Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବାଲିଯାତ୍ରା ପଡିଆରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ…
ଭୁବନେଶ୍ୱର: ଭୁବନେଶ୍ୱର ବାଲିଯାତ୍ରା ପଡିଆରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ। ଖୁଦୁରୁକୁଣୀ ପୂଜା କରୁଥିବା ବେଳେ ନଇ ମଝିରେ ଏକ ମୃତଦେହ ଦେଖିଥିଲେ ଯୁବତୀମାନେ । ଏନେଇ ପୋଲିସକୁ ଖବର ଦେବା ପରେ ଦମକଳ ବାହନୀ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ । ମୃତକ…
ଗଞ୍ଜାମ ଜିଲ୍ଲାରେ ଗରିବ ଲୋକଙ୍କ ଚାଉଳ ସହ ଚାଲିଛି ବେପାର.. !
କଂସାରି ଘରର ପାରା ପାଲଟିଛି ପ୍ରଶାସନ …..
ମହୁଲପଲ୍ଲୀ ଗ୍ରାମ ଶଶ୍ମାନରୁ ନରକଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ.. !
୧୪ ତାରିଖରୁ ଯୁବକ ଜଣଙ୍କ ନିଖୋଜ ଥିଲେ, ନିଖୋଜ ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ ସ୍ତ୍ରୀ...
ପୋଲିସ କଵଜ୍ଜା ରେ ଆନ୍ତଃରାଜ୍ୟ ସାଇବର ଅପରାଧୀ…
ବ୍ରହ୍ମପୁର:୨୩-୯ ଆଜି ବ୍ରହ୍ମପୁର ସାଇବର ପୋଲିସ ହାତରେ ବଡ଼ ମାଛ ପଡିଛି। ଆନ୍ତଃରାଜ୍ୟ ଠକ କଷ୍ଟମର କେୟାର ନାମରେ ଲୋକଙ୍କୁ ଲକ୍ଷାଧିକ ଟଙ୍କା ଚୁନ ଲଗାଇଥିବା ଠକ ଝାଡ଼ଖଣ୍ଡ ରାଜ୍ୟ ଦେଓଘର ଜିଲ୍ଲାର ଅଭିଯୁକ୍ତ ମହମ୍ମଦ ଅଫଜଲ ଅନସାରୀ କୁ ଧରିବାରେ ସଫଳ ହୋଇଛି।ବିଭିନ୍ନ ରାଜ୍ୟର ପୋଲିସ!-->…
ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ହଷ୍ଟେଲ ରୁମରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର…
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଏକ ହଷ୍ଟେଲ ରୁମରୁ ଶୁକ୍ରବାର ଜଣେ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଜଣେ ହାଉସ ସର୍ଜନ ବୋଲି ଜଣାପଡ଼ିଛି। ମୃତକ କେନ୍ଦୁଝରର ସଚିନ କୁମାର ସାହୁ ଏମବିବିଏସ ଶେଷ କରି…
ପିକଅପ ଓ ବୁଲେଟ ମୁହାଁମୁହିଁ ଧକ୍କା ; ଜଣେ ମୃତ…
ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରେ ପିକଅପ ଭ୍ୟାନ ଓ ବୁଲେଟ ମୁହାଁମୁହିଁ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ଜଗତସିଂହପୁର ଜିଲା ଦାସମୋହନପୁର ଗ୍ରାମର ପ୍ରଶାନ୍ତ କୁମାର ହୋତା (୩୫) ହୋଇଥିବା ବେଳେ…
ସ୍ତ୍ରୀକୁ ହତ୍ୟା ପାଇଁ ସ୍ବାମୀ ଦେଇଥିଲା ୩ ଲକ୍ଷର ସୁପାରୀ
କେନ୍ଦୁଝର ; ସ୍ବାମୀ ସାଜିଲା ସୈତାନ । ସୁପାରୀ ଦେଇ ସ୍ତ୍ରୀକୁ ହତ୍ୟା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ବସନ୍ତପୁରରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ସୁନୀତା ଘଣାଙ୍କ ସ୍ବାମୀ ସ୍ବାମୀ ସୁରେଶ ପରିଡ଼ାକୁ ସାଙ୍ଗରେ ନେଇ ଆଜି ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ ।…
୩ୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ପିଅନକୁ ଉଠାଇନେଲା ପୋଲିସ…
ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ଡଙ୍ଗାସିଲ ଗାଁରେ ୩ୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣା । ଅଭିଯୁକ୍ତ ସ୍କୁଲ ପିଅନକୁ ଉଠାଇ ନେଇଛି ପୋଲିସ । ଘଟଣାଟି ପ୍ରଘଟ ହେବା ପରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ଏତେ ଭୟାନକ ହୋଇଛି ଯେ ପୋଲିସ…
ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଜିଏସଟି ବିଭାଗର ଚଢାଉ…
କାମାକ୍ଷାନଗର: କାମାକ୍ଷାନଗର ସହରର ଏକ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଜିଏସଟି ବିଭାଗର ଚଢାଉ। କଟକ ଡିଭିଜନର ଏକ ୭ଜଣିଆ ଟିମ କାମାକ୍ଷାନଗର ସ୍ଥିତ ଓଝା ଟ୍ରେଡର୍ସ ନାମକ ଏକ ସିମେଣ୍ଟ, ରଡ ଦୋକାନ ଉପରେ ଚଢାଉ କରିଛି। ଜିଏସଟି ଫାଙ୍କି ଥିବାର ହେଡ ଅଫିସକୁ ଏକ ଅଭିଯୋଗ ହୋଇଥିଲା।…
ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ପିଇଲା ବିଷ…
ବାଲେଶ୍ଵର:ବାଲେଶ୍ଵରରେ ଅଭାବନୀୟ ଘଟଣା। ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାକୁ ନେଇ ଚାଞ୍ଚଲ୍ୟ ଦେଖିବାକୁ ମିଳିଛି । ଚାନ୍ଦିପୁର ଥାନା ଅଧୀନ ଗୋଲ୍ଡେନ ପ୍ଲାଜା ହୋଟେଲରେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । …