Browsing Category

ଅପରାଧ

ପାରିବାରିକ କଳହରୁ ଆତ୍ମହତ୍ୟା…

ମାଲକାନଗିରି :ମାଲକାନଗିରି ସଦରମହୋକୁମା ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ସଦରମହକୁମା ନିକଟସ୍ଥ ଏମଭି ୪୨ ଗ୍ରାମ ନିକଟରେଏକ ବର ଗଛରେ ଏପିଆର ପୋଲିସ କନେଷ୍ଟବଳ ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି, ଗ୍ରାମ ନିକଟରେ ଏଭଳି ଘଟଣା

କୀଟନାଶକ ପିଇ ୪ ଶିଶୁ ଗୁରୁତର

ଭଦ୍ରକ : ଭଦ୍ରକ ତିହିଡି ଝିଙ୍କିରିଆରେ କୀଟନାଶକ ପିଇ ୪ ଶିଶୁ ଗୁରୁତର । ଖେଳୁଥିଲା ବେଳେ ଅଜାଣତରେ କୀଟନାଶକ ପିଇଥିଲେ । ଗୁରୁତର ୪ ଶିଶୁଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଖେଳୁ ଖେଳୁ କୀଟନାଶକ ପିଇ ଦେଇଥିଲେ ୪ ଶିଶୁ । ସମସ୍ତ ଶିଶୁଙ୍କ ବୟସ ୨ରୁ ୩ ବର୍ଷ ମଧ୍ୟରେ

ଲାଞ୍ଚ ନେଇ ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ଗିରଫ

ଭୁବନେଶ୍ୱର : ଲାଞ୍ଚ ନେଇ ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ଗିରଫ । ଏସଆଇ ସୁଶାନ୍ତ ସ୍ୱାଇଁଙ୍କୁ ଗିରଫ କଲା ଭିଜିଲାନ୍ସ । ନାକା ଗେଟ୍‌ ପାଖରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏକ ମାମଲାକୁ ଦଫାରଫା କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ଠିକାଦାରଙ୍କୁ ଅପହରଣ କରି ୪୦ଲକ୍ଷ ଟଙ୍କା ମାଗିବା ଘଟଣାରେ ଆଉ ଜଣେ ଠିକାଦାର ଗିରଫ

ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ଵର ନିକଟରୁ ଜଣେ ଠିକାଦାରଙ୍କୁ ଅପହରଣ କରି ୪୦ଲକ୍ଷ ଟଙ୍କା ମାଗିବା ଘଟଣାରେ ଆଉ ଜଣେ ଠିକାଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍। ଏହା ସହିତ ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି। ଗିରଫ ଅଭିଯୁକ୍ତଙ୍କ ନାଁ ସୁମନ ବରୁଣ ଦେ। ସେ ବାଲେଶ୍ୱର ସହରର

ଚାକିରି ନାଁରେ ଚୁନ ମାରିଲେ, ୪୦ ହଜାର ନେଇ ଜାଲ୍‌ ନିଯୁକ୍ତିପତ୍ର ଧରାଇଦେଲେ

ସୁନ୍ଦରଗଡ଼ :ଚାକିରି ଦେବାକୁ କହି ମାରିଦେଲେ ଚୁନ । ଏପରିକି କିଛି ବେକାର ଯୁବକଯୁବତୀଙ୍କୁ ପ୍ରଲୋଭନ ଦେଖାଇ ୪୦ ହଜାର ଟଙ୍କା ଲେଖାଏ ହାତେଇଲା ଏକ ରାକେଟ। ଏହା ବଦଳରେ ସେମାନଙ୍କୁ ଆପଏଣ୍ଟମେଣ୍ଟ ଲେଟରଠୁ ଆରମ୍ଭ କରି ଏଗ୍ରିମେଣ୍ଟ ଲେଟର , ଆଇ କାର୍ଡ ବି ଧରାଇ ଦେଲେ। ମାତ୍ର ପରେ ଜଣାପଡ଼ିଲା

ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲା: ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ପତ୍ନୀଙ୍କୁ ପଚରାଉଚରା

ବଲାଙ୍ଗୀର: ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲାର ତଦନ୍ତ ପ୍ରକ୍ରିୟାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ପତ୍ନୀ ପୂଜା ମିଶ୍ରଙ୍କୁ ସାମିଲ କରିଛି କ୍ରାଇମବ୍ରାଞ୍ଚ। ଆଜି ବଲାଙ୍ଗୀର ଟାଉନ ଥାନାରେ ପୂଜା ମିଶ୍ରଙ୍କୁ ପୁଲିସ ପଚରାଉଚରା କରିଛି। ମନୋଜ ପୂଜାଙ୍କ ବ୍ୟାଙ୍କ ଖାତାକୁ ବ୍ୟବହାର

ସାଇରନ୍‌ ବାଜିବାରୁ ICICI ବ୍ୟାଙ୍କରୁ ଡାକୟତ ଉଦ୍ୟମ ବିଫଳ

ବାରଙ୍ଗ : ସାଇରନ୍‌ ବାଜିଲା, ଦୌଡ଼ି ପଳାଇଲେ ଡକାୟତ। ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ବିଫଳ। ତ୍ରିଶୁଲିଆ – ବାଙ୍କୀ ମୁଖ୍ୟ ରାସ୍ତାର ଫକୀରପଡା ନିକଟରେ ଥିବା ICICI ବ୍ୟାଙ୍କରୁ ଡାକୟତ ଉଦ୍ୟମ ବିଫଳ ହୋଇଛି। ୩ ଜଣ ଯୁବକ ଏକ ନମ୍ବର ବିହୀନ ମୋଟର ସାଇକେଲରେ

୮କୋଟି ଠକେଇ ଅଭିଯୋଗରେ SBI ଡେପୁଟି ମ୍ୟାନେଜର ଗିରଫ

ଭୁବନେଶ୍ୱର : ୮ କୋଟି ଟଙ୍କାର ବ୍ୟାଙ୍କ ଲୋନ୍‌ ଫ୍ରଡ ମାମଲା । ଫୁଲବାଣୀସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଡେପୁଟି ମ୍ୟାନେଜର ଗିରଫ । ଆଶୁତୋଷ ଆଚାର୍ଯ୍ୟଙ୍କୁ ୮ କୋଟି ୧ ଲକ୍ଷ ୮୭ହଜାର ଟଙ୍କାର ଫ୍ରଡ ମାମଲାରେ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ EOW । ଗତକାଲି ଗିରଫ ହୋଇଥିବା

ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ପଥରରେ ଛେଚି ହତ୍ୟା…

ଦେବଗଡ଼ : ଅଫିସରୁ ଭଡ଼ା ଘରକୁ ଫେରିବା ସମୟରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲାର ପ୍ରଧାନପାଟ ରାସ୍ତାର ଭାରତ ଫାଇନାନ୍ସ ଅଫିସ ସମ୍ମୁଖରେ। ମୃତ ମହିଳା ଜଣଙ୍କ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ରିତା ସାହୁ

ଟ୍ରକ ପଛରେ ପିଟି ହେଲା ଟ୍ରକ: ୨ ଜୀବନ ଗଲା

ଯାଜପୁର: ରାଜ୍ୟରେ ଚଳିତବର୍ଷ ବହୁ ଦୁର୍ଘଟଣା ଘଟୁଥିବାରୁ ଲୋକଙ୍କୁ ସଚେତନ କରିବା ପାଇଁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରୁଛନ୍ତି। ତେବେ ଶୂନ୍ୟ ମୃତ୍ୟୁ ସପ୍ତାହ ଚାଲିଥିଲେ ବି ଦୁର୍ଘଟଣା ଥମିବାର ନାଁ ଧରୁନି। ବୁଧବାର ଭୋରରୁ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଦେଉଳି ନିକଟରେ ଏକ