Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସରକାରୀ ଦେଶି ମହୁଲ ମଦ ଭାଟିର ପ୍ରସ୍ତୁତି ମଦ ମହୁଲ ରେ ନା ୟୁରିଆ ପ୍ରସ୍ତୁତ ହେଉଛି… !
ସରକାରୀ ଯାଞ୍ଚ ଅବହେଳାରୁ ପୁଣି ଏକ ମଦ ମୃତ୍ୟୁର ଆଶଙ୍କାକୁ ଏଡାଇ ଦିଆ ନଯାଇପାରେ...!!!
ଭିଜିଲାନ୍ସ ଜାଲରେ ପୂର୍ବତନ DSWO, ୧୧ଟି ସ୍ଥାନରେ ରେଡ୍
ଭଦ୍ରକ :ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭଦ୍ରକର ପୂର୍ବତନ ଡିଏସ୍ଡବ୍ଲୁଓ ଜୟନ୍ତୀ ବେହେରାଙ୍କ ଘରେ ଭିଜିଲାନ୍ସ ଚଢଉ କରୁଛି । ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱରର ୧୧ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଭୁବନେଶ୍ୱର ଗୌତମ ନଗର ଓ ଓଲଡ ଟାଉନ ଅଂଚଳରେ ଥିବା ଫ୍ଲାଟ, ମହିଳା ଓ ଶିଶୁ!-->…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ
ସମ୍ବଲପୁର :ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ମହିଳା କନିଷ୍ଠ ଯନ୍ତ୍ରୀ। ତାଙ୍କ ନାଁ ପ୍ରଣତି ସାହୁ। ସେ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକରେ ନିଯୁକ୍ତ ହୋଇଛନ୍ତି।
ବିଲ୍ ପାସ୍ କରାଇ ଦେବା ପାଇଁ କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ ଜଣେ ଠିକାଦାରଙ୍କୁ ୧୦ ହଜାର ଟଙ୍କା!-->!-->!-->…
ସୌରିନ ଭଟ୍ଟଙ୍କୁ ଖୋଜିବାକୁ କୋଲକାତା ଗଲା କଟକ କମିଶନରେଟ ପୋଲିସ ଟିମ୍
କଟକ: ଯୁବତୀଙ୍କୁ ଶୋଷଣ ଅଭିଯୋଗରେ ବଢ଼ିଲା ଜଣାଶୁଣା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ । ତାଙ୍କୁ ଖୋଜିବାକୁ କୋଲକାତା ଗଲା କଟକ କମିଶନରେଟ ପୋଲିସ ଟିମ୍ । ପୋଲିସର ଏକ ୫ ଜଣିଆ ଟିମ୍ କୋଲକାତା ଯାଇଛି । ଜଣେ ମହିଳା ଥାନା ଅଧିକାରୀଙ୍କ ନେତୃତ୍ୱରେ ଅଧିକ ଖୋଳତାଡ କରିବ ପୋଲିସ ।!-->…
ଅପହୃତ ନାବାଳିକା ଉଦ୍ଧାର, ନିର୍ଧୂମ ଛେଚା ଖାଇଲେ ଅପହରଣକାରୀ
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଟପଳସା ଗାଁରୁ ଗତକାଲି ଅପହୃତ ହୋଇଥିବା ନାବାଳିକାକୁ ଆଜି ରାଇରଙ୍ଗପୁରରୁ ଉଦ୍ଧାର କରିଛି ପୁଲିସ। ଏହି ଘଟଣାରେ ସଂପୃକ୍ତ ବଣସାହିର ଅଫଜଲ୍ ଅନସାରୀ ଓ ଟପଳସା ଗାଁର ମମତା ମହାକୁଡ଼ଙ୍କୁ ପୁଲିସ ଅଟକ ରଖିଛି।
ଅଭିଯୋଗ!-->!-->!-->…
ବିଜେଡି ନେତାଙ୍କୁ କାର୍ ମଡ଼ାଇ ହତ୍ୟା
ବ୍ରହ୍ମପୁର: ବିଜେଡି ନେତାଙ୍କୁ କାର୍ ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପୂର୍ବତନ ସରପଞ୍ଚ ତଥା ଯୁବ ବିଜେଡି ନେତା ଲଳିତ ମୋହନ ମହାପାତ୍ର।
ଗତକାଲି ମୋହନ!-->!-->!-->…
ମହିଳାଙ୍କୁ ବୀଭତ୍ସ ହତ୍ୟା
କଟକ: ଜଗତପୁର ଶିଳ୍ପାଞ୍ଚଳରେ ଥିବା ତ୍ରିନାଥ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ କବିତା ବେହେରା ଓ ତାଙ୍କ ବୟସ ୪୩ ବର୍ଷ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଖବର ପାଇ ଘଟଣାସ୍ଥଳରେ ଜଗତପୁର ପୁଲିସ!-->!-->!-->…
ବାହାନଗା ଟ୍ରେନ୍ ଦୁର୍ଘଟଣା: ରେଲୱେ ସୋର ସେକ୍ସନ ସିଗ୍ନାଲ ଜେଇଙ୍କ ଘର ସିଲ୍
ବାଲେଶ୍ବର/ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ରେଲୱେ ସୋର ସେକ୍ସନ ସିଗ୍ନାଲ ଜେଇ ଅମିର ଖାନ୍ଙ୍କ ଭଡ଼ା ଘର ସିଲ୍ କରାଯାଇଛି। ସୋରଠାରେ ଜେଇଙ୍କ ଏହି ଭଡ଼ା ଘର ରହିଛି। ଜିଆରପି ପୁଲିସ ଉପସ୍ଥିତିରେ ଘରକୁ ସିବିଆଇ ପକ୍ଷରୁ ସିଲ୍ କରାଯାଇଛି। ଦୁର୍ଘଟଣା ପରେ କିଛି!-->…
ସୌରୀନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ମାମଲା, କୋଲକାତା ଯିବ ପୁଲିସ
କଟକ: ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ମାମଲାରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାର ସୂଚନା ମିଳିଛି। ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ଲାଗି ଆସନ୍ତାକାଲି କୋଲକାତା ଯିବ କଟକ କମିଶନରେଟ ପୁଲିସର ଏକ ଚାରିଜଣିଆ ଟିମ। ଏଥିରେ ମହିଳା ଥାନା!-->…
ଦୁଇ ଝିଅକୁ ଛାଡି ପ୍ରେମିକ ସହ ମା’ ଫେରାର
ଭୁବନେଶ୍ୱର: କଅଁଳା ନିଷ୍ପାପ ଶିଶୁ ଦୁଇଟା ସବୁବେଳେ ମାଆ ମାଆ କହି ଖୋଜୁଛନ୍ତି । କେମିତି ମାଆ ଇଏ କେଜାଣି ଗୋଟିଏ କ୍ଷୀର ପିଉ ଥିବା ଶିଶୁ ଆଉ ଗୋଟିଏ ତାଠାରୁ ଟିକିଏ ବଡ଼। ଦୁଇଟି ନିରୀହ ଛୋଟ ଛୋଟ ଝିଅଙ୍କୁ ଛାଡି କେମିତି ସେ ମାଆ ମନ ମାନୁଛି । କିଭଳି ଏମାନଙ୍କୁ ଛାଡ଼ି ପ୍ରେମିକ ସହିତ!-->…