Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
୬ ହଜାର ୩୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ଅମିନ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସରକାରୀ କର୍ମଚାରୀ। ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ଟିମ । ଏହି ଲାଞ୍ଚୁଆ ବାବୁ ହେଉଛନ୍ତି ବାଲେଶ୍ୱର-ମୟୂରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ । ନାଁ ତାଙ୍କର ମାନସ ରଞ୍ଜନ ଦାସ। ମାନସ ରଞ୍ଜନ ଜଣେ ବ୍ୟକ୍ତିଙ୍କଠାରୁ ସୋମବାର ୬ ହଜାର!-->…
ଚୁଲି ଜାଳୁଥିବା ବେଳେ ସାନିଟାଇଜର ବିସ୍ପୋରଣ, ୨ ନାବାଳିକା ଗୁରୁତର
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଅଘଟଣ। ଚୁଲି ଜଳୁଥିବା ବେଳେ ସାନିଟାଇଜର ସହିତ ଅଗ୍ନି ସଂଯୋଗ ହେବରୁ ବିସ୍ପୋରଣ ଘଟିଛି।ଫଳରେ ଚୁଲି ପାଖରେ ଥିବା ଦୁଇ ନାବାଳିକା ଗୁରୁତର ଆହତ ହୋଇଛନ୍ତି।
ଆହତ ଦୁଇ ଜଣ ହେଲେ ଗୋବିନ୍ଦପୁରର ଗିରିଧାରୀ!-->!-->!-->…
ସମ୍ପତ୍ତି ପାଇଁ ନିଜ ମାଆକୁ ମାରି ଲହୁଲୁହାଣ କଲା ବଡପୁଅ
ଗଜପତି : ମୋ ପୁଅ କବଳରୁ ମତେ ମୁକ୍ତି ଦିଅନ୍ତୁ । ଏମିତିଆ ପୁଅ ଭଗବାନ୍ କାହାକୁ ନ ଦିଅନ୍ତୁ । ନିଜ ବଡପୁଅ ପାଇଁ ଜଣେ ମାଆ ଏଭଳି କହିଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଜଣେ ପୁଅ ସମ୍ପତ୍ତି ପାଇଁ ନିଜ ମାଆକୁ ମାରି ଲହୁଲୁହାଣ କରିଛି। ଏପରି ଘଟଣା ବର୍ତ୍ତମାନ!-->…
ମଞ୍ଚେଶ୍ବରରେ ମେଡିସିନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧକ ଟଙ୍କାର ଔଷଧ
ଭୁବନେଶ୍ୱର: ରାତି ଅଧରେ ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଔଷଧ ଗୋଦାମରେ ଲାଗିଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଚାହୁଁ ଚାହୁଁ ଜଳିଗଲା ଗୋଦାମ ଘର । ଗତକାଲି ରାତି ପ୍ରାୟ ୧୧ଟା ବେଳେ ହଠାତ୍ ମେଡିସିନ୍ ଗୋଦାମରେ!-->…
ଥାନା ଭିତରେ କନେଷ୍ଟବଳଙ୍କ ଉନ୍ମତ୍ତକାଣ୍ଡ
ଭଦ୍ରକ: ଥାନା ପରିସରରେ କନେଷ୍ଟବଳଙ୍କ ଉନ୍ମତ୍ତକାଣ୍ଡ । ଡ୍ୟୁଟି ସମୟରେ ଥାନା ଭିତରେ ମଦ ନିଶାରେ ଗାଳିଗୁଲଜ କରିବା ସହ ଅନ୍ୟ ପୋଲିସଙ୍କ ଉପରକୁ ହାତ ଉଠାଇଲେ ମଦ୍ୟପ କନେଷ୍ଟବଳ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନାର କାର୍ଯ୍ୟରତ କନେଷ୍ଟବଳ ବିଶ୍ୱରଞ୍ଜନ ଦଳେଇ ଅତ୍ୟଧିକ ମଦ ନିଶାରେ ଥିଲେ ।
!-->!-->…
କାର ସହ ୫୮ କିଲୋ ଗଞ୍ଜେଇ ଜବତ : ଜଣେ ଗିରଫ…
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସଦର ଅବକାରୀ ବିଭାଗ ରାଣୀପଥର ଚେକ ଗେଟ ଠାରେ ଚଢ଼ାଉ କରି ଏକ କାରରୁ ୫୮ କିଲୋ ଗଞ୍ଜେଇ ଜବତ କରିଛି।ଏ ସଂକ୍ରାନ୍ତରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।କୌଣସି ସୂତ୍ରରୁ ଖବର ପାଇ ସଦର ଅବକାରୀ!-->…
ଧରାପଡ଼ିଲେ ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗ
ଭୁବନେଶ୍ୱର : କମିଶନରେଟ ପୁଲିସ ଏକ ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗକୁ ଧରିଛି। ସେମାନଙ୍କ ଠାରୁ ୪୫ ଗ୍ରାମ ସୁନା, ୧୦ଟି ସୁନା ଚେନ୍, ୪୦ ହଜାର ଟଙ୍କା, ଦୁଇଟି ବାଇକ୍, ୮ଟି ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
ଗିରଫ ଡକାୟତମାନେ ହେଉଛନ୍ତି- ବିଶ୍ୱଜିତ ଦାସ!-->!-->!-->…
ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ
ନିଃସର୍ତ୍ତ ଅଫିସ : ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ । ଭୁବନେଶ୍ୱର CBI ଅଫିସରେ ହାଜର ପାଇଁ ସମନ କରାଯାଇଥିବା ସୂଚନା ମିଳିଛି । କରମଣ୍ଡଳ ଟ୍ରେନ ଦୁର୍ଘଟଣା ପୂର୍ବରୁ ସିଗ୍ନାଲ ଅବ୍ୟବସ୍ଥା ନେଇ ଷ୍ଟେସନ ମାଷ୍ଟର ଏସବି ମହାନ୍ତି ଅବଗତ ଥିଲେ । କିନ୍ତୁ ସେ ଏ ବାବଦରେ!-->…
ଲକର ଭାଙ୍ଗିଲା ବେଳେ ବାଜିଲା ସାଇରନ୍, ଦୌଡ଼ି ପଳାଇଲେ ଲୁଟେରା
ଗଞ୍ଜାମ : ବ୍ୟାଙ୍କ ଗେଟ୍ ଭାଙ୍ଗିଲେ, ଭିତରେ ପଶିଲେ। ହେଲେ ଲକର ଭାଙ୍ଗିଲା ବେଳକୁ ବାଜି ଉଠିଲା ସାଇରନ୍। ସବୁ ଛାଡ଼ିଛୁଡ଼ି ଦୌଡ଼ି ପଳାଇଲେ ଲୁଟେରା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ଼ ଗାଁ ଛକ ନିକଟ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି ଉଦ୍ୟମ ବିଫଳ ହୋଇଛି!-->…
ବନ୍ଧୁକ, ଗୁଳି ସହ ୧୧ ଲକ୍ଷ ଟଙ୍କା ଜବତ, ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
ସମ୍ବଲପୁର :ସମ୍ବଲପୁରର ୪ଟି ଥାନା ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ବନ୍ଧୁକ ରଖିବା ତଥା ଚାଲାଣ କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୮ଟି ବନ୍ଧୁକ, ୨୨ଟି ଗୁଳି, ୬ଟି ମୋବାଇଲ ଫୋନ୍, ୩ଟି ଗାଡ଼ି (ଗୋଟିଏ ପିକ୍ଅପ୍ ଭ୍ୟାନ, ଗୋଟିଏ ବୁଲେଟ!-->…