Browsing Category

ଅପରାଧ

ଛାତ ଉପରୁ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଜଳେଶ୍ୱର: ଘରର ଛାତ ଉପରୁ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜୟନଗର ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା। ତେବେ ଏହି ହତ୍ଯା ନା ଆତ୍ମହତ୍ଯା କାରଣ ଅସ୍ପଷ୍ଟ ରହିଛି। ମୃତକ ହେଲେ ସ୍ତ୍ରୀ ମିଲି ପରିଡ଼ା। ଏହି ଘଟଣାକୁ ନେଇ…

୮ ଦିନ ପରେ ମାଟି ତଳୁ ମହିଳାଙ୍କ ଶବ ଜବତ

ମୋହନା : ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇଜୁକା ଗ୍ରାମରେ ପୋଡି ହୋଇ ମହିଳାଙ୍କ ମୃତ୍ୟୁ ଘଟଣାର ନୂଆ ମୋଡ଼ ନେଇଛି । ୮ ଦିନ ପରେ ଶ୍ମଶାନରୁ ମାଟି ଖୋଳି ଶବ ଜବତ କଲା ପୋଲିସ । ଝିଅକୁ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକେ ହତ୍ୟା କରି ପୋତି ଦେଇଥିବା ନେଇ ଝିଅର ବାପା ଥାନାରେ…

ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

ତୁଚ୍ଛ ହେଲା ରକ୍ତ ସମ୍ପର୍କ। ସାନ ଭାଇକୁ ଜଣେ ବ୍ୟକ୍ତି କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ସୋଗରପଷୀ ଦେହୁରୀ ସାହିରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଅଭୟ ଦେହୁରୀ। ପୁଲିସ ପ୍ରଶାନ୍ତ ଦେହୁରୀଙ୍କୁ ଗିରଫ କରି ପଚରାଉଚରା କରୁଛି। …

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

ଚାନ୍ଦବାଲି : ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଭାଟପଡା ପଂଚାୟତ ଭଉଁରୀ ଗାଁରେ ଯୌତୁକକୁ ନେଇ ବଧୂହତ୍ୟା ଅଭିଯୋଗ ହୋଇଛି । ମୃତ ଯୁବତୀଙ୍କ ନା ରୁକ୍ମଣୀ ନାୟକ ବୋଲି ଜଣାପଡିଛି। ଅଭିଯୋଗ ମୁତାବକ ମାଧପୁର ପଂଚାୟତ ବଡସିଂହପୁର ଗ୍ରାମର ନାରାୟଣ…

୨.୫ ଲକ୍ଷ ଟଙ୍କା ଲୋଭରେ ପୁଅକୁ ବିକିଦେଲା ବାପା

ଟିଟିଲାଗଡ଼ : ଟିଟିଲାଗଡ଼ରେ ପୁଣି ଚାଞ୍ଚଲ୍ୟ। ୫ଦିନର ଶିଶୁ ପୁତ୍ରକୁ ବିକିଲା ବାପା । ୨.୫ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବାପା ହେଲେ ଟିଟିଲାଗଡ ଝାଙ୍କରପଡାର ସନ୍ତୋଷ ପଟେଲ। ସୂଚନା ଅନୁସାରେ ସନ୍ତୋଷ ଓ ପୁଷ୍ପା ପଟେଲଙ୍କର ପୂର୍ବରୁ ୩ଟି ସନ୍ତାନ…

ଟମାଟୋ କିଣା ବିକାକୁ ନେଇ ତୁମୁଳକାଣ୍ତ ; ଛୁରାମାଡରେ ଜଣେ ଆହତ, ଜଣେ ଗୁରୁତର

ଆନନ୍ଦପୁର: ଏପଟେ ଟମାଟୋ ଦର ଗ୍ରାହକଙ୍କୁ କନ୍ଦାଉଥିବା ବେଳେ ସେପଟେ ଟମାଟୋ ପାଇଁ ମହାଭାରତ । ଟମାଟୋ କିଣାକୁ ନେଇ ପରିବା ଦୋକାନୀଙ୍କ ଛୁରା ମାଡରେ ଜଣେ ଆହତ, ଅନ୍ୟ ଜଣେ ଗୁରତର । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାଲିପାଳ ସାପ୍ତାହିକ ବଜାର ହାଟରେ । ସୂଚନା…

୧୧୫ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଭ୍ରାମ୍ୟମାଣ ଅବକାରୀ ଟିମ୍‌ ପକ୍ଷରୁ ଚଢ଼ଉ କରାଯାଇ ଶୁକ୍ରବାର ସକାଳୁ ଖୋର୍ଦ୍ଧା ପୌରାଂଚଳର ଠେଙ୍ଗାହାଟ ଛକ ନିକଟରୁ ଜଣେ ମହିଳାଙ୍କ ଠାରୁ ୧୧୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଗିରଫ ହୋଇଥିବା ମହିଳା ଜଣକ ଠେଙ୍ଗାହାଟ ନିକଟବର୍ତୀ ସ୍ବପ୍ନେଶ୍ବର ସାହିର ଦମୟନ୍ତୀ…

ପୁଣି ବିଜେବି କଲେଜରେ ଅଶାନ୍ତି: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) ସ୍ବୟଂଶାସିତ ମହାବିଦ୍ୟାଳୟରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଶୁକ୍ରବାର ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଛାତ୍ରଙ୍କୁ ଆକ୍ରମଣ ହୋଇଛି।…

ଦଶମନ୍ତପୁର ଥାନା ଅଧିକାରୀଙ୍କୁ ନିଲମ୍ବନ କଲେ ପୁଲିସ ଡିଜି

ଭୁବନେଶ୍ୱର: ଏକ ମାମଲାର ରଫାଦଫା କରିବାକୁ ୮ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଦଶମନ୍ତପୁର ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତିଙ୍କୁ ଆଜି ପୁଲିସ ଡିଜି ନିଲମ୍ବନ କରିଛନ୍ତି | ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ଆଜି ପୁଲିସ ଡିଜି ଏହି କାର୍ଯ୍ୟାନୁଷ୍ଠାନ…

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ, ମୋବାଇଲ୍ ଫୋନ୍ ସମେତ ମହିଳାଙ୍କ ରକ୍ତଭିଜା ପୋଷାକ…

ହିଞ୍ଜିଳିକାଟୁ, ତା ୩/୮(): ହିଞ୍ଜିଳି ଥାନା ମହୁଲପଲ୍ଲୀ ଶଶ୍ମାନରୁ ରବିବାର ହିଞ୍ଜିଳି ପୁଲିସ ଜଣେ ମହିଳାଙ୍କ ଅର୍ଦ୍ଦଉଲଗ୍ନ ମୃତଦେହ ଉଦ୍ଧାର କରିଥିଲା । ମୃତକା ଜଣଙ୍କ ପାଟପୁର ଥାନା ଜୟନଗରର ବର୍ଷା ପୁରୋହିତ । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୫୫୧/୨୩ ରେ ଏକ ମାମଲା ରୁଜୁ କରି…