Browsing Category

ଅପରାଧ

ଗାଁକୁ ଫେରିଲା ହାଇଦ୍ରାବାଦରେ ଆତ୍ମହତ୍ୟା କରିଥିବା ଶ୍ରମିକଙ୍କ ମୃତଦେହ

ଫୁଲବାଣୀ: ଫିରିଙ୍ଗିଆ ବ୍ଲକ ଅଧିନରେ ଥିବା ରତଙ୍ଗ ପଞ୍ଚାୟତ ପୋଡାପଡା ଗାଁର ମୃତ ଭୋଲେଶ୍ୱର ମୁଖୀଙ୍କ ମୃତଦେହ ନିଜ ଗାଁ ପୋଡାପଡାରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଛି। ତେବେ ଗତ ତିନିବର୍ଷ ହେଲା ମୃତ ଶ୍ରମିକ ପିଣ୍ଟୁ ମୁଖୀ ନିଜ ପରିବାର ସହ ହାଇଦ୍ରାବାଦର…

ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

ବୌଦ୍ଧ: ଜଙ୍ଗଲରୁ ମୃତଦେହ ଉଦ୍ଧାର । ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ । ବୌଦ୍ଧ ଜିଲ୍ଲା ମନମୁଣ୍ଡା କୁମରକାନୀ ଖଲିଆମୁଣ୍ଡା ନାଳ ନିକଟ ଜଙ୍ଗଲରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର। ତାଙ୍କୁ ହତ୍ୟା କରି କେହି ଜଙ୍ଗଲରେ ଫିଙ୍ଗି ଦେଇଛି। ଗ୍ରାମବାସୀ ମୃତଦେହ ଦେଖିବା ପରେ…

କାଉଡ଼ିଆଙ୍କୁ ଧକ୍କା ଦେଲା ବାଇକ, ୭ ବୋଲବୋମ ଭକ୍ତ ଆହତ

ବ୍ରହ୍ମପୁର: ବାଇକ ଧକ୍କାରେ ୭ ଜଣ ବୋଲ ବୋମ ଭକ୍ତ ଆହତ । ଗଞ୍ଜାମ ଜିଲ୍ଲା ନୂଆପଡା ପୋଲିସ ଫାଣ୍ଡି ପାଖ ଚାନ୍ଦପୁର ନିକଟରେ ବାଇକ ଧକ୍କାରେ ୭ ଜଣ ବୋଲବୋମ ଭକ୍ତ ଆହତ ହୋଇଛନ୍ତି । କାଉଡ଼ିଆମାନେ ମୌଳାଭଞ୍ଜଣା ନଦୀରୁ ପାଣି ଉଠାଇ ଚୌଧୁରୀ ଟିକରପଡା ଶିବ ମନ୍ଦିରକୁ ଯାଉଥିବା ବେଳେ…

ବଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର:  କଣ୍ଠଶିଳ୍ପୀ ସୌରୀନ୍ ଭଟ୍ଟଙ୍କ ବଢିଲା ଅଡୁଆ । ସୌରିନଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଅନ୍ତରୀଣ ସୁରକ୍ଷା ଅବଧି ଶେଷହେବା ପରେ ସେ ହାଇକୋର୍ଟରେ ପୁଣି ଜାମିନ୍ ଆବେଦନ କରିଥିଲେ । ହେଲେ ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ପୋଲିସ କୋର୍ଟରେ ଦାଖଲ…

ଗହଣା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରି ଲୁଟିନେଲେ ଦୁର୍ବୃତ୍ତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଙ୍ଗଳବାର ଜଣେ ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ମୂଲ୍ୟବାନ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଲିଗୁଡ଼ାର ନେହରୁ ଛକ ନିକଟରେ ସୁନା ଗହଣା ଭର୍ତ୍ତି ବ୍ୟାଗ୍ ନେଇ ବ୍ୟବସାୟୀ ଜଣକ…

ପ୍ରେସମିଟ୍ ପୂର୍ବରୁ ହାତ ଗୋଡ ବାନ୍ଧି ପ୍ରଫୁଲ୍ଲ ସାମନ୍ତରାଙ୍କୁ ଉଠାଇଲା ପୋଲିସ…

ରାୟଗଡ଼ା: ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ କରାଯାଇଥିବା ବେଳେ ରାୟଗଡ଼ାରୁ ଏକ ବଲେରୋ ଯୋଗେ ତାଙ୍କୁ ବ୍ରହ୍ମପୁର ବାସଭବନରେ ନେଇ ଛାଡିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।। ମଙ୍ଗଳବାର ସ୍ଥାନୀୟ ହୋଟେଲ୍ ସ୍ବାଗତ ନିକଟରୁ ତାଙ୍କୁ ୩ ରୁ ୪ ଜଣ ହାତ ବାନ୍ଧି ମୁହଁରେ…

ବେଆଇନ୍ ଭାବରେ ନାବାଳିକାଙ୍କ ଗର୍ଭ ନଷ୍ଟ କରିଥିବା ଅଭିଯୋଗ, ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ସୁନ୍ଦରଗଡ଼ : ଆୟୁଷ ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ । ବେଆଇନ୍ ଭାବରେ ନାବାଳିକାଙ୍କ ଗର୍ଭ ନଷ୍ଟ କରିଥିବା ଅଭିଯୋଗ । ଥାନାରେ ପୀଡିତାଙ୍କ ମାଆ ଲିଖିତ ଅଭିଯୋଗ କରିବା ପରେ ତନାଘନା ତଦନ୍ତ ଚାଲିଛି । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ବଡ଼ଗାଁମାଲ ଗାଁରେ ଏହି ଘଟଣା ଘଟିଛି ।…

ମଣିପୁରରେ ପୁଣି ହିଂସା: ଗୁଳିରେ ୨ ମୃତ, ୭ ଆହତ

ଇମ୍ଫାଲ୍‌: ମଙ୍ଗଳବାର ଦିନ ମଣିପୁରର ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ନରଣସୈନାରେ ଭୀଷଣ ଗୁଳିକାଣ୍ଡ ଯୋଗୁଁ ଜଣେ ୩୦ ବର୍ଷିୟ ‘ଗ୍ରାମ ପ୍ରତିରକ୍ଷା ସ୍ବେଚ୍ଛାସେବୀ’ଙ୍କ ସମେତ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୭ଜଣ ଆହତ ହୋଇଥିବା ଆସାମ ପୁଲିସ କହିଛି। ଗଣମାଧ୍ୟମ ରିପୋର୍ଟରେ ମଧ୍ୟ…

ତିନି ଜଣ ଠକଙ୍କୁ ବିହାରରୁ ଗିରଫ କଲା କୋରାପୁଟ ପୋଲିସ

କୋରାପୁଟ: ଅନଲାଇନ୍ ଠକେଇ କରି ନିରୀହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ କୋରାପୁଟର ଏକ ପୁଲିସ ଟିମ୍ ବିହାରରୁ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବିହାରର ନାବଡା ଜିଲ୍ଲା ଚକବାଇ ଗ୍ରାମର ଭୋଳା ପ୍ରସାଦ(୪୬), ଗୌରବ କୁମାର(୨୩) ଓ ବିକାଶ କୁମାର(୨୩)। …

ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦ ର ବନ୍ୟା..! : ପୁଣି ଏକ ମଦ ମୃତ୍ୟୁ କୁ ଅପେକ୍ଷା..!

ମଦ ଭାଟିରେ ପ୍ରସ୍ତୁତ ପୋଚ ର ମାନ୍ୟତା ପରୀକ୍ଷା କରିବାକୁ ଅବକାରୀ ବିଭାଗ ପଛ ଗୁଞ୍ଚା କାହିଁକି...???ବ୍ରହ୍ମପୁର:୨୯-୮ ଗଞ୍ଜାମ ଜିଲ୍ଲାର କେତେକ ସରକାରୀ ଦେଶୀ ମହୁଲ ମଦ ଭାଟି ରେ ଅପମିଶ୍ରଣ ମଦ ପ୍ରସ୍ତୁତ କରି ଅବାଧରେ ଚାଲାଣ ହେଉ ଥିବା ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଗଞ୍ଜାମ…