Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ..!
ଯାଜପୁର : ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର । ଯାଜପୁର୍ ରୋଡ ଟମକା ଥାନା ଅନ୍ତର୍ଗତ ରଥପଦା ଛକ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି।
ହତ୍ୟା ସନ୍ଦେହରେ ଟମକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଟମ୍କା!-->!-->!-->…
ଖଣି ମାଫିଆ ସୁଶାନ୍ତ ବରାଡ଼ ଗିରଫ…
ନୟାଗଡ଼ : ଗିରଫ ହେଲା ଡ଼ନ ଖଣି ମାଫିଆ। ନୟାଗଡ଼ ରଣପୁର ମୟୁରଝାଲିଆ ବେଆଇନ ଖଣି ଖନନ ମାମଲାରେ NGTର ଛାଡ ପରେ ବନ୍ଧା ହେଲେ ଖଣି ମାଫିଆ ସୁଶାନ୍ତ ବରାଡ଼ । ରଣପୁର ତହସିଲ କୃଷ୍ଣପୁର ଗ୍ରାମର ଶୁଶାନ୍ତ ବରାଡ଼ଙ୍କ ନାଁରେ କ୍ରିମିନାଲ ମାମଲା ଚାନ୍ଦପୁରପୁର ଥାନାରେ ତହସିଲଦାର!-->…
ବାପାକୁ କୁରାଢ଼ିରେ ହାଣି ମାରିଦେଲା ପୁଅ…
ପିପିଲି: ପୁରୀ ଜ଼ିଲ୍ଲା ପିପିଲି ଥାନା ସାନକଣ୍ଟି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୁଅର କୁରାଢ଼ି ଚୋଟରେ ଚାଲିଗଲା ବାପାର ଜୀବନ। ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତାଙ୍କର ବୟସ ୬୦ ବର୍ଷ ହେବ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପୁଅ ଜିତୁ!-->!-->!-->…
ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ମାରିଦେଲା ସ୍ୱାମୀ
ବଲାଙ୍ଗିର: ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ମାରିଦେଲା ସ୍ୱାମୀ। ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘୁମେର ଗାଁ ରେ ମହୁଲ ଫଳ ଗୋଟାଇବାକୁ ଯିବା ବେଳେ ଘଟିଛି ଅଘଟଣ । ପାରିବାରିକ କଳହ ହେତୁ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ମାରିଦେଇଛି!-->…
ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି…
ଭୁବନେଶ୍ୱର :ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ପ୍ରିଭେନସନ୍ ଅଫ୍ ମନିଲଣ୍ଡରିଂ ଆଇନ୍ ବଳରେ ଇଡି ସମ୍ପତ୍ତି ଆଟାଚ୍ କରିଛି। ଆୟବହିର୍ଭୂତ ସଂପତ୍ତି ଓ ଚାକିରି କରାଇ ଦେବା ନାଁରେ ଅର୍ଥ କାରବାର ମାମଲାର ତଦନ୍ତ!-->…
କଟକ ବକ୍ସଡ୍ରେନ୍ରେ ନାବାଳିକା ମୃତ୍ୟୁ: ସିଏମ୍ସିର ୨ ସହକାରୀ ଯନ୍ତ୍ରୀ ସସ୍ପେଣ୍ଡ
ଭୁବନେଶ୍ବର/କଟକ: କଟକ ମହାନଗର ନିଗମ ଅଧିନ କେଶରପୁର ଗହ୍ମାଡିଆ ନିକଟରେ ନିର୍ମାଣାଧୀନ ବକ୍ସ ଡ୍ରେନ କାମରେ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ବ୍ୟବହାର ହେଉଥିବା ପାଇପ ତଳେ ଚାପି ହୋଇ ମଙ୍ଗଳବାର ଅପରାହ୍ଣରେ ନାବାଳିକା ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଗୃହ ଓ!-->…
କୁଖ୍ୟାତ ଅପରାଧୀ ଚକ୍ରଧର ସାହୁକୁ ତଡ଼ିପାର କଲା କମିସନରେଟ୍ ପୁଲିସ୍
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର କୁଖ୍ୟାତ ଅପରାଧୀ ଚକ୍ରଧର ସାହୁକୁ କମିସନରେଟ୍ ପୁଲିସ ତଡ଼ିପାର କରିଛି। ଚନ୍ଦ୍ରଶେଖରପୁର ଥାନା ଭୋଇସାହିର ଅପରାଧୀ ଚକ୍ରଧରକୁ କମିସନରେଟ୍ ପୁଲିସ ପକ୍ଷରୁ ୬ ମାସ ପାଇଁ ତଡ଼ିପାର ନୋଟିସ୍ କରାଯାଇଛି। ଏଥି ସହିତ ପୁଲିସ ପକ୍ଷରୁ ଓଡ଼ିଶା ଅର୍ବାନ ପୁଲିସ!-->…
ପୁଅ ଦେଲେ ସାକ୍ଷୀ, ହତ୍ୟାକାରୀ ମଦୁଆ ବାପାକୁ ହେଲା ଜେଲ୍
ନବରଙ୍ଗପୁର :କୋର୍ଟରେ ସାକ୍ଷୀ ଦେଲେ ପୁଅ। ଆଉ ବିଚାରପତିଙ୍କ ଆଗରେ ମଦୁଆ ବାପାର ବୀଭତ୍ସ ଓ କୁତ୍ସିତ ଚରିତ୍ର ବର୍ଣ୍ଣନା କରିଥିଲେ। ସେ ଦିନ ନିଜ ଆଖିରେ ଯାହା ଦେଖିଥିଲେ, ଟିକିନିଖି କଥା ଅବଗତ କରାଇଥିଲେ। ଆଉ ତା’ପରେ ରାୟ ଶୁଣାଇଲେ ବିଚାରପତି। ମାତୃହନ୍ତା ବାପାକୁ ଦେଲେ ଜେଲ୍ ଓ ଜରିମାନା।!-->…
୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବରିଷ୍ଠ ସହାୟକ
ନୂଆପଡା: ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ । ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ସଞ୍ଜୟ ବାଗଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ।
ଗତ ୨୦୨୨ ରେ ଭିଆରଏସ ନେଇଥିବା ଫରେଷ୍ଟ ଗାର୍ଡ!-->!-->!-->…
ପଥର ଖାଦାନରେ ଦୁର୍ଘଟଣା: ମାଟି ଅତଡା ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ
ଯାଜପୁର : ବେଆଇନ କଳାପଥର ଖାଦାନରୁ ଖସି ପଡି ୨ଜଣ ଶ୍ରମିକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଲୁଣିବର କଳାପଥର ଖାଦାନରେ। ଆଜି ସକାଳେ ଖାଦାନରେ ମେସିନ ସାହାଯ୍ୟରେ କାମ କରୁଥିବା ବେଳେ ଅତଡା ଖସି ଜଣେ ଶ୍ରମିକଙ୍କ ଘଟଣା ସ୍ଥଳରେ!-->…