Browsing Category

ଅପରାଧ

ବେଆଇନ ଗୋମାଂସ ବିକ୍ରି ଅଭିଯୋଗ ରେ ୭ଗିରଫ…

ମାଲକାନଗିରି: ମାଲାକନଗିରି ଥାନା ଅନ୍ତର୍ଗତ ଏମଭି-୭ ନମ୍ବର ଗ୍ରାମର କେନାଲ ବ୍ରିଜ ନିକଟରେ ଗୋ ହତ୍ୟା କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ୟ ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଏମଭି-୭ ଗ୍ରାମର କେନାଲ ବ୍ରିଜ ନିକଟରେ ଗୋଟିଏ ଗାଈକୁ ହତ୍ୟା କରି ମାଂସକୁ ବିକ୍ରି…

୧୦,୦୦୦ ଟଙ୍କା ଲାଞ୍ଚନେଇ ଧରାପଡ଼ିଲେ ଜେଇ, ଜିଆର୍‌ଏସ୍‌

ପୁରୁଷୋତ୍ତମପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜୁନିୟର ଇଞ୍ଜିନିୟର (କନିଷ୍ଠ ଯନ୍ତ୍ରୀ) ଓ ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ୍‌)। ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍‌ ନାରାୟଣ ସ୍ବାଇଁ ଜଣେ…

ପୁଲିସ-ମାଓବାଦୀ ଗୁଳି ବିନିମୟ ବେଳେ ତିନି ମାଓବାଦୀ ନିହତ, ଏକେ-୪୭ ଜବତ: ଡିଜିପି

ଭୁବନେଶ୍ବର: ମାଓ ଅପରେସନ ନେଇ ପୁଲିସ ଡିଜି ସୁନୀଲ କୁମାର ବଂଶଲ୍ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ତାପରଙ୍ଗ ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଏଥିରେ ତିନି ମାଓବାଦୀ ନିହତ ହୋଇଛନ୍ତି। ଏଥିରେ ଟପ୍ ମାଓବାଦୀ ଥିବା ସୂଚନା ରହିଛି। …

ନବୀନ-ନୀତୀଶ ଭେଟ, ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଏହି ସାକ୍ଷାତ ଅବସରରେ କୌଣସି ପ୍ରକାରର ରାଜନୈତିକ ଆଲୋଚନା ହୋଇନାହିଁ ବୋଲି ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି।  ବିହାର ଭବନ ନିର୍ମାଣ ଲାଗି ରାଜ୍ୟ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ମୁଖ୍ୟ କିରାଣି ଓ ଦଲାଲ

ସୋନପୁର: ୨୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ତରଭା ଉପନିବନ୍ଧକ କାର୍ଯ୍ୟାଳୟର ମୁଖ୍ୟ କିରାଣି ଶିବ ପ୍ରସାଦ ଗୁରୁ ଏବଂ ଦଲାଲ ହେମକାନ୍ତ ବିଶି। ଆଜି ଅଭିଯୋଗକାରୀ ପ୍ରଦୀପ ସାହୁଙ୍କଠାରୁ ଉକ୍ତ ଅର୍ଥ ଗ୍ରହଣ କରୁଥିବା ବେଳେ ଉଭୟଙ୍କୁ ମାଡ଼ିବସିଥିଲା ସୋନପୁର ଓ…

ପେଟ୍ରୋଲ ଓ ବୋମା ପକାଇ ହତ୍ୟା ଉଦ୍ୟମ

କେନ୍ଦୁଝର : ପେଟ୍ରୋଲ ଓ ବୋମା ପକାଇ ହତ୍ୟା ଉଦ୍ୟମ । କେନ୍ଦୁଝର ଜିଲ୍ଲା କରମଙ୍ଗି ପଞ୍ଚାୟତ ସିନ୍ଦୁରିଆ ପୁଢେଇଝୋଳ ସାହିରେ ଘଟିଛି ଘଟଣା । ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ୟମ କରାଯାଇଛି। ଗାଁର ସୋମନାଥ ନାୟକଙ୍କ ଘରେ ବୋମା ପକାଇଛନ୍ତି ଦୁର୍ବୃତ୍ତ । ତାଙ୍କ ବେଡରୁମ୍‌ ଝରକା ଦେଇ…

ବ୍ରହ୍ମାକୁମାରୀଙ୍କ ହାତ ଗୋଡ଼ ବାନ୍ଧି ପିଟିଲେ

ବାଙ୍କୀ : ଭୁଲିଗଲେ ମାନବିକତା । ଜଣେ ବ୍ରହ୍ମାକୁମାରୀଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରିଛନ୍ତି ଏକ ପରିବାରର କିଛି ସଦସ୍ୟ । ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ପଞ୍ଚାୟତ ପଥୁରିପଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗ୍ରାମରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟର…

ଘରୋଇ ଛାତ୍ରୀ ନିବାସରେ ଯୁକ୍ତଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର : ବ୍ରହ୍ମପୁର ଗିରିରୋଡ ସ୍ଥିତ ପଦ୍ମାବତୀ ନାମକ ଏକ ଘରୋଇ ଛାତ୍ରୀ ନିବାସରେ ଯୁକ୍ତଦୁଇ ଛାତ୍ରୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ରୀ ହେଲେ ଶେରଗଡ ବ୍ଲକ ଗୋବିନ୍ଦପୁରର ସୁଜ୍ଞାନୀ ସ୍ୱାଇଁ । ସୁଜ୍ଞାନୀ ପଦ୍ମାବତୀ ଛାତ୍ରୀ ନିବାସରେ…

ପୁଣି ବାହାନା ଦେଖାଇଲେ ଶ୍ରଦ୍ଧାଞ୍ଜଳି, ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପୁଣି ୧୫ ଦିନ ସମୟ ଗଡାଇଲେ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା । ପୁଣି ବାହାନା ଦେଖାଇଲେ ଶ୍ରଦ୍ଧାଞ୍ଜଳି । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପୁଣି ୧୫ ଦିନ ସମୟ ଗଡାଇଲେ ଶ୍ରଦ୍ଧାଞ୍ଜଳି । ଆସନ୍ତା ୨୦ ତାରିଖରେ ବ୍ୟକ୍ତିଗତ ହାଜିରା ହେବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଅନ୍ୟପଟେ ବ୍ୟକ୍ତିଗତ ହାଜର…

ଫାଇନାନ୍ସ କର୍ମଚାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୬୩ ଲକ୍ଷ ଲୁଟ୍‌ ଅଭିଯୋଗ

ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ନିମପଲ୍ଲୀ ନିକଟରୁ ଗତ ରବିବାର ରାତିରେ ଏଲ୍‌ଆଣ୍ଡଟି ଫାଇନାନ୍ସ କମ୍ପାନିର ଦୁଇଜଣ କର୍ମଚାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ତିନି ଜଣ ଦୁର୍ବୃତ୍ତମାନେ ଏକଲକ୍ଷ ତେଷଠି ହଜାର ଟଙ୍କା ଲୁଟି ନେଇଥିବା ବନ୍ତ ଥାନାରେ ଅଭିଯୋଗ ସୋଇଛି। ଘଟଣାରୁ…