Browsing Category

ଅପରାଧ

ଆୟଠୁ ଅଧିକ ୩୧୩ ପ୍ରତିଶତ ସମ୍ପତ୍ତି, ଗିରଫ ହେଲେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ସହକାରୀ ଯନ୍ତ୍ରୀଙ୍କ ଠାରୁ ଆୟଠୁ ୩୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ପରେ ଭିଜିଲାନ୍ସ ଗିରଫ କରିଛି । ଠାବ ସମ୍ପତ୍ତି ମଧ୍ୟରେ ଗୋଟିଏ ରାଜକୀୟ ୩ ମହଲା କୋଠା ସହ ୨ଟି ପ୍ଲଟ୍, ୧.୫୪ କୋଟିର ଜମା,…

ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ : ନାବାଳିକା ଭିନ୍ନକ୍ଷମ ସମ୍ପର୍କିୟ ଭଉଣିକୁ ଦୁଷ୍କର୍ମ କରି ଗିରଫ ହେଲା ସମ୍ପର୍କିୟ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ସମାନାକୁ ଆସିଛି । ଜଣେ ୧୬ ବର୍ଷର ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ନାବାଳିକା ର ନିଜ ଦାଦାପୁଅ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ଫିରିଙ୍ଗିଆ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ସେହି ଟେଲାପାଲି…

ଚୋର ଧରିଲା ସୂଚନା ଅଧିକାର ଆଇନ…

ଫୁଲବାଣୀ : ସୂଚନା ଅଧିକାର ଆଇନ ବଳରେ ଧରା ପଡ଼ିଲା ଚୋର । ଏହି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଵାରିକୁମ୍ପା ଗ୍ରାମରେ ଥିବା ବାରିକୁମ୍ପା ସ୍ବାସ୍ଥ୍ୟ ଶିବିରରେ । ଏଠାରେ ଡକ୍ଟର ପୀୟୂଷ ମୋହନ ସାମଲ ଦୀର୍ଘ ବର୍ଷ ଧରି ନ ରହି ଦରମା ବାଦେ ଅତିରିକ୍ତ ୪୦ ହଜାର…

ନବ ଦାସ ହତ୍ୟା ମାମଲା, ଅଭିଯୁକ୍ତ ଗୋପାଳ ଅପରାଧ ସ୍ୱୀକାର କରିବାକୁ ରାଜି

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ବହିଷ୍କୃତ ପୁଲିସ ଅଧିକାରୀ ଗୋପାଳ ଦାସ ଅପରାଧ ସ୍ବୀକାର କରିବାକୁ ରାଜି ଅଛି ବୋଲି କହିଛନ୍ତି। ବୁଧବାର ଝାରସୁଗୁଡ଼ା ଜିଲ୍ଲା ଜଜ୍ କୋର୍ଟରେ ଆଜି ତାଙ୍କୁ ହାଜର କରାଯିବା ପରେ ଅପରାଧ ସ୍ବୀକାର କରିବାକୁ ରାଜି ଅଛନ୍ତି…

ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡ଼ି ବସିଲା ଭିଜିଲାନ୍ସ

ବ୍ରହ୍ମପୁର// ବୌଦ୍ଧ : ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ । ଲାଞ୍ଚ ନେବେବେଳେ ରେଡ ହାଣ୍ଡରେ ପୋଲିସକୁ ଧରିଛି ଭିଜିଲାନ୍ସ  ।  ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସଆଇ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଏଏସଆଇ ନବୀନ କୁମାର ଶତପଥୀ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ  ତାଙ୍କୁ…

ଭିଜିଲାନ୍ସ ଜାଲରେ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ। କଳାହାଣ୍ଡି ଆୟକର ବିଭାଗ ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀଙ୍କ ଘରେ ଚଢ଼ାଉ। ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କୃଷ୍ଣ…

ବିଦ୍ୟୁତ୍ ବିଭାଗୀୟ ଭିଜିଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା : ଯୁବକ ଗିରଫ, ଲୁଟ୍ ମୋବାଇଲ ଜବତ…

ହିଞ୍ଜିଳିକାଟୁ, ୨୬ା୭() : ମଙ୍ଗଳବାର ବିଦ୍ୟୁତ ବିତରଣକାରୀ ସଂସ୍ଥା ଟିପିଏସଓଡିଏଏଲ ଭିଜିଲାନ୍ସ ଟିମ୍ ପକ୍ଷରୁ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ସଂପୃକ୍ତ ଗ୍ରାମର ରାମକୃଷ୍ଣ ସାହୁ ଚଢାଉ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ । ପରେ ଗ୍ରାମର କିଛି ଲୋକେ…

ବ୍ରହ୍ମପୁର ପୋଲିସ ପଞ୍ଝାରେ ତିନି ଆନ୍ତଃରାଜ୍ଯ ଲୁଟେରା…

ବ୍ରହ୍ମପୁର : ପୋଲିସ ପଞ୍ଝାରେ ତିନି ଜଣ ଆନ୍ତଃରାଜ୍ଯ ଲୁଟେରା। ଗତ କିଛି ମାସ ଧରି ବିଭିନ୍ନ ରାଜ୍ୟରେ ପୋଲିସ ର ନିଦ ହଜାଇ ଦେଇଥିବା ଲୁଟେରା ଗେଙ୍ଗ ର ତିନି ଜଣ ଲୁଟେରା କୁ କାବୁ କରିବା ରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ। ଗିରଫ ତିନି ଜଣ ଅଭିଯୁକ୍ତ ହେଲେ ବିହାର କତାର ଅଞ୍ଚଳ ର ସନ୍ତୋଷ…

ପାରିବାରିକ କଳହ : ପରିବାରର ୪ଜଣଙ୍କୁ ହାଣିଲା ଉନ୍ମତ ପୁଅ; ଏମକେସିଜି ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର : ପାରିବାରିକ କଳହକୁ ନେଇ ନେଇ ବାପା, ମାଆ, ଭଉଣୀ ଓ ଭାଇ ବୋହୂକୁ ହାଣିଲା ପୁଅ । ପୋଲସରା, କବିସୂର୍ଯ୍ୟନଗର ଗୁଡ଼ିଆଳି ଗାଁରେ ଅଘଟଣ । ରାତିରେ ଶୋଥିବାବେଳେ ପରିବାରର ୪ଜଣଙ୍କୁ ଭୂଜାଲି ଧରି ହାଣିଲା ପୁଅ । ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି…

ଟିଟୋକୁ ଗିରଫ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ଟିଟୋକୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଧେଶ । ପୂର୍ବରୁ ପାଇଥିବା ଜାମିନ ରଦ୍ଦ କରି ଗିରଫ ନିର୍ଦ୍ଦେଶ ଦେଲେ କୋର୍ଟ । ଜାମିଦ ସର୍ତ୍ତ ଖିଲାପ କରିବାରୁ ଗିରଫ କରିବାକୁ ନିର୍ଦ୍ଧେଶ ଦେଲେ । ୨ଟି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିବା ଟିଟୋ ।…