Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ହନୁମାନ ଜୟନ୍ତୀ ବାଇକ ରାଲି ସମୟରେ ପଥରମାଡ଼, ଏଏସ୍ପି, ଆଇଆଇସିଙ୍କ ସମେତ ୧୦ ଆହତ
ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ବେଳେ ପଥର ମାଡ଼। ପଥର ମାଡ଼ରେ ଅତିରିକ୍ତ ଏସପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ ପୁଲିସ ଆହତ ହୋଇଛନ୍ତି। ଗୁରୁତର ଥିବା ଧନୁପାଲି ଆଇଆଇସିଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଧନୁପାଲି ଛକରୁ ରାଲି ଗଲା ବେଳେ!-->!-->!-->…
ବେଦାନ୍ତ ଫେକର କମ୍ପାନି ଆଗରେ ୧୪୪ ଧାରା ଲାଗୁ , ମୁମ୍ବାଇ ଏୟାରଲିଫ୍ଟ ହେଲେ ୨ ଗୁରୁତର ଶ୍ରମିକ
ଭଦ୍ରକ ଜିଲ୍ଲା ରାନ୍ଦିଆସ୍ଥିତ ବେଦାନ୍ତ ଫେକର କମ୍ପାନିରେ ଗତକାଲି ଘଟିଥିବା ଏକ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏହି ଦୁର୍ଘଟଣାରେ ୨ ଜଣ ଶ୍ରମିକ ଗୁରୁତର ହୋଇ ପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ଏୟାରଲିଫ୍ଟ କରାଯାଇ ମୁମ୍ବାଇ ସ୍ଥାନାନ୍ତର!-->…
ନୟାପଲ୍ଲୀ ଜମି ଦଖଲ ମାମଲା: ମାଟିରେ ମିଶିଲା ମୁଖ୍ୟ ଅଭିଯୁକ୍ତ ରାଘବ ଜେନାର ଘର
ଭୁବନେଶ୍ୱର: ନୟାପଲ୍ଲୀ ଜମି ଜବରଦଖଲ ମାମଲା । ମାଷ୍ଟର ମାଇଣ୍ଡ ରାଘବ ଜେନାର ଘରେ ବୁଲ ଡୋଜର ବୁଲାଇଛି ପୋଲିସ।ଏଥିସହିତ ସରକାରୀ ଜମିରେ ଗଢି ଉଠିଥିବା ୩୦ ରୁ ଉର୍ଦ୍ଧ୍ବ ଘର ଭଙ୍ଗାଯାଇଛି ।
ଝାରପଡ଼ା ମେଳଣ ପଡ଼ିଆ ନିକଟରେ ଥିବା ସରକାରୀ ଜମିରେ ପ୍ରାୟ ୩୦ରୁ ଅଧିକ ଘର କରି ଭଡ଼ାରେ!-->!-->!-->…
ସୁନା ଚେନ ଝାମ୍ପିନେଲେ ଲୁଟେରା…
ଭୁବନେଶ୍ୱର: ମୁଖାପିନ୍ଧା ଯୁବକଙ୍କ ଆତଙ୍କ। ପୁଣି ରାଜଧାନୀରେ ନିଜ ଦବଦବା ଜାହିର କରିଛନ୍ତି ଲୁଟେରା ଗ୍ୟାଙ୍ଗ। ସାମ୍ନାକୁ ଆସିଲା ଲୁଟ ବେଳର ସିସିଟିଭି ଭିଜୁଆଲ। କଳା ପଲସରରେ ଆସିଲେ ଆଉ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ । ପିଲାଙ୍କୁ ଟ୍ୟୁସନ ନେବାବେଳେ ମହିଳାଙ୍କୁ!-->…
ସେଣ୍ଟ୍ରାଲ ଫୋରେନସିକ୍ ଲାବ୍ ଯିବ ନାଗ-ଚାନ୍ଦ ଦମ୍ପତିଙ୍କ ମୋବାଇଲ୍ ଫୋନ୍…
ଭୁବନେଶ୍ଵର: ସେଣ୍ଟ୍ରାଲ ଫୋରେନସିକ୍ ଲାବ୍ ଯିବ ନାଗ-ଚାନ୍ଦ ଦମ୍ପତିଙ୍କ ମୋବାଇଲ୍ ଫୋନ୍ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ୩ଟି ମୋବାଇଲ୍ ଫୋନକୁ ଯାଞ୍ଚ ପାଇଁ କୋଲକାତା ସ୍ଥିତ CFSL ପଠାଯିବ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସିବିଆଇ କୋର୍ଟ-୧ । ଭୁବନେଶ୍ୱର SFSLରୁ ଏହି!-->…
ଭଉଣୀ-ଭଉଣୀ ମଧ୍ୟରେ ସାମାନ୍ୟ ବଚସାରୁ ଜୀବନ ହାରିଲା ନାବାଳିକା
ଆନନ୍ଦପୁର: ଭଉଣୀ-ଭଉଣୀ ମଧ୍ୟରେ ସାମାନ୍ୟ ବଚସାକୁ ନେଇ ନାବାଳିକାଙ୍କ ଆତ୍ମହତ୍ୟା । ଆନନ୍ଦପୁର ଥାନା ମଲାରପଦା ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁର ଉଲ୍ଲା ହୋଙ୍କ ବଡ଼ଭାଇଙ୍କ ଶୁଦ୍ଧି କ୍ରିୟା ଚାଲିଥିବା ବେଳେ ଉଲ୍ଲାଙ୍କ ତିନି ଝିଅ ଓ ତାଙ୍କ ବଡ଼ ଭାଇଙ୍କ ଦୁଇ ଝିଅ ଘରେ ଥିଲେ ।
!-->!-->!-->…
ବାପାଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ଅଭିଯୋଗ ଆଣିଲା ପୁଅ…
ମାଲକାନଗିରି : ବାପାଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ଅଭିଯୋଗ ଆଣିଲେ ପୁଅ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଏମ୍ଭି ୨୬ ଗ୍ରାମରେ। ବାପାଙ୍କ ଏପରି ସନ୍ଦେହ ଜନକ ମୃତ୍ୟୁ କୁ ବିଶ୍ୱାସ କରିପାରୁନାହିଁ ପୁଅ । ପୁଅଙ୍କ କହିବା ଅନୁଯାୟୀ ବାପା!-->!-->!-->…
ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଠକେଇ ରାକେଟ୍ : ଜିଲ୍ଲା ବିଜୁ ଜନତା ଦଳର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବୀ…
ସୁନ୍ଦରଗଡ଼ - ୧୨/୦୪/୨୩ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଚାକିରି ଦେବା ନାଆଁରେ ଠକେଇ ରାକେଟ୍ ର ପର୍ଦ୍ଦାଫାସ ନିମନ୍ତେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଏବଂ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସୁନ୍ଦରଗଡ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ସୟଦ ସେହବାଜ ହୁସେନଙ୍କ!-->…
ସରପଞ୍ଚ ଶ୍ରୀମତୀ ସୁନିତା ଗଣ୍ଡଙ୍କୁ ଅଯୋଗ୍ୟ ଘୋଷଣା କଲେ ମାନ୍ୟବର ଅଦାଲତ…
ଉମରକୋଟ : ୧୨/୦୪/୨୦୨୩ ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅଧିନସ୍ତ କୁନ୍ଦେଇ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ସୁନିତା ଗଣ୍ଡଙ୍କ ଗତକାଲି ରାଇଘର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଅଯୋଗ୍ୟ ଘୋଷଣା କରି ରାୟ ପ୍ରଦାନ କରିଛନ୍ତି l ସୂଚନା ପ୍ରକାରେ ୨୦୨୨ ମସିହା ସରପଞ୍ଚ ପ୍ରାର୍ଥୀନୀ!-->…
ଭୁବନେଶ୍ବରରେ ଜମି ପାଇଁ କୋଟିଏ ଟଙ୍କାର ବଟି ଘଟଣା: ପୁଣି ୫ ଜଣ ବାଉଁସର ଗିରଫ
ଭୁବନେଶ୍ବର: ୧୦ କୋଟି ଟଙ୍କାର ଜମି ପାଇଁ କୋଟିଏ ଟଙ୍କାର ବଟି ଘଟଣାରେ କମିସନରେଟ୍ ପୁଲିସ ଆକ୍ସନ ମୋଡ଼ ଦେଖାଇଛି। ଏହି ଘଟଣାରେ ନୟାପଲ୍ଲୀ ଥାନା ପୁଲିସ ଅନ୍ୟ ୫ ଜଣ ବାଉଁସରଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଶିବ ପ୍ରସାଦ ବିଶୋଇ, ପ୍ରଭାତ ସାହୁ, ଲତିଫ ଖାନ, ଫିରୋଜ ଖାଁ ଓ!-->…