Browsing Category

ଅପରାଧ

ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର: ରେମୁଣା ସ୍ଥିତ ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିବା ବେଳେ ମୃତ ଛାତ୍ରଜଣକ ମେଡିକାଲ କଲେଜର ତୃତୀୟ ବର୍ଷର ଏମବିବିଏସ ଛାତ୍ର ହିତେଷ୍ଣୁ ଦାସ(୨୨) ବୋଲି ଜଣାପଡ଼ିଛି। ଖବରପାଇ

ଗଛକୁ ପିଟିହେଲା ବାଇକ୍, ୩ ମୃତ…

ଓଡ଼ଗାଁ: ଗୁରୁବାର ବିଳମ୍ବିତ ରାତିରେ ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବାବେଳେ କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ ବରଗଛକୁ ପିଟି ହୋଇ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କ ପଞ୍ଚାୟତ ମହେଶ୍ବରପୁର ଗ୍ରାମ

ପୁଣି ମାତିଲେ ମାଓବାଦୀ ଦୀର୍ଘଦିନ ନୀରବତା ପରେ ଟାୱାର ପୋଡିଲେ ନକ୍ସଲ…

ମାଲକାନଗିରି :ମାଲକାନଗିରି ସୀମାନ୍ତ ଛତିଶଗଡର ବସ୍ତର ଅଞ୍ଚଳରେ ପୁଣି ନକ୍ସଲ ହିଂସା l ନକ୍ସଲମାନେ ବର୍ତ୍ତମାନ ଛତିଶଗଡର କୋଣ୍ଡାଙ୍ଗାବ ଜିଲ୍ଲାରେ ଏକ ବଡ଼ ଘଟଣା ଘଟାଇଛନ୍ତି ​​l ନକ୍ସଲମାନେ କୋଣ୍ଡାଙ୍ଗାବ ଜିଲ୍ଲାର ବୟନାର ପୋଲିସ ଥାନା ଅନ୍ତର୍ଗତ ଚେରଙ୍ଗ ଗ୍ରାମରେ ଥିବା ଏକ ଘରୋଇ

ରାଜଧାନୀରୁ ୫ ଅପହରଣକାରୀ ଗିରଫ, ଦାବି କରିଥିଲେ ଦେଢ଼ କୋଟି ଟଙ୍କା

ଭୁବନେଶ୍ବର: ଦେଢ଼ କୋଟି ଟଙ୍କା ଦାବିରେ ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରୁ ତିନି ଜଣଙ୍କୁ ଅପହରଣ ଘଟଣାରେ କମିସନରେଟ୍‌ ପୁଲିସର ସ୍ପେଶାଲ ସ୍କ୍ବାର୍ଡ ୫ ଜଣ ଅପହରଣକାରୀଙ୍କୁ ଗିରଫ କରିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳର ମନୋଜ ମହାପାତ୍ର, ଜଣେ ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସିଭିଲ ସପ୍ଲାଏ

୭ ମାସ ପରେ ମାଟି ତଳୁ ମିଳିଲା ନରକଙ୍କାଳ, ୨ ଗିରଫ

ଢେଙ୍କାନାଳ: ୭ ମାସ ପରେ ମାଟି ତଳୁ ମିଳିଲା ନରକଙ୍କାଳ । ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଗିରଫ । ଅନ୍ୟ ଜଣେ ଫେରାର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାଲିପଶି ଗାଁରେ ଏହି ଘଟଣା ଘଟିଛି । ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗତ ବର୍ଷ ସେପ୍ଟେମ୍ବରରେ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

କେନ୍ଦୁଝର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ଡିମିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଗିରଫ କରିଛି ପୋଲିସ । ଛାତ୍ରୀଜଣଙ୍କୁ ପ୍ରଧାନଶିକ୍ଷକ ଅଫିସକୁ ଡାକି ଅସଦାଚରଣ କରିଥିବା

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ

କୋରାପୁଟ: ପାରିବାରିକ ଅଶାନ୍ତିର କରୁଣ ପରିଣତି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ନନ୍ଦକା ପଂଚାୟତର ଚିନ୍ତାଲ ଗୁଡା ଗ୍ରାମରେ ଘଟିଛି ଅଘଟଣ। ସ୍ତ୍ରୀ ବିମଳା ଖରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ବାମୀ । ଘଟଣା ସମ୍ପର୍କରେ ଜାଣିବାପରେ ସାଇଣ୍ଟିଫିକ ଟିମ୍ ପହଁଚି

ଦେଶୀ ବନ୍ଧୁକରୁ ଗୁଳି ଫୁଟି ମହିଳା ମୃତ…

କୋରାପୁଟ: ଦେଶୀ ବନ୍ଧୁକରୁ ଗୁଳି ଫୁଟି ମହିଳା ମୃତ । କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ନୂଆଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଜାନି ମଞ୍ଜୁଳା । ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି । ଜବତ ହୋଇଛି ବନ୍ଧୁକ । କୋରାପୁଟ ଜିଲ୍ଲାରେ ଏବେ ଆଦିବାସୀଙ୍କ ଚଇତ ପରବ ଚାଲିଛି

ଦୁର୍ନୀତି ରେ ଉବୁଟୁବୁ ରାଉରକେଲା ତହସିଲ :ଏଠାରେ ଆଦାୟ ପ୍ରବଳ କାମ ଦୁର୍ବଳ…!

ସୁନ୍ଦରଗଡ଼ //ରାଉରକେଲା- ସୁନ୍ଦରଗଡ଼ ଜିଲ୍ଲା ର ରାଉରକେଲା, ବୀରମିତ୍ର ପୁର, କୁରମୁଣ୍ଡା ତହସିଲ ଦୁର୍ନୀତି ରେ ଉବୁଟୁବୁ କୁ ନେଇ କଥା ବାଟରୁ ଯାଇ ହାଟରେ ଗଡ଼ିଲାଣି ତଥାପି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଚେତା ପଶୁନି l ଏହି ତହସିଲ ଅଞ୍ଚଳ ସରକାରଙ୍କ ଗୁଡ ମାଠିଆ କହିଲେ କିଛିବି ଭୁଲ

ବାଣିକ୍‌ ଉପରେ ସେଣ୍ଟ୍ରାଲ ଜିଏସଟି ରେଡ୍…

ଭୁବନେଶ୍ବର: ବଣିକ୍  କୋଚିଂ ସେଣ୍ଟର ନାଁ  ଟ୍ୟାକ୍ସ ଫାଙ୍କିବା ଅଭିଯୋଗ । ପାଖାପାଖି ୨ କୋଟିରୁ ଅଧିକ ଟଙ୍କାର ଟ୍ୟାକ୍ସ  ଫାଙ୍କିଥିବା ସନ୍ଦେହ କରି ଯାଞ୍ଚ ଚଳାଇଛି ସେଣ୍ଟ୍ରାଲ ଜିଏସଟି।  ଗ୍ରାହକ ସାଜି ସେଣ୍ଟ୍ରାଲ GSTର ଗୁଇନ୍ଦା ଟିମ ଚଳାଇଥିଲା ଅପରେସନ। ଗଲା ୫ ବର୍ଷ ଧରି ଟ୍ୟାକ୍ସର