Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସିଆଚେନ୍ ଗ୍ଲାସିଅର୍ରେ ଗୁଳିମାଡ଼, ଆର୍ମି ଅଫିସର ମୃତ
ନୂଆଦିଲ୍ଲୀ : ସିଆଚେନ ଗ୍ଲାସିୟରରେ ଆଜି ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଆର୍ମି ଅଫିସରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଯବାନ ଆହତ ହୋଇଛନ୍ତି। ଗୁଳିମାଡ଼ରେ ଆହତ ହୋଇଥିବା ଯବାନମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସମସ୍ତଙ୍କର!-->…
ଉପ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗି ଗୃହରୁ ବିଦା ହେଲେ ୧୦ ବିଜେପି ବିଧାୟକ
ବେଙ୍ଗାଲୁରୁ : କର୍ଣ୍ଣାଟକା ବିଧାନସଭାରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି। ଗୃହରେ ବିଶୃଙ୍ଖଳା କରିବା ସହ ଉପ ବାଚସ୍ପତି ରୁଦ୍ରପ୍ପା ଲମାନିଙ୍କ ଉପରକୁ କାଗଜ ଫୋପାଡ଼ି ବିରୋଧୀ ବିଜେପିର ୧୦ ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି। ସେମାନଙ୍କୁ ଚଳିତ ବିଧାନସଭା ଅଧିବେଶନରେ ଆଉ ଗୃହରେ ପ୍ରବେଶ!-->…
ଯୀଶୁଙ୍କୁ ପାଇବାକୁ ଉପବାସ, ଗଲାଣି 403ଙ୍କ ଜୀବନ
ନୂଆଦିଲ୍ଲୀ : କେନିଆର ଏକ ଜଙ୍ଗଲରୁ ଉଦ୍ଧାର ହେଉଛି କୁଢ କୁଢ ଶବ। ପୁଣି 12 ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ମୃତ୍ୟୁସଂଖ୍ୟା 400 ପାର୍ କରିଥିବା ସୂଚନା। ମୃତଦେହଗୁଡିକ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଅନୁଗାମୀମାନଙ୍କର ବୋଲି ଜଣାପଡିଛି। ଅନାହାରରେ ରହି ଏହି ଖ୍ରୀଷ୍ଟଧର୍ମୀ ଅନୁଗାମୀଙ୍କ ମୃତ୍ୟୁ!-->…
ନିର୍ବାଚନ ପୂର୍ବରୁ ୪୦ କୋଟି ଟଙ୍କା ଖର୍ଚ୍ଚ କରି ଆକାଶରେ ଉଡିବେ ମାମାଙ୍କ ମନ୍ତ୍ରୀ
ଭୋପାଳ: ବର୍ଷ ଶେଷ ଆଡକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ଆଉ ନିର୍ବାଚନକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବେ ଆକ୍ସନ ମୁଡ଼କୁ ଆସିଯାଇଛନ୍ତି | ସରକାରଙ୍କ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ଯେଭଳି ଅସୁବିଧା ନ ହୁଏ, ସେଥିପାଇଁ!-->…
ବିପଦରେ ଚିତା, ମୋଦୀ ଡାକିଲେ ସମୀକ୍ଷା ବୈଠକ
ନୂଆଦିଲ୍ଲୀ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ କୁନୋ ଚିତା ପ୍ରକଳ୍ପ ବିଫଳ ହେବାର ଆଶଙ୍କା ଦେଖାଦେଇଛି । ଗତ ୧୦ ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ୮ଟି ଚିତା ମୃତ୍ୟୁ ଘଟଣା କୁନୋ ଜାତୀୟ ଉଦ୍ୟାନରେ ଚିତା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏହାକୁ!-->…
ୟୁଟ୍ୟୁବ ଦେଖି ଭାରତ ଆସିବାର ବାଟ ପାଇଥିଲି; ସୀମାଙ୍କ ବୟାନ ପରେ ବଢ଼ିଲା ଏଟିଏସର ସନ୍ଦେହ
ନୂଆଦିଲ୍ଲୀ: ସୀମା ହାଇଦରଙ୍କ ପାଇଁ ଉତ୍ତେଜନା ବଢ଼ିବାର ଆଶଙ୍କା ଥିବାରୁ ପୁଣି ଥରେ ପଚରାଉଚରା ପାଇଁ ଅଜଣା ସ୍ଥାନକୁ ନେଇଛି ୟୁପି ଏଟିଏସ୍। ପାକିସ୍ତାନରୁ ସଚିନଙ୍କ ପ୍ରେମରେ ପଡ଼ି ଭାରତ ଚାଲିଆସିଥିବା ସୀମା ହାଇଦରଙ୍କ ପ୍ରେମ କାହାଣୀ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ସମସ୍ତଙ୍କ ମୁହଁରେ ଏବେ!-->…
ଏନଡିଏ ବୈଠକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ମେଣ୍ଟକୁ କଲେ ଟାର୍ଗେଟ୍
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଓ ବିରୋଧୀ ଦଳମାନେ ନିଜକୁ ଏକଜୁଟି କରିବା ସହ ଶକ୍ତିପ୍ରଦର୍ଶନ କରିବାରେ ଲାଗିଛନ୍ତି । ମଙ୍ଗଳବାରଦିନ ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କ ବୈଠକ ପରେ ସଂଧ୍ୟାରେ ଦିଲ୍ଲୀରେ ଏନଡିଏର ବୈଠକ ଜାରି ରହିଛି ।!-->…
୯ ବର୍ଷରେ ଭାରତର ଆକାଶ-ପାତାଳ ବିକିସାରିଲେଣି ମୋଦୀ : କେଜ୍ରିଓ୍ବାଲ
ବେଙ୍ଗାଲୁରୁ : ବେଙ୍ଗାଲୁରୁଠାରେ ମଙ୍ଗଳବାର ଅନୁଷ୍ଠିତ ବିରୋଧୀ ଦଳ ବୈଠକକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଏହି ବୈଠକ ପରେ ଆମ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ!-->…
ଅନୁସନ୍ଧାନ: ମାନବ ଶରୀରରେ ରହିଛି କରୋନା ଭୂତାଣୁ ବିନାଶକାରୀ ଏସିଡ୍
ନୂଆଦିଲ୍ଲୀ : ଆଗକୁ ଆଉ କରୋନା ଲୋକଙ୍କୁ ଡରାଇ ନପାରେ। କାରଣ ବୈଜ୍ଞାନିକମାନେ ମାନବ ଶରୀରେ ଏପରି ଏକ ଏସିଡର ପତ୍ତା ପାଇଛନ୍ତି, ଯାହା SARS-CoV-2 ଏବଂ ଇନଫ୍ଲୁଏଞ୍ଜା-ଏ ଭଳି ଭୂତାଣୁ ସଂକ୍ରମଣକୁ ରୋକିପାରିବ। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ(IISc।) ର ଅନୁସନ୍ଧାନକାରୀ ଏହି!-->…
ଯୌନ ଉତ୍ପୀଡ଼ନ ମାମଲାରେ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ମିଳିଲା ଅନ୍ତରୀଣ ଜାମିନ
ନୂଆଦିଲ୍ଲୀ : ଦେଶର ଷ୍ଟାର ରେସଲମାନେ ଆଣିଥିବା ଯୌନ ଉତ୍ପୀଡ଼ନ ମାମଲାରେ ବିଜେପି ସାଂସଦ ତଥା ବିଦାୟ ନେବାକୁ ଥିବା କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ଦୁଇ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ୨୫ ହଜାର!-->…