Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ରେଲଓ୍ବେ ଷ୍ଟେସନ ନିକଟରୁ କ୍ଷତାକ୍ତ ମର ଶରୀର ଉଦ୍ଧାର
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ରୋଡ ରେଳ ଷ୍ଟେସନ ନିକଟରେ ସୋମବାର ସକାଳେ ଜଣେ ଯୁବକ ମୁହଁ ତଳକୁ କରି ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ।
ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ବ୍ୟକ୍ତି ଜଣକ କ୍ଷତାକ୍ତ…
କାର୍ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଵାକ୍ ଅଟକ
ବଲାଙ୍ଗୀର : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ଜଣେ କାର ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ପୁଲିସ୍ ଜଣେ କ୍ୱାକ୍ଙ୍କୁ ଅଟକ ରଖିଛି।
ମୃତ ଡ୍ରାଇଭରଙ୍କ ନାଁ ମୁକୁନ୍ଦ ନନ୍ଦ। ତାଙ୍କ ଘର ପୁଇଁତଳା ଥାନା କୁଳେରବାହାଲ ଗାଁରେ। ଗତକାଲି ସନ୍ଧ୍ୟାରେ ମୁକୁନ୍ଦଙ୍କ…
ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଠାରୁ ସୁନାଚେନ୍ ଲୁଟ୍ ଅଭିଯୋଗରେ ୩୦ ଜଣ ଅଟକ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଏକାଧିକ ପୂଜାମଣ୍ଡପରୁ ଲୁଟ୍ ଘଟଣାରେ କମିସନରେଟ୍ ପୁଲିସ ବିଭିନ୍ନ ଥାନା ଅଞ୍ଚଳରେ ଆୟୋଜିତ ପୂଜା ମଣ୍ଡପରୁ ୬ ଜଣ ମହିଳାଙ୍କ ସମେତ ୩୦ରୁ ଅଧିକ ସନ୍ଦିଗ୍ଧ ଲୁଟେରାଙ୍କୁ ଉଠାଇ ନେଇ ଅଟକ ରଖିଛି। ଅଟକ ଥିବା ଅଭିଯୁକ୍ତମାନଙ୍କୁ ପୁଲିସ ପଚରାଉଚରା କରୁଛି।…
ଜୁଆ ଆଡ୍ଡା ଉପରେ ଚଢଉ: ୫ ଜୁଆଡି ଗିରଫ…
ହିଞ୍ଜିଳିକାଟୁ ୨୩!୧୦ ହିଞ୍ଜିଳିକାଟୁ ଥାନା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡା ଗ୍ରାମ କେନାଲ ନିକଟ ରେ ବହୁ ଦିନ ଧରି ଜୁଆ ଖେଳ ଚାଲିଥିଲା । ଏଥିରେ ବିଭିନ୍ନ କୋଣରୁ ଜୁଆ ଖେଳାଳିମାନେ ଏଠାରେ ପହଞ୍ଚି ଖେଳରେ ଲିପ୍ତ ରହୁଥିଲେ। ଏହି ଖବର ପାଇ ହିଞ୍ଜିଳି ଥାନା ଅଧିକାରୀ!-->…
ନକଲି ୱାଇ-ଫର୍ମରେ ହେଉଛି ବାଲି ଚାଲାଣ : ପୋଲିସ କବ୍ଜା ରେ ବାଲି ମାଫିଆ…
ଭୁବନେଶ୍ୱର : ୨୩-୧୦ ଗଞ୍ଜାମ ଜିଲ୍ଲାର ମାଷ୍ଟେର ମାଇଣ୍ଡ ବାଲି ମାଫିଆ ଙ୍କ ସମେତ ରାୟଗଡ଼ା ଓ ପୁରୁଷୋତ୍ତମପୁର ବାଲି ମାଫିଆ ଏବେ ଜେଲ ରେ। ଅଧିକାଂଶ କରି ବାଲି ମାଫିଆ ଙ୍କ ହାତ ତୃତୀୟ ମୋହଲା ପର୍ଯ୍ୟନ୍ତ ରହିଥିବା ନେଇ ଚର୍ଚ୍ଚା ହେଉଛି। କୋଦଳା ପୋଲିସ ପେଟ୍ରୋଲିଂ ବେଳେ ବଡ଼ମାଧପୁର ବାଲି ଘାଟ!-->…
ଅନ୍ୟ ରାଜ୍ୟର ଜୁଆଡ଼ି ଗଞ୍ଜାମ ମୁହାଁ : ପୋଲିସ ସହ ଫିକ୍ସିଂଙ୍ଗ ରେ ସଫଳ ହେଲେକି ଜୁଆ ଖେଳ ଚଲାଉଥିବା ଦଲାଲ…!
କାଣି ବିରାଡ଼ି ର କୁଜି ଅସରୋପା ଉପରେ ଦାଉ...
ଟ୍ରକକୁ ଧକ୍କା ହେଲା କାର୍: ୨ ଜଣଙ୍କ ମୃତ୍ୟୁ, ୫ ଗୁରୁତର…
ଗଞ୍ଜାମ: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକ୍କୁ ଧକ୍କା ଦେଇଛି କାର। ଏଥିଯୋଗୁ ଘଟଣା ସ୍ଥଳରେ ଚାଲି ଯାଇଛି ୨ ଜଣଙ୍କ ଜୀବନ। ଏବେ କାର୍ରେ ଥିବା ଆଉ ୫ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ୭ ଜଣ ଲୋକ ଗୋଟିଏ କାର୍ରେ ପଶ୍ଚିମବଙ୍ଗର ରାଣୀ ଗଞ୍ଜ…
ବାକି ଟଙ୍କା ଆଦାୟକୁ କେନ୍ଦ୍ରକରି ହତ୍ୟା ଅଭିଯୋଗ
ଗୁଣପୁର: ବାକି ଟଙ୍କା ଆଦାୟକୁ କେନ୍ଦ୍ର କରି ଗୁଣପୁର ସହରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗତ ୬ ମାସ ମଧ୍ୟରେ ସହରରେ ଏହା ତୃତୀୟ ହତ୍ୟାକାଣ୍ଡ । ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କଟିକା ସାହିର ଠିକାଦାର ଅଶୋକ କୁମାର ବରାଡ଼ଙ୍କ ଶବକୁ ଉପଖଣ୍ଡ ଡାକ୍ତରଖାନାରେ ଠାବ…
ପୁଣି ଆତଙ୍କ ଖେଳାଇଲେ ଅବସରପ୍ରାପ୍ତ ଯବାନ, ଏସ୍ଆଇ ଓ କନଷ୍ଟେବଲଙ୍କୁ ହାଣିଲେ…
ବାଙ୍କୀ : ପୁଣି ଆତଙ୍କ ଖେଳାଇଲା ହରିରାଜପୁରର ଅବସରପ୍ରାପ୍ତ ଯବାନ ସରୋଜ ଦାସ । ଗିରଫ କରିବାକୁ ଯାଇଥିବାବେଳେ ସରୋଜ ବାଙ୍କୀ ଥାନା ଏସଆଇଙ୍କୁ ଆକ୍ରମଣ କରିଛି । ସରୋଜ ଆଜି ସକାଳେ କାତି ଧରି ଆଦିମାତା ଛକ ନିକଟରେ ଆତଙ୍କ ଖେଳାଇଥିବା ବେଳେ ତାଙ୍କୁ କାବୁ କରିବାକୁ…