Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଶିମଲା ନୁହେଁ, ବେଙ୍ଗାଲୁରୁରେ ହେବ ବିରୋଧୀଙ୍କ ବୈଠକ
ନୂଆଦିଲ୍ଲୀ : ବିଜେପି ବିରୋଧରେ ବିରୋଧୀଙ୍କ ପରବର୍ତ୍ତୀ ବୈଠକ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ବିହାରର ପାଟନାରେ ବିରୋଧୀ ଦିନିକିଆ ବୈଠକ କରିଥିଲେ। ହେଲେ ବେଙ୍ଗାଲୁରୁରେ ଦୁଇ ଦିନ ଧରି ବୈଠକ ଅନୁଷ୍ଠିତ ହେବ।ଆସନ୍ତା ୧୩ ଓ ୧୪ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଏନସିପି ମୁଖ୍ୟ ଶରଦ!-->…
ପୁଣି ବଦଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ! ଜୁଲାଇ ୩ରେ ମନ୍ତ୍ରୀ ପରିଷଦ ବୈଠକ
ନୂଆଦିଲ୍ଲୀ : ପୁଣି ବଦଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ ୩ ତାରିଖ ସୋମବାର ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀ ପରିଷଦ ବୈଠକର!-->…
‘ଦେଶ ବିରୋଧୀ କାମ କରିଥିବା ଲୋକଙ୍କୁ ଭେଟି ରାହୁଲ କ’ଣ ବାର୍ତ୍ତା ଦେବାକୁ ଚାହାନ୍ତି?’… ସ୍ମୃତି ଇରାନୀ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ମୃତି ଇରାନୀ କହିଛନ୍ତି କି, ରାହୁଲ ଗାନ୍ଧି ଆମେରିକା ଗସ୍ତରେ ଯାଇ ସୁନୀତା ବିଶ୍ବନାଥଙ୍କୁ ଭେଟିଥିଲେ। ଏହି ମହିଳା ଜର୍ଜ!-->…
ଗୁଆହାଟୀରେ କାମାକ୍ଷାଙ୍କୁ ଦର୍ଶନ କଲେ କଙ୍ଗନା..
ମୁମ୍ବାଇ: ଗତ କିଛି ଦିନ ହେବ ବିଭିନ୍ନ ଧାର୍ମିକ ସ୍ଥାନ ଯାଉଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ଗତ ମାସରେ ସେ ବାବା କେଦାରନାଥ ଓ ହରିଦ୍ୱାର ଯାଇଥିବା ବେଳେ ଆଜି ସେ ଗୁଆହାଟୀର କାମାକ୍ଷା ଶକ୍ତି ପୀଠ ଯାଇ ମାଆ କାମାକ୍ଷାଙ୍କ ଦର୍ଶନ କରିଥିଲେ। ଯାହାର ଫଟୋ ସେ ତାଙ୍କର!-->…
୫-୬ ଦିନ ମଧ୍ୟରେ ଶସ୍ତା ହେବ ଟମାଟୋ ଦର : କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ
ନୂଆଦିଲ୍ଲୀ : କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଟମାଟୋ ଫସଲ କ୍ଷତିଗ୍ରସ୍ତ ହୋଇଛି । ଏହା ଫଳରେ ସାରା ଦେଶରେ ଟମାଟୋ ଦର ଆକାଶଛୁଆଁ ହୋଇଛି । ଓଡ଼ିଶାରେ ଏହା କିଲୋଗ୍ରାମ ପିଛା ୧୦୦ ଟପିଯାଇଛି । ଏହାପରେ କେନ୍ଦ୍ର ସରକାର ଏକ ଜରୁରୀ ବୈଠକ ଡାକି!-->…
ଦେଶର ଆର୍ଥିକ ସମସ୍ୟାର ସମାଧାନ ପାଇଁ ଚୀନକୁ ଗଧ ଚମଡ଼ା ବିକ୍ରି କରିବ ପାକିସ୍ତାନ
ଇସଲାମାବାଦ: ଗତ କିଛି ମାସ ହେଲାଣି ପାକିସ୍ତାନ ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ୍ ଆକାଶଛୁଆଁ ହୋଇଥିବା ବେଳେ ଏବେ ଦେଶକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ପାକିସ୍ତାନ ସରକାର ଗଧର ଚମଡ଼ା ବିକ୍ରି କରିବେ ବୋଲି ଜଣାପଡ଼ିଛି। ଆର୍ଥିକ ସ୍ଥିତିକୁ ସୁଦୃଢ଼!-->…
ପ୍ଲାଟଫର୍ମରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା: ପ୍ରସବ କରାଇଲେ ଆରପିଏଫର ‘ମେରୀ ସହେଲୀ ଟିମ୍’
ଚନ୍ଦୌଲି: ଉତ୍ତର ପ୍ରଦେଶର ଚନ୍ଦୌଲିସ୍ଥିତ ଡିଡିୟୁ ଜଙ୍କସନରେ ଜଣେ ଗର୍ଭବତୀ ମହିଳା ଟ୍ରେନକୁ ଅପେକ୍ଷା କରିଥିବା ବେଳେ ତାଙ୍କର ହଠାତ୍ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା। ଫଳରେ ସେଇଠାରେ ହିଁ ଉପସ୍ଥିତ ଆରପିଏଫ ଓ ଡାକ୍ତରୀ ଟିମ୍ ସହାୟତାରେ ମହିଳା ଜଣକ ଏକ ସୁସ୍ଥ ଶିଶୁକନ୍ୟାକୁ!-->…
ଭୀମ୍ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ଼…
ସାହାରନପୁର : ୟୁପିର ସାହାରନପୁରରେ ଆଜାଦ ସମାଜ ପାର୍ଟି (ଭୀମ ଆର୍ମି) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ସେମାନଙ୍କୁ କେତେକ ଦୁର୍ବୃତ୍ତ ଗୁଳି କରିଛନ୍ତି । ଗଣମାଧ୍ୟମରେ ଥିବା ଫଟୋରେ ଦେଖିବାକୁ ମିଳୁଛି ଯେ ଗୁଳି ତାଙ୍କ ଅଣ୍ଟାକୁ ଛୁଇଁ ବାହାରି ଯାଇଛି ।!-->…
‘ସୁପରଟେକ୍’ ମାଲିକଙ୍କୁ ବାନ୍ଧିଲା ଇଡି, ଆସିଲା ସାଂଘାତିକ ଅଭିଯୋଗ
ନୂଆଦିଲ୍ଲୀ : ଦେଶର ଆଗ ଧାଡ଼ିର ରିୟଲ ଇଷ୍ଟେଟ କମ୍ପାନୀ ସୁପରଟେକ୍ (Supertech) ପାଇଁ ବଢ଼ିଲା ଅସୁବିଧା। ସୁପରଟେକ୍ ମାଲିକ ଆରକେ ଅରୋଡ଼ାଙ୍କୁ ବାନ୍ଧିଛି ଇଡି। ମନି ଲଣ୍ଡରିଂ ମାମଲାରେ ଇଡି ଆରକେ ଅରୋଡ଼ାଙ୍କୁ ଦୀର୍ଘ ସମୟ ଘାଣ୍ଟିବା ପରେ ଗିରଫ କରିଛି।ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣା!-->…
ସବୁ ସ୍ୱପ୍ନ ଚୂରମାର: ଡାକ୍ତର ହେବାକୁ ଆଶା ରଖିଥିବା ୨ ଛାତ୍ର ଝୁଲି ପଡ଼ିଲେ…
ନୂଆଦିଲ୍ଲୀ : ବାପାମା’ଙ୍କ ଆଶା ଥିଲା ପୁଅ ମେଡିକାଲ ପଢ଼ି ଡାକ୍ତର ହେବ। ଏଥିପାଇଁ ସେମାନେ ପୁଅ ପାଠପଢ଼ାରେ ପାଣି ପରି ଟଙ୍କା ଖର୍ଚ୍ଚ କରିବାକୁ ପଛାଉ ନ ଥିଲେ। ମାତ୍ର ସ୍ୱପ୍ନ ବାସ୍ତବ ରୂପ ନେବା ପୂର୍ବରୁ ସବୁ ଚୂରମାର ହୋଇଗଲା। ପରିବାରଠୁ ଦୂରରେ ରହି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି!-->…