Browsing Category

ଅପରାଧ

ରାଜଧାନୀରୁ ୧ କେଜି ୧୦୭ ଗ୍ରାମ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରୁ ଏସଟିଏଫ୍ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଜଣେ ଡ୍ରଗ୍ ମାଫିଆକୁ ବି ଧରିବାରେ ସଫଳ ହୋଇଛି ଏସଟିଏଫ୍।ସୂଚନା ଅନୁଯାୟୀ, ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରେ ବ୍ରାଉନସୁଗାର ଡିଲ୍ ଚାଲିଥିବା

ରାଉରକେଲା ତହସିଲ ଅଧିକାରୀଙ୍କ ଅବହେଳା, ମିଳିଲାନି ୩୦୦ ଉତ୍ତରାଧିକାରୀ ପ୍ରମାଣପତ୍ର…!

ବାଲିମାଫିଆ ଓ ଖଣି ମାଫିଆ ତହସିଲଦାରଙ୍କ ଗେଲ୍ହା ପୁଅ...!! ରାଉରକେଲା: ଦୁର୍ନୀତି ରେ ଉବୁଟୁବୁ ରାଉରକେଲା ତହସିଲ ମୌଳିକ କାର୍ଯ୍ୟ ରୁ ବହୁତ ଦୂରରେ ମୌଳିକ ଅଧିକାର ଖଣ୍ଡେ ପାଇଁ ପାରୁନାହାନ୍ତି ଅଞ୍ଚଳ ବାସିନ୍ଦା l ରାଉରକେଲା ତହସିଲରେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଆବେଦନକାରୀଙ୍କୁ

୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଲେ ପ୍ରାଣୀ ଚିକିତ୍ସାଳୟର କିରାଣି

ସୁବର୍ଣ୍ଣପୁର : ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ଥିତ ପ୍ରାଣୀ ଚିକିତ୍ସାଳୟର କିରାଣି ଗୋଲକ ବିହାରୀ ପୋଢ଼। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।

ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣା, ମାଷ୍ଟରମାଇଣ୍ଡର ଦୁଇ ସହଯୋଗୀ ଅଟକ…

ଭୁବନେଶ୍ୱର :ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣା, ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ଦୁଇ ସହଯୋଗୀ ଅଟକ। ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଉଠାଇଲା STF। ଖୁବଶୀଘ୍ର ଫରେନ୍ସିକ ଲ୍ୟାବକୁ ଯିବ ଅଭିଯୁକ୍ତଙ୍କ ମୋବାଇଲ। NIA ଓ IB କୁ ସମସ୍ତ ତଥ୍ୟ ଦେଲା

ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ, ଡ୍ରାଇଭର ଫେରାର

କରଞ୍ଜିଆ:ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ଗୋ-ଚାଲାଣ ବୃଦ୍ଧି ପାଉଛି । ଏହାକୁ ରୋକିବାକୁ ପୋଲିସ ମଧ୍ୟ ଉଦ୍ୟମ କରୁଛି । ଆଜି କରଞ୍ଜିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ଚଢେଇଭୋଳ ନିକଟରେ ପିକଆପ୍ ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ବେଳେ ପୋଲିସ ପିଛା କରିଥିଲା । ଗାଡି ଜବତ

ବଲାଙ୍ଗିର ରାଜ ପରିବାରର ମାମଲା: ଡେରାଡୁନ୍ ଥାନାରେ ୫ ଜଣଙ୍କ ନାଁରେ ମାମଲା ରୁଜ୍ଜୁ

ବଲାଙ୍ଗୀର : ଥାନାରେ ବଲାଙ୍ଗିର ରାଜ ପରିବାରର ଘରୋଇ କଳି । ପାରିବାରିକ ହିଂସା ମାମଲା ନେଇ ଡେରାଡୁନ୍‌ ଥାନାରେ ମାମଲା ରୁଜୁ ହୋଇଛି । ରାଜ ପରିବାର ବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ କରିଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ଡେରାଡୁନ୍‌ ପୋଲିସ । ଅଦ୍ରିଜାଙ୍କ ସ୍ୱାମୀ ଅର୍କେଶ ନାରାୟଣ

ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରି

ଭୁବନେଶ୍ବର: ବହଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଜାମିନ୍ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ହୋଇଛି। ଶ୍ରଦ୍ଧାଞ୍ଜଳି ବେହେରା ସିବିଆଇ କୋର୍ଟରେ ପିଟସନ ଦାଖଲ କରିଥିଲେ ବି ଶାରୀରିକ ଭାବେ ଅସୁସ୍ଥତା ଦେଖାଇ ହାଜର ହେଉ

ପୋଲିସ ଚା ପିଇବାବେଳେ ଅଭିଯୁକ୍ତ ଚମ୍ପଟ

ସମ୍ବଲପୁର: ଚା ପିଇବାବେଳେ ଅଭିଯୁକ୍ତ ଚମ୍ପଟ । ନାକଟିଦେଉଳ ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଗୋଧିଢିପ ଛକ ନିକଟରେ ପୋଲିସ୍‌ ଚା ପିଉଥିବା ବେଳେ ଚକମା ଦେଇ ଅଭିଯୁକ୍ତ ଫେରାର ହୋଇଯାଇଛି । ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ ନାକାବନ୍ଦୀ କରି

ବନ୍ଦ ଘରୁ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ଘଟଣା, ମୁଖ୍ୟ ଅଭିଯୁକ୍ତ ସାନ ଭାଇ ଗିରଫ

ବଲାଙ୍ଗୀର: ବଲାଙ୍ଗୀରର ସାଲେପାଲିପଡ଼ାରେ ବୀଭତ୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାନ ଭାଇ ଗିରଫ ହୋଇଛି। ମୁଖ୍ୟ ଅଭିଯୁକ୍ତ ସାନ ଭାଇ ପାରିବାରିକ କଳହରୁ ବଡ଼ ଭାଇକୁ ହାଣି ୮ ଖଣ୍ଡ କରିଥିଲା। ଦୁଇଦିନ ତଳେ ପଲିଥିନରେ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଅଭିଯୁକ୍ତକୁ

ଘରକୁ ଆସିଥିବା ପୁଲିସ କନେଷ୍ଟବଳଙ୍କ ଆତ୍ମହତ୍ୟା

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ରାତିରେ ଗାଁର ପ୍ରେମାନନ୍ଦ ନାଏକ ତାଙ୍କ ଘର ପାଖରେ ଥିବା ସଜୁନା ଗଛରେ ବେକରେ ଚୁନି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ପ୍ରେମାନନ୍ଦ ପେୁଲିସ୍ କନେଷ୍ଟବଳ (ଏ.ଏସ୍.ଏ.ପି) ଭାବରେ