Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଏଲନ ମସ୍କଙ୍କୁ ଭେଟିବେ ମୋଦି
ନୂଆଦିଲ୍ଲୀ : ଐତିହାସିକ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ବିଶ୍ୱର ୧ନଂ ଧନୀ ତଥା ଟେସଲା ଓ ଟ୍ୱିଟର ମାଲିକ ଏଲନ ମସ୍କଙ୍କୁ ଭେଟିବେ। ମସ୍କ ଟ୍ୱିଟର କିଣିବା ପରେ ମୋଦି ତାଙ୍କୁ ପ୍ରଥମଥର ଭେଟିବାକୁ ଯାଉଛନ୍ତି।୨୦୧୫ରେ ମୋଦି ଓ ମସ୍କଙ୍କ ଭେଟଘାଟ!-->…
ପାକିସ୍ତାନର ପଞ୍ଜାବରେ ପରମାଣୁ କାରଖାନା ସ୍ଥାପନ କରିବ ଚୀନ୍
ଇସ୍ଲାମାବାଦ: ଚୀନ୍ ପାକିସ୍ତାନର ପଞ୍ଜାବରେ ଏକ ପରମାଣୁ କାରଖାନା ସ୍ଥାପନ କରିବ ବୋଲି ପାକ୍ ସରକାର ଆଜି (ମଙ୍ଗଳବାର) ଘୋଷଣା କରିଛନ୍ତି। ଦୁଇ ସର୍ବକାଳୀନ ସହଯୋଗୀ ଦେଶ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧିର ସଙ୍କେତ ସ୍ୱରୂପ ଚୀନ୍ ଏହି ୧୨୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ପରମାଣୁ ଶକ୍ତି!-->…
ଆଇଆଇଟି ବମ୍ବେକୁ ୩୧୫ କୋଟି ଟଙ୍କା ଦାନକଲେ ନନ୍ଦନ ନିଲେକାନି
ମୁମ୍ବାଇ : ଇନଫୋସିସ୍ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି ଆଇଆଇଟି ବମ୍ବେକୁ ୩୧୫ କୋଟି ଟଙ୍କା ଦାନ ଆକାରରେ ଦେଇଛନ୍ତି। ଆଇଆଇଟି ବମ୍ବେ ସହ ତାଙ୍କର ସମ୍ପର୍କ ୫୦ ବର୍ଷ ପୂରିଛି। ତେଣୁ ଏହି ସ୍ମୃତିକୁ ଅଧିକ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ସେ ଏତେ ପରିମାଣର ଟଙ୍କା ଦାନ କରିଛନ୍ତି। ୧୯୭୩ରେ!-->…
ଜୟରାମ ରମେଶଙ୍କ ଗୀତାପ୍ରେସ ବୟାନକୁ ନାପସନ୍ଦ କରୁଛନ୍ତି କଂଗ୍ରେସର ବରିଷ୍ଠ ନେତା
ନୂଆଦିଲ୍ଲୀ: ଗୋରଖପୁରସ୍ଥିତ ‘ଗୀତା ପ୍ରେସ୍’କୁ ବର୍ଷ ୨୦୨୧ର ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଚାରକ ମଣ୍ଡଳୀ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗ୍ରହଣ କରିଥିବା କଥା ଔପଚାରିକ ଭାବେ ଘୋଷଣା!-->…
ଦୀପାବଳିରେ ନ୍ୟୁୟର୍କରେ ସ୍କୁଲ ଛୁଟି ରହିବ, ଗୃହୀତ ହେଲା ବିଲ୍
ନ୍ୟୁୟର୍କ : ଆମେରିକାର ପେନ୍ସିଲଭାନିଆ ପରେ ନ୍ୟୁୟର୍କରେ ମଧ୍ୟ ଦୀପାବଳିରେ ସ୍କୁଲ ଛୁଟି ରହିବ । ଏ ନେଇ ନ୍ୟୁୟର୍କ ରାଜ୍ୟ ବିଧାନସଭାରେ ଏକ ବିଲ୍ ଗୃହୀତ ହୋଇଛି । ନ୍ୟୁୟର୍କ ରାଜ୍ୟ ବିଧାନସଭା ଗତ ସପ୍ତାହରେ ଏହି ବିଲ୍ ଆଗତ ହୋଇଥିଲା ।ଗତ ସପ୍ତାହରେ ଅଧିବେଶନ ଶେଷ ହେବା ପୂର୍ବରୁ ଉଭୟ!-->…
ସାଧାରଣ ସମ୍ମତି ପ୍ରତ୍ୟାହାର ହୋଇଥିଲେ ବି ଏହି ଦୁଇଟି ରାଜ୍ୟରେ ତଦନ୍ତ ଜାରି ରଖିଛି ସିବିଆଇ
ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ କଂଗ୍ରେସ, ଆପ ସମେତ ଅନେକ ବିରୋଧୀ ଦଳ ଅଭିଯୋଗ କରିଆସୁଛନ୍ତି ଯେ ବିଜେପି କେନ୍ଦ୍ରୀୟ ତଦନ୍ତ ଏଜେନ୍ସି (ସିବିଆଇ) ର ଅପବ୍ୟବହାର କରୁଛି | ଆଉ ଏହି ଅଭିଯୋଗ ଆଣି କିଛିଦିନ ତଳେ ତାମିଲନାଡୁର ଷ୍ଟାଲିନ ସରକାର ନିଜ ରାଜ୍ୟରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ!-->…
‘ଧାର୍ମିକ ସ୍ବାଧୀନତାର ପରିପନ୍ଥୀ’, ସମାନ ନାଗରିକ ସଂହିତାକୁ ଜମିୟତର ବିରୋଧ
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ସମାନ ନାଗରିକ ସଂହିତା (ୟୁସିସି)କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦେଶର ପ୍ରମୁଖ ମୁସଲମାନ ସଂଗଠନ ଜମିୟତ ଉଲେମା-ଏ-ହିନ୍ଦ ଏହାକୁ ଖୋଲାଖୋଲି ବିରୋଧ କରିଛି । ଜମିୟତ ସୋମବାର ଦାବି କରିଛି ଯେ ସମାନ ନାଗରିକ ସଂହିତା ସମ୍ବିଧାନ ପ୍ରଦତ୍ତ ଧାର୍ମିକ!-->…
କେଦାରନାଥ ମନ୍ଦିରର ଗର୍ଭଗୃହରେ ଟଙ୍କା ଉଡ଼ାଇ ଫସିଲେ ମହିଳା, ରୁଜୁ ହେଲା ଏତଲା
କେଦାରନାଥ: ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମରେ ଘଟିଥିବା ଏକ ଆଶ୍ଚର୍ଯ୍ୟକର ଘଟଣାର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ମହିଳା ମନ୍ଦିରର ଗର୍ଭଗୃହକୁ ଯାଇ ବାବାଙ୍କ ଶିବଲିଙ୍ଗ ଉପରେ ନୋଟ୍ ଉଡ଼ାଉଥିବା ଏବଂ ପୂଜାପାଠ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବା ପରେ!-->…
ଟ୍ରେନମ୍ୟାନ ଆପ ବିକ୍ରି ହେଲେ ବି ଆମ ବ୍ୟବସାୟକୁ କୌଣସି ଚ୍ୟାଲେଞ୍ଜ ସୃଷ୍ଟି କରିବ ନାହିଁ: ଆଇଆରସିଟିସି
ନୂଆଦିଲ୍ଲୀ: ନିକଟରେ, ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ର ଅଂଶ ଆଦାନି ଡିଜିଟାଲ୍ ଲ୍ୟାବ୍ସ ଟ୍ରେନ୍ ଟିକଟ ବୁକିଂ କରୁଥିବା ସଂସ୍ଥା ଟ୍ରେନମ୍ୟାନକୁ କିଣିବା ଲାଗି ସହମତ ହୋଇଛି। ତେବେ ଏନେଇ ଜଣାପଡିବା ପରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଥିଲେ ଯେ!-->…
ଦିଲ୍ଲୀ ପୁଲିସ ଓ ଏଫବିଆଇର ମିଳିତ ଅପରେସନ, ଅନ୍ତର୍ଜାତୀୟ ସିଣ୍ଡିକେଟର ପର୍ଦ୍ଦାଫାଶ
ନୂଆଦିଲ୍ଲୀ: ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇ (ଏଫବିଆଇ) ସହ ମିଶି ଚୋରା ଚାଲାଣ କରୁଥିବା ଏକ ଅନ୍ତର୍ଜାତୀୟ ସିଣ୍ଡିକେଟର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ । ଏହି ଅପରେସନରେ ଆମେରିକୀୟ ନାଗରିକଙ୍କଠାରୁ ଟଙ୍କା ଆଦାୟ କରିବା ପାଇଁ ଅନ୍ତର୍ଜାତୀୟ ସିଣ୍ଡିକେଟ!-->…