Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଧୀନ ୫୫ନମ୍ବର ଜାତୀୟ ରାଜପଥ କଞ୍ଜରାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କର ଜୀବନ ଯାଇଥିବା ଖବର ମିଳିଛି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାଯାଇଛି।
!-->!-->!-->…
ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣା: କେନ୍ଦ୍ରାପଡ଼ାରୁ ଅଭିଯୁକ୍ତ ଯୁବକ ଗିରଫ
ଭୁବନେଶ୍ବର/କେନ୍ଦ୍ରାପଡ଼ା: ଗତ ୨୦ ତାରିଖ ଦିନ ଭୁବନେଶ୍ବରରେ ଜଣେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ରମେଶ ବାରିକ ଆଜି କେନ୍ଦ୍ରାପଡ଼ାରୁ ଗିରଫ ହୋଇଛି। ପୁଲିସ ଅଭିଯୁକ୍ତ ରମେଶକୁ ଗିରଫ କରିବା ପରେ ଅଧିକ ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ୨୦ ତାରିଖ ଅର୍ଥାତ୍!-->!-->!-->…
ହୋଟେଲ ରୁମ୍ରୁ ମିଳିଲା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ
ଦେବଗଡ଼ : ଦେବଗଡ଼ ସହରରେ ଥିବା ଏକ ହୋଟେଲ ରୁମରୁ ମିଳିଲା ଏସବିଆଇ ସିଏସି ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ। ତାଙ୍କ ନାଁ ସୁବାସ ଅଗ୍ରୱାଲ। ତାଙ୍କ ଘର ସମ୍ବଲପୁରର ଅଇଁଠାପାଲିରେ।
ଗତ ୪ ଦିନ ହେଲା ସୁବାସ ଅଗ୍ରୱାଲ ଦେବଗଡ଼ ଏସ୍ବିଆଇରେ ସିଏସି ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ସେହି ଦିନ!-->!-->!-->…
ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ, ନଗଦ ୩ କୋଟି ଟଙ୍କା ଜବତ
ନବରଙ୍ଗପୁର :ଭିଜିଲାନ୍ସ ଜାଲରେ କୋଟିପତି ବାବୁ। ଜବତ ହୋଇଛି କୋଟି କୋଟି ଟଙ୍କା, ସୁନା, ରୁପା ଅଳଙ୍କାର ଓ ସୁନା ବିସ୍କୁଟ । ଏହି କୋଟିପତି ବାବୁ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ । ଏତେ ପରିମାଣର ଟଙ୍କା ଓ ସମ୍ପତ୍ତି ଦେଖି ଭିଜିଲାନ୍ସ ହୋଇଛି ଟେରା ।!-->…
ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା ଗିରଫ
ଭଦ୍ରକ :ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲାର ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ଆୟ ଠାରୁ ୧୪୫% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଭୁବନେଶ୍ୱରରେ ଜୟନ୍ତୀ ବେହେରାଙ୍କର!-->!-->!-->…
ଅଫିସ୍ରେ ରିସେପନିଷ୍ଟଙ୍କୁ ଛୁରୀ ଭୁଶି ଦେଲେ ସିକ୍ୟୁରିଟି ଗାର୍ଡ
ଭୁବନେଶ୍ୱର: ଅଫିସ୍ରେ ଯୁକ୍ତିତର୍କ ଭିତରେ ରିସେପନିଷ୍ଟଙ୍କୁ ଛୁରୀ ଭୁଶି ଦେଲେ ସିକ୍ୟୁରିଟି ଗାର୍ଡ। ଏପରି ହୃଦୟବିଦାରକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍ ପୁଲିସ୍ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
!-->!-->!-->…
ସଂଘବଦ୍ଧ ଆକ୍ରମଣ ଓ ଧମକ: ୯ ଗିରଫ ଥାନାରେ ୪ମାମଲା…
ହିଂଜିଳିକାଟୁ,: ହିଂଜିଳିକାଟୁ ପୌରାଂଚଳ ନିକଟ ସୋମପୁର ଗ୍ରାମରେ ବୁଧବାର ରାତିରେ ସୋମପୁର ଗ୍ରାମରେ ଜମିବାଡ଼ି ଓ ପୂର୍ବ ଶତୃତାକୁ ନେଇ ଗଣ୍ଡଗୋଳ ଘଟିଛି । ଗୋଟିଏ ପକ୍ଷ ସଂଘବଦ୍ଧ ଭାବେ ବଳପୁର୍ବକ ବିପକ୍ଷ ବ୍ୟକ୍ତିଙ୍କ କବାଟ ଭାଙ୍ଗି ଘରେ ପଶି ମାରଣାସ୍ତ୍ର ଓ ବନ୍ଧୁକ ମୁନରେ ଧମକ ଓ ମାରଣାତ୍ମକ!-->…
ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ
ନୟାଗଡ: ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ । ପ୍ରମାଣ ନଷ୍ଟ ପାଇଁ ତରବରିଆ ଭାବେ କରିଦେଲେ ଅନ୍ତିମ ସତ୍କାର। ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପରିବାର । ନୟାଗଡ ଜିଲ୍ଲା ଇଟାମାଟି ଗାଁରେ ଏଭଳି ଆସିଛି ଅଭିଯୋଗ । ଅଭିଯୋଗ ଅନୁଯାୟୀ, ୨୦୧୫ ମସିହାରେ ଗାଁର ରକି ପ୍ରଧାନ ସେହି ଗାଁର ଫିନା!-->…
ମା’ ସହ ଝଗଡା ପରେ ବିଷ ପିଇ ଜୀବନ ହାରିଲା ଝିଅ
ଭଦ୍ରକ : ପାରିବାରିକ କଳହର କରୁଣ ପରିସ୍ଥିତି। ମା ଝିଅଙ୍କ ମଧ୍ୟରେ ଝଗଡା ପରେ ବିଷ ପିଇ ଆତ୍ମହତ୍ୟା କଲା ଝିଅ। ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ନଦୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ଗତକାଲି ନଦୀଗାଁର ସହଦେଵ ଦାସଙ୍କ ସ୍ତ୍ରୀ ଓ ଝିଅ ମଧ୍ୟରେ ପାରିବାରିକ ଘଟଣାକୁ ନେଇ ଝଗଡା!-->!-->!-->…
କଣ୍ଠଶିଳ୍ପୀ ସୌରିନ ଭଟ୍ଟ ମାମଲା: କୋଲକାତାରୁ ଖାଲି ହାତରେ ଫେରିଲା କମିସନରେଟ୍ ପୁଲିସ
କଟକ: ଜଣାଶୁଣା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ କୋଲକାତାସ୍ଥିତ ଘରୁ ଖାଲି ହାତରେ ଫେରିଛି କମିସନରେଟ୍ ପୁଲିସ। ଗତ ବୁଧବାର ରାତିରେ ପୁଲିସ ଚଢ଼ଉ କରିଥିଲା। କିନ୍ତୁ ଘରେ ନ ଥିଲେ ସୌରିନ। ତାଙ୍କ ପରିବାର ଲୋକେ କହିଛନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଏବେ ଦିଲ୍ଲୀରେ। ଏଣେ ସେମାନେ ପୀଡ଼ିତା!-->…