Browsing Category

ଅପରାଧ

ମହାନଦୀରୁ ଉଦ୍ଧାର ହେଲା ମୃତଦେହ, ପରିଚୟ ଅସ୍ପଷ୍ଟ

କଟକ: ମହାନଦୀରେ ମୃତ ଦେହ। ଯୋବ୍ରା ବ୍ଯରେଜ ଗେଟରେ ଲାଗି ଭାସୁଛି ମୃତଦେହ। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଘଟଣା ସ୍ଥଳରେ ଜଗତପୁର ଥାନା ପୋଲିସ ପହଁଚି ଅଧିକ ତଦନ୍ତ କରୁଛି।

ଶିକ୍ଷକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ ଆଜି ସକାଳେ ଜଣେ ଶିକ୍ଷକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ ହୋଇଛି। ତାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଶିକ୍ଷକଙ୍କ ମୃତଦେହ

୪୧ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ହଡପ କରିଥିବା ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ

କୋରାପୁଟ: ଠିକା କର୍ମଚାରୀଙ୍କ ବଡ କାରନାମା । ସରକାରୀ ଟଙ୍କା ହଡପ କରି କରୁଥିଲେ ଅୟସ । ବିଳମ୍ବ ହେଲେ ମଧ୍ୟ ଧରାପଡିଛି କଳା କାରନାମା ।୪୧ ଲକ୍ଷ ୪୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ହଡପ କରିଥିବା ଅଭିଯୋଗରେ କୋରାପୁଟ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର(ଡୁଡା) ଆକାଉଣ୍ଟାଣ୍ଟ ପି ଆଶିଷ

ରାଜଧାନୀରେ ଲେଡିଜ୍‌ ହଷ୍ଟେଲରେ ପଶି ମାରପିଟ୍‌ ସହ ଭାଙ୍ଗିଲେ ଗାଡ଼ି, ୪ ଅଟକ…

ଭୁବନେଶ୍ୱର : ରାଜଧାନୀରେ ରୋଡ୍‌ ରୋମିଓଙ୍କ ଉତ୍ପାତ । ନୟାପଲ୍ଲୀରେ ଲେଡିଜ୍‌ ହଷ୍ଟେଲରେ ପଶି ମାରପିଟ୍‌ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି । କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । କମେଣ୍ଟ ମରାର ପ୍ରତିବାଦ କରିବାରୁ ହଷ୍ଟେଲ ଭିତରେ ପଶି ଭଙ୍ଗାରୁଜା

ଠକ ତାନ୍ତ୍ରିକ କୈଫି ଖାନର ୮୦ଟି ଆକାଉଣ୍ଟ ଠାବ

କଟକ: ଯେତେ ଖୋଳିଲେ ସେତେ ବାହାରୁଛି କଟକର ଠକ ତାନ୍ତ୍ରିକ କୈଫି ଖାନ୍‌ ଠକେଇ ଚେର। କୈଫି ଖାନର ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ମିଳିଛି। କଟକ ସହରର ବିଭିନ୍ନ ବ୍ୟାଙ୍କରେ ରହିଛି କୈଫିର ଏସବୁ ଆକାଉଣ୍ଟ। ଆକାଉଣ୍ଟ ଠାବ ନେଇ ମଙ୍ଗଳାବାଗ ଥାନା ଅଧିକାରୀ ଆଜି ସୂଚନା

ଗୁଳିମାଡ଼ରେ ବଡ଼ବିଲ ପୌରାଧ୍ୟକ୍ଷଙ୍କ ସହଯୋଗୀ ମୃତ୍ୟୁ ଘଟଣା: ମହିଳା ମାଷ୍ଟରମାଇଣ୍ଡ ସହ ୨ ଗିରଫ

ବଡ଼ବିଲ: ଦିନ ଦ୍ବିପ୍ରହରରେ ଗତ ୧ ତାରିଖ କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରସ୍ଥିତ ମୋନି ଟାୱାର ଛକ ନିକଟରେ ସ୍ଥାନୀୟ ପୌରାଧ୍ୟକ୍ଷଙ୍କ ଅତି ଘନିଷ୍ଠ ସହଯୋଗୀ ସୁନୀଲ ସିହ୍ନା ଓରଫ ଭୋଳାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ମିଳିଥିବା ଖବର ଅନୁଯାୟୀ ବଡ଼ବିଲ

ହାଇୱାକୁ ଧକ୍କା ଦେଲା ବରଯାତ୍ରୀ ବସ, ୧୦ରୁ ଅଧିକ ଆହତ

ଝାରସୁଗୁଡ଼ା : ହାଇୱାକୁ ଧକ୍କା ଦେଲା ବରଯାତ୍ରୀ ବସ । ଝାରସୁଗୁଡା ବିଜୁ ଏକ୍ସପ୍ରେସ ହାଇୱେ ଠାରେ ରାଉରକେଲା ଯାଉଥିବା ବରଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ବସରେ ୪୦ଜଣ ଯାତ୍ରୀଙ୍କ ଠାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ

ଗଛରେ ପିଟିହେଲା ବାଇକ: ଦାଦା, ପୁତୁରା ମୃତ

କାମାକ୍ଷାନଗର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ । ଦାଦା ଓ ପୁତୁରା ମୃତ। କଙ୍କଡାହାଡ ଥାନା ବନ୍ଦାଣିଆ ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ଦ୍ବୟ ହେଲେ ଟାଟାମାଇନସ ଗ୍ରାମ ମଲ୍ଲାର ସାହିର ଦାଦା ଡୁଗୁ ମାଙ୍କଡିଆ ଓ ପୁତୁରା ସିଦ୍ଧାନ୍ତ ମାଙ୍କଡିଆ। ସୂଚନା ମୂତାବକ

ହାଇୱାକୁ ପଛରୁ ଧକ୍କା ଦେଲା କୁକୁଡ଼ା ଟ୍ରକ୍: ୨ ମୃତ, ୨ ଗୁରୁତର

ସୋର: ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର  କଲେଜ ଛକ ନିକଟରେ ହାଇୱାକୁ ପଛରୁ ଏକ କୁକୁଡ଼ା ଟ୍ରକ ଧକା ଦେବା ଫଳରେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ କଲିକତାରୁ ଖୋର୍ଦ୍ଧା ଅଭିମୁଖେ କୁକୁଡ଼ା ଆଣିବାକୁ ଯାଉଥିବା ଡବ୍ଲୁ ବି ୨୧

କାର ସହ ଗଞ୍ଜେଇ ଜବତ ଦୁଇ ଅଭିଯୁକ୍ତ ଗିରଫ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିକଟସ୍ଥ ବ୍ଳକ ଗୁଡିକ ଗଞ୍ଜେଇ ଚୋରା ଚାଲାଣ ର ଗନ୍ତାଘର ପାଲଟିଛି l ଏହି ସବୁ ବ୍ଳକ ଗୁଡିକର ଘଞ୍ଚ ଜଙ୍ଗଲ ଭିତରେ ଥିବା କିଛି ଗ୍ରାମ ନିକଟସ୍ଥ ପାହାଡ଼ରେ ଗଞ୍ଜେଇ ଚାଷ ହେଉଥିବାର ଜାଣି ଅବକାରୀ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ