Browsing Category

ଦେଶ

୧୫ ବର୍ଷରେ ଦରିଦ୍ରତାରୁ ମୁକୁଳିଛନ୍ତି ୪୧.୫ କୋଟି ଭାରତୀୟ

ନୂଆଦିଲ୍ଲୀ: ଦରବୃଦ୍ଧି ତଥା ବେକାରୀ ସମସ୍ୟା ମଧ୍ୟରେ ଆସିଛି ଏକ ଖୁସି ଖବର। ଜାତିସଂଘର ଏକ ରିପୋର୍ଟ ଅନୁସାରେ, ଗତ ୧୫ ବର୍ଷ ମଧ୍ୟରେ ପ୍ରାୟ ୪୧ କୋଟି ୫ ଲକ୍ଷ ଭାରତୀୟ ଦରିଦ୍ରତାରୁ ମୁକୁଳି ପାରିଛନ୍ତି । ଅର୍ଥାତ୍ ସେମାନେ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। ଗ୍ଲୋବାଲ୍…

କଂଗ୍ରେସର ‘ରାତ୍ରି ଭୋଜନ କୂଟନୀତି’: ବେଙ୍ଗାଲୁରୁ ବୈଠକରେ ଚୂଡ଼ାନ୍ତ ହେବ ବିରୋଧୀଙ୍କ ରଣନୀତି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆସନ୍ତା ଜୁଲାଇ ୧୭ ଓ ୧୮ ତାରିଖରେ ଦୁଇଦିନ ବ୍ୟାପୀ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳ ନେତାଙ୍କ ପରବର୍ତ୍ତୀ ବୈଠକରେ ଯୋଗଦେବେ। ଏହି ବୈଠକ ପାଇଁ ୨୪ଟି ଦଳକୁ ନିମନ୍ତ୍ରଣ କରାଯାଇଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକତା…

ଦିଲ୍ଲୀରେ ଟମାଟୋ ୨୦୦ ଟଙ୍କା ଟପିଲା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଟମାଟୋ କିଲୋ ପ୍ରତି ଏବେ ୨୦୦ ଟଙ୍କା। କେବଳ ଦିଲ୍ଲୀ ନୁହେଁ ଦେଶର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଟମାଟୋ କିଲୋପ୍ରତି ୧୦୦ରୁ ୨୦୦ ଟଙ୍କା ଦରରେ ବିକ୍ରି ହେଉଛି। ତେବେ, ଟମାଟୋର ଆକାଶ ଛୁଆଁ ଦର ବୃଦ୍ଧିକୁ ଜନ ଅସନ୍ତୋଷ ତୀବ୍ର ହେବା ପରେ ବିଳମ୍ବରେ…

ମୋଦୀ ସାଙ୍ଗିଆ ମାମଲା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ରୁଜୁ କଲେ ଗୁଜରାଟ ବିଜେପି ବିଧାୟକ

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ମନ୍ତବ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍‌ ଲଗାଇବା ପାଇଁ କଂଗ୍ରେସ ନେତା ଯଦି ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନ କରନ୍ତି ତେବେ ତାଙ୍କ ବିରୋଧରେ ମାନହାନି ମାମଲାର ଅଭିଯୋଗକାରୀ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ସୁପ୍ରିମ୍‌ କୋର୍ଟରେ ଏକ…

ଚିପ୍‌ ମେକିଂ ଉଦ୍ୟୋଗ ପ୍ରତିଷ୍ଠାରୁ ଫୋକ୍ସକନ୍‌ ଦୂରେଇ ଯିବା ପରେ ଅନ୍ୟ ସଂସ୍ଥାଙ୍କ ଧାଡ଼ି ଲାଗିଛି : ବେଦାନ୍ତ

ନୂଆଦିଲ୍ଲୀ : ଗୁଜୁରାଟରେ ସେମି କଣ୍ଡକ୍ଟର ଚିପ୍‌ ମେକିଂ ଉଦ୍ୟୋଗ ପ୍ରତିଷ୍ଠା ଚୁକ୍ତିରୁ ତାଇୱାନ୍‌ କମ୍ପାନୀ ଫୋକ୍ସକନ୍ ଦୂରେଇ ଯିବା ପରେ ବହୁ ସଂସ୍ଥା ସହଯୋଗୀ ହେବା ପାଇଁ ଲାଇନ୍‌ ଲଗାଇ ଥିବା କହିଛି ବିଦାନ୍ତ। ବେଦାନ୍ତ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ବୁଧବାର ଏହା କହିଛନ୍ତି।ଏହି…

ସମଗ୍ର ଉତ୍ତର ଭାରତରେ ବର୍ଷା ପ୍ରଳୟ : ଗଲାଣି ୧୦୦ରୁ ଉର୍ଦ୍ଧ୍ବ ଜୀବନ, ଦିଲ୍ଲୀକୁ ବନ୍ୟାର ଭୟ

ନୂଆଦିଲ୍ଲୀ : ସମଗ୍ର ଉତ୍ତର ଭାରତରେ ବର୍ଷା ପ୍ରଳୟ ରଚିଥିବାବେଳେ ଏବେ ଦିଲ୍ଲୀକୁ ଦେଖାଦେଇଛି ବନ୍ୟା ଭୟ। ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି। ବିପଦ ସଙ୍କେତ ପାର କରି ଗତ ୪୫ ବର୍ଷ ଭିତରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଯମୁନା ବଢ଼ି ପାଣି ସ୍ତର। ହରିୟାଣାରୁ ଅଧିକ…

ଏମ୍‌ଡି ଓ ସିଇଓଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ କମ୍ପାନୀର ପୂର୍ବତନ କର୍ମଚାରୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ମଙ୍ଗଳବାର ଏକ କମ୍ପାନୀର ଏମ୍‌ଡି ଓ ସିଇଓଙ୍କୁ ହତ୍ୟା କରାଯାଇଛି। କମ୍ପାନୀର ଜଣେ ପୂର୍ବତନ କର୍ମଚାରୀ ସେମାନଙ୍କୁ ଖଣ୍ଡାରେ ହାଣି ଓ ଛୁରୀରେ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।ମୃତକ ଦ୍ୱୟ ହେଲେ ଏରୋନିକ୍ସ ଇଣ୍ଟରନେଟ କମ୍ପାନୀର ଏମ୍‌ଡି ଫଣିନ୍ଦ୍ର…

ନେପାଳରେ କ୍ରାଶ୍‌ ହୋଇଗଲା ହେଲିକପ୍ଟର, ଥିଲେ ୬ ଯାତ୍ରୀ

କାଠମାଣ୍ଡୁ : ୬ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟ ଲାମଜୁରାରେ କ୍ରାଶ୍‌ କରି ଯାଇଥିବା ଜଣାଯାଇଛି। ସକାଳ ପ୍ରାୟ ୧୦ଟା ୧୫ମିନିଟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ଓ ତାହା ନିଖୋଜ ହୋଇ ଯାଇଥିଲା।ହେଲିକପ୍ଟରଟି ୬ ଯାତ୍ରୀଙ୍କୁ ଧରି…

ପବଜୀ ଖେଳି ମାନସିକ ସନ୍ତୁଳନ ହରାଇଲେ ବାଳକ, ଚିନ୍ତାରେ ପରିବାର

ଅଲବର: ପବଜୀ ଖେଳି ମାନସିକ ସନ୍ତୁଳନ ହରାଇଲେ ବାଳକ। ରାଜସ୍ଥାନର ଅଲବରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କର ମୋବାଇଲରେ ପବଜୀ ଖେଳିବାର ନିଶା ଏତେ ଥିଲା ଯେ ଏବେ ଏଥିପାଇଁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। କୁହାଯାଉଛି ଯେ, ସେ ନିଜର…

ଛେଳି ଉପରେ ବନ୍ଦେ ଭାରତ ଟ୍ରେନ ଚଢିଯିବାରୁ ଟ୍ରେନକୁ ପଥରମାଡ଼

ଲକ୍ଷ୍ନୌ: ଗୋରଖପୁରରୁ ଲକ୍ଷ୍ନୌ ଅଭିମୁଖେ ଆସୁଥିବା ଅତ୍ୟାଧୁନିକ ସେମି ହାଇସ୍ପିଡ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଉପରେ ଆଜି ଉତ୍ତରପ୍ରଦେଶରେ ପଥର ମାଡ଼ ହୋଇଛି। ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଦ୍ରୁତ ଗତିରେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ବେଳେ ସୋହାଓ୍ଵାଲ ରେଳ…