Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସାବିତ୍ରୀ ଫଳ ବଜାରରେ ଚଢ଼ାଉ, କାରବାଇଡ୍ ମିଶା ଫଳ ଜବତ
ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ ଓଷା । ରାଜଧାନୀର ବିଭିନ୍ନ ଫଳ ମାର୍କେଟରେ ଲୋକଙ୍କ ନାହିଁ ନଥିବା ଭିଡ଼ ରହିଛି । ସାବିତ୍ରୀ ବ୍ରତ ପାଇଁ ଫଳ ଦର ଉଚ୍ଚା ରହିଥିବା ବେଳେ ଲୋକେ ପ୍ରବଳ ଖରାରେ ତଟକା ଫଳ ଖୋଜୁଛନ୍ତି । ଆଉ ଯାହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ ।
ଆଜି!-->!-->!-->…
ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସେକ୍ସନ ଅଫିସର
ଭୁବନେଶ୍ୱର : ଦଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱର ସ୍ଥିତ ଖାଦ୍ୟ ସୁରକ୍ଷା କମିଶନରଙ୍କ ଅଫିସର ସେକ୍ସନ ଅଫିସର ଗିରିଜା ଶଙ୍କର ଦାସ।
ଜଣେ ଔଷଧ ଦୋକାନୀଙ୍କ ଠାରୁ ସେ ଏହି ଲାଞ୍ଚ ନେଉଥିଲେ। ଉକ୍ତ ଔଷଧ ଦୋକାନୀଙ୍କ ଦୋକାନର ଫାର୍ମାସିଷ୍ଟଙ୍କ!-->!-->!-->…
ନିଶା ଔଷଧ ଦେଇ ମହିଳାଙ୍କଠୁ ୨୫ ହଜାର ଟଙ୍କା ଲୁଟିନେଲା ଅଟୋ ଡ୍ରାଇଭର
କାମାକ୍ଷାନଗର : ନିଶା ଦେଇ ମହିଳାଙ୍କଠୁ ଲୁଟ୍। ଜୋର ଜବରଦସ୍ତ ନିଶା ଔଷଧ ଦେଇ ମହିଳାଙ୍କଠୁ ଲୁଟିନେଲେ ୨୫ ହଜାର ଟଙ୍କା । କାମାକ୍ଷାନଗର ମାଳାପୁରା ଦେହୁରୀସାହିର କୈଳାଶ ଦେହୁରୀଙ୍କ ପତ୍ନୀ ମିନିକା ଦେହୁରୀ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି ।!-->…
ସ୍କୁଟିକୁ ଧକ୍କା ଦେଲା ବସ୍: ଜଣେ ମୃତ, ଜଣେ ଗୁରୁତର
ହିଞ୍ଜିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସାରୁ ଛକ ଏଚପି ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା । ଫଳରେ ଏଥିରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣାର ଛାତିଥରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ମୃତ ଯୁବକ ହେଉଛନ୍ତି ହିଞ୍ଜିଳିକାଟୁର ରୋଶନ ବେହେରା ବୋଲି ଜଣାପଡିଛି ।!-->!-->!-->…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ୩ ସରକାରୀ ଅଧିକାରୀ…
ଜୟପୁର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିଡିପିଓ(ଚାଇଲ୍ଡ ଡେଭପମେଣ୍ଟ ପ୍ରୋଜେକ୍ଟ ଅଫିସ୍ର), ସିଡିପିଓଙ୍କ ଅଫିସ୍ର କିରାଣୀ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ। ଗୋଟିଏ ଘଟଣା କୋରାପୁଟରେ ଘଟିଥିବା ବେଳେ ଅନ୍ୟଟି ଗଞ୍ଜାମରେ ଘଟିଛି।
ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି!-->!-->!-->…
ଗଣ୍ଡି ମୁଣ୍ଡ ଅଲଗା କରି ଯୁବକଙ୍କୁ ବୀଭତ୍ସ ହତ୍ୟା
ବଲାଙ୍ଗିର:ବଲାଙ୍ଗିର ସହର ସାଲେପାଲିରେ ନୃଶଂସ ହତ୍ୟା। ଗଣ୍ଡି ମୁଣ୍ଡ ଅଲଗା କରି ଯୁବକଙ୍କୁ ହତ୍ୟା କରିବା ପରେ ବନ୍ଦ ଘରେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ। ବନ୍ଦ ଘରୁ ମୃତକଙ୍କ ଗଳିତ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ ଜଣକ ରିଙ୍କୁ ମେହେର ବୋଲି ଚିହ୍ନଟ ହୋଇଛି। ସାଲେପାଲିର!-->…
ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡିବସିଲା STF, ୨ ଗିରଫ
ସୋନପୁର: ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡିବସିଲା STF। ୧୦କେଜି ଓଜନର ୨ଟି ବଜ୍ରକାପ୍ତା ଉଦ୍ଧାର। ସୋନପୁର ଫରେଷ୍ଟ ଡିଭିଜନ ଭିତରେ ଚାଲିଥିଲା ଡିଲ। ୨ଭାଇ ଡିଲ କରୁଥିବା ନେଇ ଖବର ପାଇଥିଲା STF। ସୋନପୁର ବନ ବିଭାଗ ସହାୟତାରେ ଦୁଇ ଚୋରା ଚାଲାଣକାରୀଙ୍କୁ ଗିରଫ କଲା STF। ୨!-->…
ବୋହୂଙ୍କ ଯୌତୁକ ଦାବି ଅଭିଯୋଗକୁ ଖଣ୍ଡନ କଲେ ଶଶିଭୂଷଣ
ବାଙ୍କୀ : ବୋହୂ ଆଣିଥିବା ଯୌତୁକ ନିର୍ଯାତନା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତୀହୀନ କହିଲେ ବିଧାୟକ ଶଶୀଭୂଷଣ ବେହେରା। ଘଟଣାକୁ ନେଇ ମୁଁ ଦୁଃଖିତ, ମର୍ମାହତ ଏବଂ ଆଶ୍ଚର୍ଯ୍ୟଚକିତ ବୋଲି କହିଛନ୍ତି ଶଶୀଭୂଷଣ। ବିବାହର ୨ ବର୍ଷ ପରେ ଏପରି ଅଭିଯୋଗ ଗ୍ରହଣୀୟ ନୁହେଁ। ଖାଲି ସେତିକି ନୁହେଁ ଯୌତୁକ!-->…
ଏସ ସି ବି ମେଡ଼ିକାଲ କଲେଜରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ ଅଭିଯୋଗ
କଟକ: ଏସ ସି ବି ମେଡ଼ିକାଲ କଲେଜରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଏକ ହଷ୍ଟେଲକୁ ଡାକି ଅନ୍ୟ ଜଣେ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଖବର ଅନୁଯାୟୀ, ସଫେଇ ଦାୟିତ୍ୱରେ ଥିବା ଏକ ଘରୋଇ ଠିକା ସଂସ୍ଥାରେ କାମ କରୁଛନ୍ତି ଅଭିଯୋଗକାରିଣୀ!-->!-->!-->…
ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ: ୨ ମୃତ, ୨ ଗୁରୁତର
ଯୋଡ଼ା : ଚମ୍ପୁଆ ଥାନା ରାମଚନ୍ଦ୍ରପୁର ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ। ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି ।
ଗତ ବିଳମ୍ବିତ ରାତିରେ ଝାଡ଼ଖଣ୍ଡରୁ ଏକ ବିବାହ ଭୋଜିରୁ ଫେରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ କୋଇଡ଼ା ଥାନା!-->!-->!-->…