Browsing Category

ଦେଶ

ବିରୋଧୀ ମେଣ୍ଟର ନାଁ INDIA ରହିବା ପରେ ବିଜେପିକୁ ଚ୍ୟାଲେଞ୍ଜ ଦେଲେ ରାହୁଲ ଓ ମମତା

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ବସିଥିବା ବିରୋଧୀଙ୍କ ମହାବୈଠକରେ ୨୬ଟି ଦଳ ମିଳିତ ଭାବେ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିରୋଧୀଙ୍କ ଏହି ମହାମେଣ୍ଟର ନାଁ INDIA ରଖିବାକୁ ବୈଠକରେ ସହମତି ହୋଇଛି। ଏହାର ଅର୍ଥ ୨୦୨୪ରେ INDIA ବନାମ NDA ଲଢ଼େଇ ହେବ। INDIA ପୂରା ନାଁ ହେଲା Indian National…

କଂଗ୍ରେସ କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦ ପାଇଁ ଆଦୌ ଇଚ୍ଛା ରଖି ନାହିଁ 

ବେଙ୍ଗାଲୁରୁ : ବିଜେପିକୁ ୨୦୨୪ ସାଧାରଣ ନିର୍ବାଚନରେ ଚେକ୍‌ ଦେବାକୁ ୨୬ଟି ବିରୋଧୀ ଦଳ ବେଙ୍ଗାଲୁରୁରେ ମହାବୈଠକ କରୁଛନ୍ତି। ୨୬ଟି ଦଳ ଏକାଠି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ…

ବିରୋଧୀ ଦଳ ବୈଠକରେ ଯୋଗଦେବେ ଏନସିପି ସୁପ୍ରିମୋ ଶରଦ ପାୱାର

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ବସିବାକୁ ଥିବା ୟୁପିଏ ବୈଠକରେ ଯୋଗଦେବେ ଏନସିପି ସୁପ୍ରିମୋ ଶରଦ ପାୱାର। 24 ଟି ବିରୋଧୀ ଦଳ ସହ ଏନସିପି ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା। ଆଜି ବେଙ୍ଗାଲୁରୁରେ ଏକ ଅନୌପଚାରିକ ଆଲୋଚନା ହେବା ପରେ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ବିରୋଧୀ ଦଳ…

ତାମିଲନାଡୁର ଉଚ୍ଚ ଶିକ୍ଷାମନ୍ତ୍ରୀ କେ ପୋନମୁଡୀଙ୍କ ଘରୁ ଇଡ଼ି ଜବତ କଲା ୬୦ ଲକ୍ଷ

ଚେନ୍ନାଇ : ତାମିଲନାଡୁର କ୍ଷମତାସୀନ ଡିଏମକେର ବରିଷ୍ଠ ନେତା ତଥା ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପୋନମୁଡୀଙ୍କ ଘରେ ହଠାତ୍‌ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ତାଙ୍କ ଘରେ ସମେତ ଏକାଧିକ ସ୍ଥାନରେ ରେଡ୍‌ କରି ଇଡିର ଅଧିକାରୀମାନେ ନଗଦ ୬୦ ଲକ୍ଷ ଟଙ୍କା ଜବତ…

କୁନୋ ଚିତା ମୃତ୍ୟୁ ପ୍ରାକୃତିକ କାରଣରୁ ଘଟିଛି: ଏନ୍‌ଟିସିଏ

ନୂଆଦିଲ୍ଲୀ : ଭାରତରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଟ୍ରାନ୍ସଲୋକେସନ (ସ୍ଥାନାନ୍ତରୀକରଣ) ଜରିଆରେ ଦକ୍ଷିଣ ଆଫ୍ରିକା ଓ ନାମିବ୍ୟାରୁ ୨୦ଟି ଚିତା ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ସେମାନଙ୍କ ସ୍ୱଚ୍ଛନ୍ଦ ବିଚରଣ ଓ ଖାଦ୍ୟ ଶିକାର ପାଇଁ ମଧ୍ୟ ଏହି…

ଭୋପାଳରୁ ଦିଲ୍ଳୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍‌ରେ ଅଗ୍ନିକାଣ୍ଡ, ସମସ୍ତ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଳୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍‌ରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍‌ଟି ପୂର୍ବରୁ ହବିବଗଞ୍ଜ ଷ୍ଟେସନ ଭାବେ ଜଣା ଯାଉଥିବା ରାନୀ କମଲାପତି ଷ୍ଟେସନ୍‌ରୁ ଦିଲ୍ଳୀର ନିଜାମୁଦ୍ଦିନ ଆଡ଼େ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି।ବ୍ୟାଟେରି…

୨୦୨୪ ଫାଇଟ୍, ୩୫୦+ ଆସନ ପାଇଁ ବିଜେପିର ବିଶେଷ ରଣନୀତି

ନୂଆଦିଲ୍ଲୀ : ୨୦୧୪ ନିର୍ବାଚନ ପରଠାରୁ ବଦଳିଯାଇଛି ଦେଶର ରାଜନୈତିକ ସମୀକରଣ। ଦୀର୍ଘ ୬୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶାସନରେ ଥିବା କଂଗ୍ରେସକୁ କ୍ଷମତାଚ୍ୟୁତ କରିବାରେ ସଫଳ ହୋଇଥିଲା ଭାରତୀୟ ଜନତା ପାର୍ଟି। ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରି ଦ୍ୱିତୀୟ ଥର ପାଇଁ ଗାଦିରେ…

ଆପ୍‌କୁ କଂଗ୍ରେସ ସମର୍ଥନ: ତଥାପି ଦିଲ୍ଲୀ ବିଲ୍‌କୁ ପାସ୍‌ କରାଇବାକୁ ସକ୍ଷମ ହେବେ କେନ୍ଦ୍ର ସରକାର..!

ନୂଆଦିଲ୍ଲୀ :  ଦିଲ୍ଲୀର ପ୍ରଶାସନିକ ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ସଂସଦର ମୌସୁମୀ ଅଧିବେଶନରେ ସ୍ୱତନ୍ତ୍ର ବିଲ୍‌ ଆଣିବେ। ଲୋକସଭାରେ ଏହି ବିଲ୍‌କୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସହଜରେ ପାରିତ କରାଇ…

ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପରିବର୍ତ୍ତିତ ହେବ ୟୁପିଏର ନାମ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧୀ ମେଣ୍ଟ ଦଳକୁ ଆଉ ୟୁନାଇଟେଡ୍‌ ପ୍ରୋଗ୍ରେ‌ସ୍‌ ଆଲିଆନ୍ସ (ୟୁପିଏ) କୁହାଯିବ ନାହିଁ। ମଙ୍ଗଳବାର ଦିନ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ମେଗା ବିରୋଧୀ ବୈଠକରେ ଦଳର ନୂତନ ନାମ ସ୍ଥିର ହେବାର ସମ୍ଭାବନା ରହିଛି। ଯେଉଁଥିରେ ୨୦ରୁ…

ଛାତ ଉପରେ ସାଙ୍ଗସହିତ ଛିଡ଼ା ହୋଇଥିବା ବେଳେ ମହିଳାଙ୍କ ଉପରେ ପଡ଼ିଲା ଉଲକାପିଣ୍ଡ

ନୂଆଦିଲ୍ଲୀ: ନିକଟ‌ରେ ଜଣେ ମହିଳାଙ୍କ ସହିତ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏହି ମହିଳା ଜଣକ ଫ୍ରାନ୍ସରେ ବସବାସ କରନ୍ତି। ସେ ଛାତ ଉପରେ ଛିଡ଼ା ହୋଇ ସାଙ୍ଗଙ୍କ ସହିତ କଫି ପିଉଥିବା ବେଳେ ତାଙ୍କ ଉପରେ ଆକାଶରୁ ଏକ ଅଜଣାବସ୍ତୁ ଖସିପଡ଼ିଥିଲା। ଯାହାକୁ ଦେଖି ମହିଳା ଜଣକ ଆଶ୍ଚର୍ଯ୍ୟ…