Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ରଥ ଯିବ ବୋଲି ନିଜ ପତ୍ନୀଙ୍କ ଅନ୍ତିମ ସଂସ୍କାର ଅଟକାଇଦେଲେ ସଲିମ
ଅହମ୍ମଦାବାଦ: ଘର ଦାଣ୍ଡ ଦେଇ ରଥ ଯିବ ବୋଲି ନିଜ ପତ୍ନୀଙ୍କ ଅନ୍ତିମ ସଂସ୍କାର ଅଟକାଇଦେଲେ ମୁସଲମାନ ବ୍ୟକ୍ତି | ଭକ୍ତି ଓ ଭାଇଚାରାର ଏଭଳି ଏକ ଅପୂର୍ବ ନିଦର୍ଶନ ଗୁଜୁରାଟର ଅହମ୍ମଦାବାଦରେ ଦେଖିବାକୁ ମିଳିଛି | ବାସ୍ତବରେ ଗୁଜୁରାଟର ଅହମ୍ମଦାବାଦରେ ଗତ ୧୪୫ ବର୍ଷ ଧରି ଚାଲିଆସୁଥିବା!-->…
ମଣିପୁର ହିଂସା: ସର୍ବଦଳୀୟ ବୈଠକ ଡାକିଲେ ଶାହା
ମଣିପୁର: ମଣିପୁରରେ ଜାରି ରହିଥିବା ହିଂସା ସ୍ଥିତିକୁ ନେଇ ଆଜି ସର୍ବଦଳୀୟ ବୈଠକ ବସିବ । କେନ୍ଦ୍ର ଗୃହମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିବେ । ପାଖାପାଖି ଦୁଇ ମାସ ହେବ ମଣିପୁର ହିଂସାର ନିଆଁରେ ଜଳୁଥିବା ବେଳେ କୌଣସି ସ୍ଥିତିର ସମାଧାନ କରିପାରୁନାହାନ୍ତି କେନ୍ଦ୍ର ସରକାର !-->…
୧୩ ପାକିସ୍ତାନୀ ନାଗରିକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ
ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ନିମନ୍ତେ ଭାରତକୁ ବେଆଇନ ଭାବେ ଅନ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚାଲାଣ କରୁଥିବା ୧୩ ପାକିସ୍ତାନ ନାଗରିକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି NIA( ଜାତୀୟ ସୁରକ୍ଷା ଏଜେନ୍ସି ) । ସେମାନଙ୍କ ମଧ୍ୟରୁ ୧୦ ଜଣ ଏବେ ଭାରତ ଜେଲ୍ରେ ବନ୍ଦୀ ଥିବା!-->…
ଖାଇରେ ଖସିଗଲା ଗାଡ଼ି; ଜଣେ ମୃତ, ୭ ଜଣ ଗୁରୁତର
ଉତ୍ତରାଖଣ୍ଡ : ଗତକାଲି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ୍ ଭାରସାମ୍ୟ ହରାଇ ଏକ ଗଭୀର ଘାଇରେ ଖସି ପଡ଼ିଥିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତେ କେଦାରନାଥ ଦର୍ଶନ କରିବାକୁ ଯାଉଥିଲେ।
ପୁଲିସ୍ ସୂଚନା ଅନୁଯାୟୀ, ଉତ୍ତରକାଶୀ!-->!-->!-->…
ଭାଇ ବିବାହରେ ଯୁବକ ହେଲେ ରକ୍ତମୁଖା; ନିଜ ପରିବାରର ୫ ଜଣଙ୍କୁ ହାଣିଲା…
ଉତ୍ତରପ୍ରଦେଶ : ବିବାହ ସାରି ବର କନିଆ ଘରକୁ ଫେରିଥିବା ବେଳେ ଘରେ ଥିଲା ବନ୍ଧୁବାନ୍ଧବକଙ୍କ ଭିଡ଼ । ହେଲେ ରାତି ଅଧରେ ନିଜ ଭାଇ ସାଜିଲା ରକ୍ତମୁଖା। ଭାଇ ବିବାହରେ ଭାଇ ଖେଳିଳା ରକ୍ତର ହୋଲି । ହାତରେ ମାରଣାସ୍ତ୍ର ଧରି ନିଜ ଆତ୍ମୀୟଙ୍କୁ ହାଣି ଚାଲିଲା। ଘଟଣାସ୍ଥଳରେ ୫ ଜଣ ଆଖି ବୁଜି!-->…
ଆସାମରେ ଭୟଙ୍କର ବନ୍ୟା : ପାଣିଘେରରେ ୫ ଲକ୍ଷ ଲୋକ
ଦିସପୁର : ଆସାମରେ ଭୟଙ୍କର ବନ୍ୟା ଯୋଗୁ ୫ଲକ୍ଷ ଲୋକ ପାଣି ଘେରରେ ଅଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ୧୬ ଟି ଜିଲାର ୪.୮୮ଲକ୍ଷରୁ ଅଧିକ ଲୋକ ପାଣି ଘେରରେ ଅଛନ୍ତି। ବନ୍ୟା ଓ ଭୂସ୍ଖଳନ ପରିସ୍ଥତି ଯୋଗୁ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ!-->…
୨୦୨୪ରେ ବିଜେପି ୩୦୦ରୁ ଅଧିକ ଆସନ ଜିତିବ : ଶାହ
ନୂଆଦିଲ୍ଲୀ : ବିଜେପିକୁ ୨୦୨୪ ଲୋକସଭା ନିର୍ବାଚନରେ ପରାସ୍ତ କରିବା ନିମନ୍ତେ ରଣରୀତି ପ୍ରସ୍ତୁତ ପାଇଁ ଏକାଧିକ ବିରୋଧୀ ଦଳ ବିହାରର ପାଟନାରେ ଶୁକ୍ରବାର ବୈଠକ କରିଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ। ସାମ୍ବାଦିକଙ୍କ ସହ!-->…
ଦିଲ୍ଲୀ ଫେରିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା
ଝାରସୁଗୁଡା : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଦୁଇ ଦିନିଆ ଓଡିଶା ଗସ୍ତ ସାରି ଶୁକ୍ରବାର ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ ଓ ସୁରେଶ ପୁଜାରୀଙ୍କ!-->…
ଘରେ ପଶୁଣୁ ଚାଳ ବାଜିଲାଣି : ଦିଲ୍ଲୀ ଅଧ୍ୟାଦେଶକୁ ବିରୋଧ ନକଲେ ପରବର୍ତ୍ତୀ ବୈଠକକୁ ଆପ୍ ବର୍ଜନ କରିବ
ନୂଆଦିଲ୍ଲୀ : ବିଜେପି ବିରୋଧରେ ମହଗଠବନ୍ଧନ ତିଆରି କରିବାକୁ ବିରୋଧୀ ଆରମ୍ଭ କରିଥିବା ଯୋଜନାରେ ଆମ୍ଭରୁ କେଁ ପଶିଛି। ଆଜି ୧୬ଟି ବିରୋଧୀ ଦଳର ନେତା ପାଟନାରେ ବୈଠକ କରିବା ସହ ଏକାଠି ସାମ୍ବାଦିକ ସମ୍ମିଳନୀ କରି ଏକତାର ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ହେଲେ ବୈଠକରେ ଯୋଗ ଦେଇଥିବା!-->…
ସଂସଦ ଅଧିବେଶନ ପୂର୍ବରୁ ଦିଲ୍ଲୀ ଅଧ୍ୟାଦେଶ ବିଷୟରେ ନିଷ୍ପତ୍ତି ନିଆଯିବ: ଖଡ୍ଗେ
ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଶାସନିକ ସେବା ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ବିରୋଧ କରାଯିବା ନ ଯିବା ନିଷ୍ପତ୍ତି ସଂସଦ ଅଧିବେଶନ ପୂର୍ବରୁ ଗ୍ରହଣ କରାଯିବ ବୋଲି ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।କଂଗ୍ରେସ ଯଦି ପ୍ରସଙ୍ଗରେ ସମର୍ଥନ ନ କରେ ପାଟନା ବିରୋଧୀ!-->…