Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଭୂଗୋଳ ଶିକ୍ଷକ
ଭୁବନେଶ୍ୱର: ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଭୂଗୋଳ ଶିକ୍ଷକ । ଭରତପୁର ଥାନାରେ ଛାତ୍ରୀଙ୍କ ପରିବାରର ଲିଖିତ ଅଭିଯୋଗ ପରେ ଶିକ୍ଷକ ଗିରଫ । ଭୂଗୋଳ ଶିକ୍ଷକ କାଳୁଚରଣ ବଡଜେନାଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ । ଆଜି ଭୂଗୋଳ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଥିଲା । ସ୍କୁଲ!-->…
ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ, ଗୁହାଳରୁ ବାଛୁରୀ ଟାଣି ନେଇଗଲା ବାଘ
ନୂଆପଡା: ବନ୍ୟଜନ୍ତୁ ଆତଙ୍କ ଏକ ସାଧାରଣ ବ୍ୟାପାର ହୋଇ ଗଲାଣି। କେବେ ବାଘ ତ କେବେ ଭାଲୁ ନୂଆପଡ଼ା ଜିଲ୍ଲାରେ ଆତଙ୍କ ଖେଳାଇଛି। ଗତ କିଛି ଧରି ବାଘ ଆତଙ୍କ ଖେଳାଇ ଥିବା ବେଳେ ନୀରବତା ରହିଥିଲା। ଗତ ଗୋଟିଏ ସପ୍ତାହ ହେବ ଭାଲୁ ଦୁଇ ଜଣ ବନ କର୍ମଚାରୀଙ୍କ ସମେତ ଅନ୍ୟ ଦୁଇଜଣ ସାଧାରଣ!-->…
ଅଖା ବସ୍ତା ଭିତରୁ ନବଜାତ ଶିଶୁ କନ୍ୟା ଉଦ୍ଧାର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର: ଅଖା ବସ୍ତା ଭିତରେ ନବଜାତ ଶିଶୁ କନ୍ୟା ଠାବ । ନନ୍ଦନକାନନ ଥାନା ସମ୍ମୁଖ ବ୍ରିଜ ତଳୁ ମିଳିଲା ଶିଶୁ କନ୍ୟା । ନାହି ନାଡ଼ ଲାଗିଥିବା ଜନ୍ମିତ ଶିଶୁ କନ୍ୟାକୁ ଅଖାରେ ପୁରେଇ କେହି ଫିଙ୍ଗି ଦେଇଥିବା ନେଇ ମିଳିଛି ସୂଚନା ।
ତେବେ ସ୍ଥାନୀୟ ରଘୁନାଥପୁର ଅଞ୍ଚଳର ବାସିନ୍ଦା!-->!-->!-->…
ନୀଳଗିରି ରୋଡ୍ ଷ୍ଟେସନରେ ମେମୁ ଟ୍ରେନ୍ ଅଟକିବା ଘଟଣା, ୨ କର୍ମଚାରୀ ସସପେଣ୍ଡ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍ ଷ୍ଟେସନରେ ପଏଣ୍ଟ ସେଟ୍ ରିଭର୍ସ ଯୋଗୁ ମେମୁ ଟ୍ରେନ୍ ଅଟକିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୨ କର୍ମଚାରୀ ସସପେଣ୍ଡ । ନୀଳଗିରି ରୋଡ୍ ଷ୍ଟେସନ ମାଷ୍ଟର ଓ ପଏଣ୍ଟସମ୍ୟାନଙ୍କୁ ନିଲମ୍ବନ କରାଯାଇଛି ।
ଗତକାଲି ନିଶ୍ଚିତ ଦୁର୍ଘଟଣାରୁ!-->!-->!-->…
୫ ହଜାରରୁ ଅଧିକ ଗଞ୍ଜେଇ ସିଗାରେଟ୍ ଓ ୨୪ କିଲୋ ଗଞ୍ଜେଇ ଜବତ
ଭୁବନେଶ୍ୱର : ପୁଳା ପୁଳା ଗଞ୍ଜେଇ ସିଗାରେଟ ଜବତ । ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଆପୋଲୋ ହସ୍ପିଟାଲ ନିକଟ ବିଶେଶ୍ୱର ବସ୍ତିରେ ଚଢ଼ାଉ କରାଯାଇଛି । ଚଢଉରେ ୫ ହଜାର ସିଗାରେଟ, ୨୪ କିଲୋ ଗଞ୍ଜେଇ ଜବତ ହୋଇଛି ।
ଗତ କିଛି ଦିନ ଧରି ଏହି ଅଞ୍ଚଳରେ ଗଞ୍ଜେଇ କାରବାର ନେଇ ଅଭିଯୋଗ ହୋଇ!-->!-->!-->…
ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟ ଝଟକା
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ଝଟକା । ଓକିଲ ଜରିଆରେ ହାଜର ଆବେଦନକୁ ଖାରଜ କଲେ ହାଇକୋର୍ଟ । ଆବେଦନ ଖାରଜ ସହ ସିବିଆଇ କୋର୍ଟରେ ହାଜର ହେବାକୁ ନିଷ୍ପତ୍ତି ।
ସିବିଆଇ କୋର୍ଟ ସମନ ସତ୍ତ୍ୱେ ହାଜର ହେଉନଥିାଲ ଶ୍ରଦ୍ଧାଞ୍ଜଳି । ଏନେଇ!-->!-->!-->…
ଭିଜିଲାନ୍ସ ପଞ୍ଝାରେ ଚାନ୍ଦିପୁର ଥାନାର IIC ଓ ASI, ମଦବେପାରୀ ଠାରୁ ନେଉଥିଲେ ୫୦ ହଜାର ଲାଞ୍ଚ
ବାଲେଶ୍ବର: ପୁଣି ଭିଜିଲାନ୍ସ ଜାଲରେ ପୋଲିସ ବାବୁ। ବାଲେଶ୍ବର ଚାନ୍ଦିପୁର ଥାନାର ଆଇଆଇସି ଓ ଏଏସଆଇ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି। ଜଣେ ମଦ ବ୍ୟବସାୟୀ ଠାରୁ ମାସିକିଆ ବଟି ଆକରରେ ୫୦ ହଜାର ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଆଇଆଇସି ଗଣେଶ୍ବର ପ୍ରଧାନ ଓ!-->…
ପୋଷ୍ଟ ମାଷ୍ଟର ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ପ୍ରେମିକ ଗିରଫ
ସୁନ୍ଦରଗଡ଼: ମହିଳା ପୋଷ୍ଟ ମାଷ୍ଟରଙ୍କୁ ହତ୍ୟା ଘଟଣାରେ ବୁଧବାର ପୋଲିସ ପ୍ରେମିକକୁ ଗିରଫ କରିଛି । ସୋମବାର ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ପୋଷ୍ଟ ମାଷ୍ଟରଙ୍କ ମୃତଦେହ ମିଳିଥିବା ବେଳେ ଅନେକ କ୍ଷତ ଚିହ୍ନ ଥିଲା ।
ପୋଲିସ ଅଭିଯୁକ୍ତ ପ୍ରେମିକ ନୟନ!-->!-->!-->…
ରାଜଧାନୀର ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଫୁଟ୍ ପାଟ୍ରୋଲିଂ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢାଉ। ନାଇଟ୍ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ଲକ୍ଷ୍ନୀସାଗର ଏବଂ ମୈତ୍ରୀ ବିହାରରେ ଅଞ୍ଚଳରେ ଚାଲିଥିଲା ଫୁଟ୍ ପାଟ୍ରୋଲିଂ। ରାଜଧାନୀର ବିଭିନ୍ନ ଛକରେ ଚେକିଂ ଓ ବ୍ଲକିଂ!-->…
ଆକାଉଣ୍ଟ ଅଫିସରଙ୍କ ସଂପତ୍ତି ୮ କୋଟି
ଭୁବନେଶ୍ୱର: ରିଆମାଳ ବ୍ଲକର ପୂର୍ବତନ ଆକାଉଣ୍ଟଓ ଅଫିସରଙ୍କ କୁବେର ସଂପତ୍ତି । ପୂର୍ବତନ ଆକାଉଣ୍ଟଓ ଅଫିସର ରାଜେନ୍ଦ୍ର ଦାସଙ୍କ ୮ କୋଟିର ସଂପତ୍ତି । ମୋଟ ୮ କୋଟି ୪ ଲକ୍ଷର ସଂପତ୍ତି ଠାବ କଲା ଭିଜିଲାନ୍ତ୍ର ଟିମ । ରାଜେନ୍ଦ୍ରଙ୍କ ୮ଟି କୋଠା, ୩ଟି ପ୍ଲଟ, ୧.୭କୋଟିର ବ୍ୟାଙ୍କ ଜମା ଠାବ!-->…