Browsing Category

ଅପରାଧ

ଦୁଇ ପିଲାଙ୍କୁ ମାଡ ମାରି ଲହୁଲୁହାଣ କରିଥିବା ସାବତ ମା’ ସହ ବାପା ଗିରଫ…

ଆଠଗଡ଼: ଦୁଇ ପୁଅଝିଅଙ୍କୁ ମାଡ ଲହୁଲୁହାଣ କରିଥିବା ସାବତ ମା’ ଓ ବାପାଙ୍କୁ ଗିରଫ କରିଛି ପୋଲିସ । କୁନି କୁନି ୨ ପୁଅ ଝିଅଙ୍କ ବାନ୍ଧି ମାଡି ମାରିଥିଲେ । ଲହୁଲୁହାଣ କରିଥିଲେ । ଏହି ଖବର ମିଡିଆ ସାମ୍ନାକୁ ଆସିବା ପରେ ପିଲାଙ୍କ ନିଜ ମା’ ଥାନାରେ ଅଭିଯୋଗ କରିଥିଲେ ।…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ଦୁଇ ଅଭିଯୁକ୍ତ ଗିରଫ…

ଯାଜପୁର: ଗଞ୍ଜେଇ ଚାଲାଣର ଅଭିନବ ତରିକା । ବଡଚଣା ପୋଲିସକୁ ବଡ ସଫଳତା । ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ମାଡିବସିଲା ପୋଲିସ । ଦୁଇ ଅଭିଯୁକ୍ତ ଗିରଫ । ସୂଚନା ଅନୁସାରେ, ମଙ୍ଗୁଳି ଛକରୁ କଲିକତା ଯାଉଥିବା ବେଳେ ବାଟରେ ପୋଲିସକୁ ଦେଖି ହଠାତ୍…

ମନ୍ତ୍ରୀଙ୍କ କଥା ନକଲ କରି ହସ୍ପିଟାଲ ମ୍ୟାନେଜରଙ୍କୁ ଠକେଇ ଅଭିଯୋଗରେ ସାଇବର ଠକ ଗିରଫ…

ଭୁବନେଶ୍ୱର: କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପିଏ ବୋଲି ପରିଚୟ ଦେଇ ଜଣେ ସାଇବର ଠକ କଟକର ଜଣେ ଘରୋଇ ହସ୍ପିଟାଲ ମ୍ୟାନେଜରଙ୍କଠାରୁ ୪୬ ହଜାର ଟଙ୍କା ଠକି ନେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଅନୁଗୁଳ କିଶୋରନଗରର କିନ୍ନର ସୌମ୍ୟରଞ୍ଜନ ପ୍ରଧାନ ଓରଫ ସୁଲଗ୍ନା।…

ଏ.ଟି.ଏମ ରେ ଟଙ୍କା ଜମା ନକରି ୪୫ ଲକ୍ଷ ଚଳୁ କରି ଜେଲ ଗଲେ କର୍ମଚାରୀ…

ବ୍ରହ୍ମପୁର:୩୧-୧୦ ଏ.ଟି. ଏମ ଗୁଡ଼ିକ ରେ ଟଙ୍କା ଜମା କରୁଥିବା ସଂସ୍ଥା ସି.ଏମ.ଏସ ର କର୍ମଚାରୀ ୪୫ ଲକ୍ଷ ଟଙ୍କା ଚଳୁ କରିବା ଅଭିଯୋଗ ରେ ଜେଲ ଗଲେ। ଗୋପାଳପୁର ମାଣ୍ଡିଆ ପଲ୍ଲୀ ର ଦୀପକ ପାଢ଼ୀ ନାମକ ଠକ କର୍ମଚାରୀ ପ୍ରାୟ ୪୫ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହୋଇଥିବା ଜଣାପଡିଛି।ଏନେଇ ଆଜି

ସାବତ ମା’ର ଆକ୍ରମଣରେ ପୁଅ-ଝିଅ ଗୁରୁତର, ମେଡିକାଲରେ ଭର୍ତ୍ତି…

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ରେ ସାବତ ମା’ର ଆକ୍ରୋଶରେ ପୁଅ ଓ ଝିଅ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟ ପୁଅ ଓ ଝିଅଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇଁ ପୁଲିସ ମା’କୁ ଥାନାରେ ଅଟକ ରଖିଛି। ପ୍ରକାଶଯୋଗ୍ୟ ବାଙ୍କୀ ପାର୍ଥପୁର…

ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ…

ଭୁବନେଶ୍ୱର: ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ କୋରିମିଲି ଭେଙ୍କଟ ଶ୍ରୀନିବାସ। ଭୁବନେଶ୍ୱର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ। ଏୟାରଫୋର୍ସ ଗ୍ରୁପ କ୍ୟାପିଟେନ ଥିଲେ ଶ୍ରୀନିବାସ। ଜଣେ ୧୩ ବର୍ଷୀୟ ନାବାଳିକାକୁ…

ବିପୁଳ ପରିମାଣର ବାଣ ଜବତ, ୨ ଅଭିଯୁକ୍ତ ଗିରଫ…

ଖୋର୍ଦ୍ଧା: ଅବାଧରେ ବିକ୍ରି ହେଉଛି ବାଣ। ମାନୁ ନାହାଁନ୍ତି ସରକାରୀ ଗାଇଡ୍ ଲାଇନ୍। ଲୁଚା ଛପାରେ ଚାଲିଛି ବାଣ ବିକ୍ରି। ସରକାରୀ ନିୟମ ଅନୁସାରେ ବାଣ ବ୍ୟବସାୟୀମାନେ ଲାଇସେନ୍ସ କରିବା ପରେ ବାଣ ବିକିବା ପାଇଁ ଅନୁମତି ରହିଥିବା ବେଳେ ଅଧିକାଂଶ ବାଣ ଦୋକାନୀ ବିନା…

କଲେକ୍ଟର ଅଫିସରୁ ଚୋରି…

ନବରଙ୍ଗପୁର : ଏ ଚୋର ମାନଙ୍କ ସାହସକୁ ମାନିବାକୁ ପଡିବ । ମଦ ନିଶା ଠୁ ବେଶି ନିଶା ଏ ଚୋରି ନିଶା । ଚୋରି ନିଶାରେ ଚୂର ହୋଇ ଚୋର ଚୋରିକଲା କଲେକ୍ଟର ଅଫିସରୁ । କଲେକ୍ଟର ଅଫିସର କମ୍ପ୍ୟୁଟର ମନିଟର ସିପିୟୁ ଚୋରି କରିନେଲା ଚୋର । ଚୋରି କଲା ତାହା ପୁଣି…

ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ…

ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏହି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ନୀତି…

ଶିଖର ଚଣ୍ଡୀ ବସ୍ତିରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର…

ଭୁବନେଶ୍ବର: ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଶିଖର ଚଣ୍ଡୀ ବସ୍ତିରୁ ଉଦ୍ଧାର ହୋଇଛି ମୃତଦେହ । ଫ୍ୟାନରେ ଝୁଲି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ । ମୃତକ ହେଲେ କଳା ରାହାଙ୍ଗର ପିଣ୍ଟୁ ଜେନା ଓ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଶୁଭସ୍ମିତା ନାୟକ।…