Browsing Category

ଅପରାଧ

ସାଂସଦଙ୍କ ଟାର୍ଗେଟରେ ୫ଟି ସଚିବ

ଭୁବନେଶ୍ୱର: ପୁଣି 5T ସଚିବଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡଙ୍ଗୀ । ସଚିବଙ୍କ ନାଁ ନ ନେଇ ପୁଣି ଟାର୍ଗେଟ କଲେ ସାସଂଦ । ଭୁବନେଶ୍ୱରରେ ସାମ୍ବାଦିକମାନଙ୍କ ଉତ୍ତର ଦେଇ କହିଛନ୍ତି, ଯଦି ହୁଳହୁଳି, ଚନ୍ଦନ ଏବଂ ଜିନ୍ଦାବାଦ ଦରକାର ତେବେ ଚାକିରି ଛାଡି ମୈଦାନକୁ ଆସିବା ପାଇଁ 5T…

ଅପରେଶନ White Spider: ୧୧୦୦ ଗ୍ରାମର ବ୍ରାଉନସୁଗାର ଜବତ କଲା ଏସଟିଏଫ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଖୋର୍ଦ୍ଧା ଜିଲ୍ଲା ସିମର-ବାଙ୍କି ରୋଡ଼ ଓସ୍ତପୁର ଗାଁ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଓ ଖୋର୍ଦ୍ଧା ପୋଲିସର ମିଳିତ ଟିମ । ଏହାସହ ଜଣେ ବେପାରୀକୁ ଗିରଫ କରାଯାଇଛି । ଖବର…

ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ କମିଶନରେଟ ପୋଲିସର ଚଢ଼ାଉ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ହୋଟେଲରେ କମିଶନରେଟ ପୋଲିସର ଚଢ଼ାଉ । ଏଣିକି ସନ୍ଦିଗ୍ଧଙ୍କ ପ୍ରବେଶ ବା ରହଣୀ ସମ୍ପର୍କରେ ତୁରନ୍ତ ଖବର ପାଇବ କମିଶନରେଟ ପୋଲିସ । ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ଚଢ଼ାଉ । ହୋଟେଲ ଗୁଡ଼ିକ ସରାଇ ଆପର ଅନୁଶରଣ କରୁଛି କି ନାହିଁ ତାର ଚେକିଂ…

ଓଟିପି ସେୟାରିଂ ମାମଲା : ଭୁବନେଶ୍ୱରରେ NIA ଓ ATS ଟିମ

ଭୁବନେଶ୍ୱର : ଖାଲିବ ଓଟିପି ସେୟାରିଂ ସ୍କାମର ଗୁମର । ତଥ୍ୟ ଉଗାରିବ ମୁଖ୍ୟ ଅଭିଯୁକ୍ତ ଅଭିଜିତ୍‌ ସଞ୍ଜୟ ଜମ୍ବୁରୀ । ତାକୁ ଆଜି ଜେରା କରିବ ମୁମ୍ବାଇ ATS ଓ ଏନଆଇଏ ଟିମ୍‌ । ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ମୁମ୍ବାଇର ଆଣ୍ଟି ଟେରରିଷ୍ଟ ସ୍କ୍ଵାଡ ଏବଂ ଏନଆଇଏ । ଆଜି STF…

ବିଟ୍‌ କଏନ୍‌ ଲୋଭରେ ଫସିଲେ ୨ ଯୁବକ; ହରାଇଲେ ୪୩ ଲକ୍ଷ ଟଙ୍କା

କଟକ : ବିଟ୍‌ କଏନ୍‌ କିଣିବା ଲୋଭରେ ଫସିଲେ କଟକର ଦୁଇ ଆଇଟି ପ୍ରଫେସନାଲ୍‌ ଯୁବକ । ଆକାଉଣ୍ଟରୁ ଗାଏବ ହୋଇଗଲା ୪୩ ଲକ୍ଷ ଟଙ୍କା । ଏନେଇ କଟକ କମିସନରେଟ୍‌ ପୋଲିସର ସାଇବର୍‌ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଠକେଇ ଶିକାର ଯୁବକ…

ସରିଲା ରେଡ଼୍, ଆୟକର ଫାଙ୍କିବା ଅଭିଯୋଗ ମିଛ ବୋଲି କହିଲେ ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ

ଭୁବନେଶ୍ୱର: ଚାରି ଦିନର ଛାନଭିନ ପରେ ଶେଷ ହୋଇଛି ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ରେଡ । ତିନି ଦିନର ରେଡ ପରେ ଡିଏନ ଗ୍ରୁପ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଥିଲା ଆୟକର ବିଭାଗ । ଡିଏନ ଗ୍ରୁପ ମାଲିକ ଜଗଦୀଶ ନାୟକ ଓ ତାଙ୍କ ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କୁ ମୁହାଁମୁହିଁ ଜେରା…

ବସ୍ତା ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା, ୮ ଗୁରୁତର

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା, ୮ ଜଣ ଗୁରୁତର । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ-ବାଲିଆପାଳ ମୁଖ୍ୟ ରାସ୍ତାର ପେଜଗଳା ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା । ବାଲିଆପାଳ ଅଞ୍ଚଳର ୨ଜଣ ଲୋକ ରୋଗୀ ନେଇ କଟକରୁ କାର୍‌ରେ ଫେରୁଥିଲେ।…

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ

ବୌଦ୍ଧ: ଘରୋଇ କଳହର କରୁଣ ପରିଣତି । କୋଡିରେ ପିଟିପିଟି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ବୌଦ୍ଧ ଥାନା ତେଲିବନ୍ଧ ଚନ୍ଦ୍ରପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ କନକ ପ୍ରଧାନ ।ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଫେରାର ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ବୌଦ୍ଧ…

ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍‌

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଜୋରଦାର ତଦନ୍ତ କରୁଛି ସିବିଆଇ । ଆଜି ସିବିଆଇ ଟିମ୍‌ ଚନ୍ଦକା ଥାନାରେ ପହଞ୍ଚିଛି । ସୂଚନା ଅନୁସାରେ ସିବିଆଇ ପକ୍ଷରୁ ୫ ଜଣିଆ ଟିମ୍‌ ଚନ୍ଦକା ଥାନାରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ପଚରାଉଚରା କରିବ । ଏହା ବ୍ୟତୀତ ଜଣେ ରେଳ କର୍ମଚାରୀଙ୍କୁ…

ବାପାଙ୍କ ହତ୍ୟାର ୧୩ ବର୍ଷ ପରେ ପ୍ରତିଶୋଧ ନେଇ ୨ ଯୁବକ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଗଡ଼ମା ଗାଁର ମହେଶ୍ୱର ମାଝୀଙ୍କ ହତ୍ୟା ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ଗଡ଼ମା ଗାଁର କାଡ଼ମ୍ବାସା ପାଟମାଝୀ ଓ ସୁରେନ୍ଦ୍ର ପାଟମାଝୀ। ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଠାରୁ ମିଳିଥିବା…