Browsing Category

ଅପରାଧ

ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର, ୧୪୦୦୦ ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ…

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ। ଭବାନୀପାଟଣା ଥୁଆମୂଳ ରାମପୁର ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁମନ୍ତ ମଲ୍ଲିକ ୧୪,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ, ବ୍ଲକ ଅଫିସରେ…

କୁଚିଣ୍ଡାରେ ଅଜଣା ଗାଡି ଧକ୍କାରେ ଦୁଇ ମୃତ…

ସମ୍ବଲପୁର: ସମ୍ବଲପୁର କୁଚିଣ୍ଡା ଥାନା ପାରୁଆଭାଡି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳେ ଅଜଣା ଗାଡି ଧକ୍କାରେ ଦୁଇ ଜଣ ଙ୍କର ମୃତ୍ୟୁ ଘଟିଛି  । ମୃତକ ପାରୁଆଭାଡି ଗାଁର ମୁକ୍ତେଶ୍ବର ଧାନ  ଏବଂ ପଣ୍ଡରୀକଟା ଗାଁର ଦଧି ଦର୍କା ବୋଲି ଜଣାପଡିଛି । ସୂଚନା ମୂତାବକ ଏମାନେ ଦୁଇ…

ଗଞ୍ଜାମ ଜିଲ୍ଲାରେ ଗୋଟେ ପରେ ଗୋଟେ ମୁଣ୍ଡ ଗଡୁଛି :ଜିଆରଏସ ଙ୍କୁ ହତ୍ୟା…

ପୁରୁଷୋତ୍ତମପୁର :୪-୧୦ ଗଞ୍ଜାମ ଜିଲ୍ଲାରେ ଥମୁନି ହତ୍ୟାକାଣ୍ଡ ଘଟଣା ଏକ ସପ୍ତାହ ରେ ତିନି ମୁଣ୍ଡ ଗଡ଼ିଲାଣି। ବେଗୁନିଆପଡ଼ା ବ୍ଳକ ବୁରୁଝରି ପଞ୍ଚାୟତର କନିଆରିବାଡିରେ ଜଣକୁ ହତ୍ୟା ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସୁଶୀଲ କୁମାର ମହାନ୍ତି ସାନ

ରାଜଧାନୀରେ ହିଟ ଆଣ୍ଡ ରନ୍ ମାମଲା, ଗିରଫ ହେଲେ କାର ଡ୍ରାଇଭର

ଗିରଫ ହେଲେ ବିକାଶ ପାଲ। ଗତ ଶନିବାର ଦିନ ରାଜ ମହଲ ଛକରେ ଦୀନବନ୍ଧୁ ବରାଲ ନାମକ ଯୁବକକୁ ହିଟ ଆଣ୍ଡ ରନ ରେ ଗାଡି ଚପାଇ ଦେଇଥିଲେ।  ଶନିବାର ଦିନ କ୍ୟାପିଟାଲ ଥାନାର ରାଜମହଲ ଛକ ଠାରେ ଶୋଇଥିବା ଅବସ୍ଥାରେ…

ନିମଖଣ୍ଡି ପୋଲିସ କୁ ମିଳିଛି ବଡ଼ ସଫଳତା:୨ କିଲୋରୁ ଉର୍ଦ୍ଧ ସୁନା ଓ ଚାରିସ ଗ୍ରାମ ରୂପା ସହ ୨୬ ଲକ୍ଷ ଟଙ୍କା…

ବ୍ରହ୍ମପୁର:୩-୧୦ ଅନେକ ଦିନ ପରେ ବ୍ରହ୍ମପୁର ପୋଲିସ କୁ ମିଳିଛି ବଡ ସଫଳତା l ଆଜି ବ୍ରହ୍ମପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଧାରଣ ର ଚୋରି ଘଟଣା ର ପର୍ଦ୍ଧାଫାସ କରଛନ୍ତି। ଏହି ଘଟଣା ରେ ଏଥର ନିମଖଣ୍ଡି ପୋଲିସ କୁ ସଫଳତା ମିଳିଛି। ଚୋର ମାନଙ୍କୁ ଧରିବା ପାଇଁ ଏସ ପି ଏକ

ବନ୍ଦ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର…

ସୁନ୍ଦରଗଡ଼: ବନ୍ଦ ଘରେ ମହିଳାଙ୍କ ମୃତଦେହ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ସମରଦରି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଦୀର୍ଘ ସମୟ ଧରି ଘର ବାହାରେ କବାଟ ବନ୍ଦ ରହିଥିଲା । ଝରକା ପଟେ…

ନିରୋଦ ଦାସ ଓ ରତ୍ନାକର ପଲାଇଙ୍କ ଜାମିନ ଆବେଦନ ନାମଞ୍ଜୁର…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ରିପ୍ଟୋ ପଞ୍ଜି ସ୍କାମର ୨ ମାଷ୍ଟର ମାଇଣ୍ଡ ନିରୋଦ ଦାସ ଓ ରତ୍ନାକର ପଲାଇଙ୍କ ଜାମିନ ଆବେଦନ ନାମଞ୍ଜୁର। ଉଭୟଙ୍କର ଜାମିନ ଆବେଦନ ନାମଞ୍ଜୁର କଲେ କଟକ ସ୍ବତନ୍ତ୍ର ଓପିଆଇଡି କୋର୍ଟ। କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର କୋଟି…

ସୌରୀନ ଭଟ୍ଟଙ୍କ ବିରୋଧରେ ଜାରି ହେବ NBW…

କଟକ:ବଢ଼ିଲା ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଅଡୁଆ । ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ତାଙ୍କ ବିରୋଧରେ ଜାରି ହେବ NBW। ଜାମିନ ବିହୀନ ଗିରଫ ପରୱାନା ପାଇଁ କୋର୍ଟରେ ଆବେଦନ କରିବ କଟକ କମିଶନରେଟ ପୋଲିସ। ସୌରୀନ ଦୀର୍ଘ ଦିନ ହେବ ତଦନ୍ତରେ ସହଯୋଗ ନ କରିବାରୁ…

ବାଇକ-ଟ୍ରକ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ…

ଆନନ୍ଦପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ | ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ରାଜ୍ୟ ରାଜପଥ ୫୩ର ଚଣ୍ଡୀବିରଞ୍ଚିପୁର ଛକ ନିକଟରେ ବାଇକକୁ ଟ୍ରକ ମୁହାଁମୁହିଁ ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି |…

ଭିଡ ନିୟନ୍ତ୍ରଣ କରିବାକୁ ଯାଇ ଆହତ ହୋଇଥିବା ମହିଳା ଏଏସଆଇଙ୍କ ମୃତ୍ୟୁ…

ରାଉରକେଲା: ରାଉରକେଲା ଉଦିତନଗର ଥାନାର ଜଣେ ମହିଳା ଏଏସ୍ଆଇଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଆଲିଶ ନରମି ଲୁଗୁନ(36)। ସେ ଭିଡ ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ଠେଲାପେଲାର ଶିକାର ହୋଇ ଆହତ ହୋଇଥିଲେ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା…