଗତକାଲି ୪ ଜଣଙ୍କୁ ଗିରଫ କରାଯାଇ ପୋଲିସ ହେପାଜତକୁ ପଠାଯାଇଛି ।
ଗିରଫ ହୋଇଥିବା ଅଭିଯୁକ୍ତ!-->!-->!-->…
ମହାରାଷ୍ଟ୍ର ରାୟଗଡ଼ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଲା, ସର୍ଚ୍ଚ ଅପରେସନ୍ ଜାରି
ମହାରାଷ୍ଟ୍ର ରାୟଗଡ଼ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଲା । ମାଟି ତଳୁ ଆଉ ୬ ମୃତହେଦ ଉଦ୍ଧାର କରିଛନ୍ତି ଏନଡିଆରଏଫ ଟିମ। ଆଜି ରାତିରେ ସର୍ଚ୍ଚ ଅପରେସନ୍ ବନ୍ଦ ରଖାଯାଇଛି। ଆସନ୍ତାକାଲି ସକାଳେ ପୁଣି ଆରମ୍ଭ ହେବ। ଗତକାଲି ଠାରୁ ଏନଡିଆରଏଫର ୪ଟି ଟିମ ସର୍ଚ୍ଚ ଅପରେସନ କରୁଛନ୍ତି।
!-->!-->!-->…
ମଣିପୁରରେ ପୁଣି ଭାଇରାଲ ହେଲା ସାଂଘାତିକ ଭିଡିଓ; ଛକରେ ଝୁଲିଛି କଟା ମୁଣ୍ଡ
ନୂଆଦିଲ୍ଲୀ :ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର । ରାଜ୍ୟ ସାରା ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏବେ ପୁଣି ଏକ ସାଂଘାତିକ ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ ଜଣେ!-->…
ଅଗଷ୍ଟ ୧୨ରେ ଡବ୍ଲ୍ୟୁଏଫ୍ଆଇ ନିର୍ବାଚନ
ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧୨ ତାରିଖରେ ଭାରତୀୟ ରେସଲିଂ ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମହାସଂଘ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି । ତେବେ ଏହି ନିର୍ବାଚନ ପ୍ରକ୍ରିୟାରେ ମତଦାନରୁ ମହାରାଷ୍ଟ୍ର ବଞ୍ଚିତ ହେବ ବୋଲି ରିଟର୍ଣ୍ଣିଂ ଅଫଇସର୍ ଜଷ୍ଟିସ୍!-->…
ମଦ୍ରାସାରୁ ୧୦,୧୮୫ ଛାତ୍ର ଗାଏବ
ହରଦୋଇ: ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାର ମଦ୍ରାସାଗୁଡ଼ିକରେ ପଢ଼ୁଥିବା ଛାତ୍ରଙ୍କ ନାମାଙ୍କନ ସହିତ ଆଧାର ବାଧ୍ୟତାମୂଳକ କରାଯିବା ପରେ ମଦ୍ରାସାରେ ଜାଲିଆତିର ପର୍ଦ୍ଦାଫାସ୍ ହୋଇଛି । ଆଧାର ଅନିବାର୍ଯ୍ୟ ହେବାପରେ ଗତବର୍ଷ ସୁଦ୍ଧା ଜିଲ୍ଲାର ମଦ୍ରାସାଗୁଡ଼ିକରେ ପଞ୍ଜୀକୃତ ୧୦ ହଜାର ୧୮୫ ଛାତ୍ର!-->…
ରାଜସ୍ଥାନ ସରକାର ଦେବେ ବେକାରି ଭତ୍ତା
ଜୟପୁର : ରାଜସ୍ଥାନରେ ୧୮ ବର୍ଷ ପରେ ନିଯୁକ୍ତି ନଦେଲେ ସରକାର ଦେବେ ଭତ୍ତା। ସାଧାରଣ ନିର୍ବାଚନକୁ ଆଉ ଖୁବ୍ କମ୍ଦିନ ରହି ଯାଇଥିବା ବେଳେ ଗେହଲଟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ‘ନ୍ୟୁନତମ ଆୟ ଗ୍ୟାରେଣ୍ଟି ବିଲ’ ପାରିତ କରିଛନ୍ତି। ବେକାର ସମସ୍ୟା ହଟାଇବା ନେଇ ରାଜସ୍ଥାନ ବିଧାନସଭାରେ ଏହି!-->…