Browsing Category

ଅପରାଧ

୫୦ ଲକ୍ଷ ଟଙ୍କା ପାଇଁ ନାବାଳକକୁ ଝାରସୁଗୁଡ଼ାରୁ ଅପହରଣ, ବରଗଡ଼ରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଅପହରଣ କରାଯାଇଥିବା ନାବାଳକ ସମର୍ଥ ଅଗ୍ରୱାଲ (୧୫)ର ମୃତଦେହକୁ ପୁଲିସ ବରଗଡ଼ ଜିଲ୍ଲାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଛି। ଅଭିଯୁକ୍ତମାନେ ହତ୍ୟା ପୂର୍ବରୁ ପୀଡିତ ପରିବାରକୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। କିନ୍ତୁ ଏହା ନମିଳିବାରୁ ନାବାଳକକୁ ହତ୍ୟା

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ଭୁବନେଶ୍ବର: ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । କଥା କଥାକେ ନିଜେ ନେଉଛନ୍ତି ନିଜ ଜୀବନ । ରାଗରୁଷାରୁ ଝୁଲିପଡ଼ୁଛନ୍ତି ଯୁବପିଢ଼ି । କେଉଁଠି ପ୍ରେମ ତ ଆଉ କେଉଁଠି ପାରିବାରିକ ଅଶାନ୍ତି କିମ୍ବା ବ୍ୟକ୍ତିଗତ ସମସ୍ୟାରୁ ମୃତ୍ୟୁର ବାଟ ବାଛି ନେଉଛନ୍ତି । ଆର୍‌ଡି ଲେଡିଜ୍‌ ହଷ୍ଟେଲର

ବାଇକକୁ ଧକ୍କା ଦେଲା ଦ୍ରୁତଗାମୀ ପିକ୍ ଅପ୍ ଭ୍ୟାନ: ୨ ମୃତ

ବାଲେଶ୍ଵର: ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅଧୀନ କଣ୍ଟାବଣିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ କୁ ଧକ୍କା ଦେଲା ଦ୍ରୁତଗାମୀ ପିକ୍ ଅପ୍ ଭ୍ୟାନ। ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକ ସ୍ଥାନୀୟ କଣ୍ଟାବଣିଆ ଅଞ୍ଚଳର । ଦୁର୍ଘଟଣା ପରେ ସ୍ଥାନୀୟ

କୋଇଡା ବିଡିଓଙ୍କୁ ମାଡ ମାରି ବନ୍ଧା ହେଲେ ବାପା, ଭାଇ ଫେରାର…

ବଣାଇ: କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ ମାଡ। ବିଡିଓଙ୍କ ସମେତ ସହକାରୀ ଯନ୍ତ୍ରୀଙ୍କୁ ନିର୍ଧୁମ ମାଡ ମାରିଲେ ବିଡିଓଙ୍କ ବାପା ଓ ଭାଇ। ଏନେଇ କୋଇଡା ଥାନାରେ ଦେଇଛନ୍ତି ପଲ୍ଲବୀ ରାଣୀ ରାଜ। ବିଡିଓଙ୍କ ପ୍ରାଥମିକ ଚିକିତ୍ସା ପାଇଁ ରାଉରକେଲାକୁ ପଠା ଯାଇଥିଲା ପରେ ସେଠାରୁ କଟକ ବଡ

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର…

ବରଗଡ଼: ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ବରଗଡ଼ ଜିଲ୍ଲା ଭେଡେନ ଥାନା ରୁଷୁଡା ଫାଣ୍ଡି ବଇପୁର ବିଦ୍ୟୁତ ଗ୍ରୀଡ଼ ଏବଂ ଝାଇଜୋର ନିକଟରେ ଏକ ଶବ ଜଳୁଥିବାର ସମୟରେ ପୋଲିସ ଓ ସାଇଣ୍ଟିପିକ ଟିମ ସହାୟତାରେ ଉଦ୍ଧାର କରାଯାଇଥିଲା । ମାଜିଷ୍ଟ୍ରେଟ ଭେଡେନ ତହସିଲଦାର ନେପାଳ ଚନ୍ଦ୍ର

ଲୁଗା କିଣିବାକୁ ଭୁବନେଶ୍ବର ଆସିଥିଲେ, ‘ମୋ ବସ୍‌’ରୁ ୫୦ ହଜାର ଲୁଟ୍‌ ଅଭିଯୋଗ

ଭୁବନେଶ୍ବର: ଗତ ୧୦ ତାରିଖରେ ଝିଅର ବାହାଘର କରିଥିଲେ। ପରଂପରା ଅନୁସାରେ ବାହାଘରକୁ ଆସିଥିବା ସ୍ବତନ୍ତ୍ର ଅତିଥିମାନଙ୍କୁ ଲୁଗା ଦେବାକୁ ମନସ୍ଥିର କରିଥିଲେ। ଏଥି ପାଇଁ ଭୁବନେଶ୍ବରକୁ ଲୁଗା କିଣିବାକୁ ଆସିଥିଲେ। କିନ୍ତୁ ଲୁଗା କିଣିବା ପୂର୍ବରୁ ପାଖରେ ରଖିଥିବା ୫୦ ହଜାର ଟଙ୍କା ‘ମୋ

ସ୍ତ୍ରୀକୁ ହାଣି ବିଷ ପିଇଲା ସ୍ୱାମୀ, ସ୍ୱାମୀ ମୃତ

ମୟୁରଭଞ୍ଜ : ବାରିପଦାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍ୱାମୀ ତା’ର ସ୍ତ୍ରୀକୁ ହାଣିବା ପରେ ବିଷ ପିଇଦେଇଥିଲେ । ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଅଘଟଣଟି ଘଟିଛି ବଡସାହି ଥାନା ଛେଳିଆବି ଗାଁରେ । ମୋବାଇଲ

କୋରାପୁଟରେ ମାଟି ଅତଡା ଧସି ୨ ମହିଳା ମୃତ, ୨ ଆହତ

କୋରାପୁଟ : ଘର ଲିପାପୋଛା ଓ ବାସନ ମାଜିବା ପାଇଁ ଆବଶ୍ୟକ ମାଟି ଆଣିବାକୁ ନଦୀକୂଳକୁ ଯାଇଥିଲେ। ନଦୀ କୂଳରେ ମାଟି ତାଡ଼ୁଥିବା ବେଳେ ମାଟି ଅତଡ଼ା ଧସି ଥିଲା। ଏହି ମାଟି ତଳେ ଚାପି ହୋଇ ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ହିକମପୁଟ

ବିବାହର ପ୍ରତିଶ୍ରୁତି ଦେଇ ଠକିଲେ କନେଷ୍ଟବଳ

ଭୁବନେଶ୍ୱର: ଲଭ, ସେକ୍ସ, ଧୋକା । ପ୍ରେମରେ ପ୍ରତାରଣା କଲେ କନଷ୍ଟେବଳ । ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ନାଁରେ ଏଭଳି ଗୁରୁତର ଅଭିଯୋଗ ଆସିଛି । ଭୁବନେଶ୍ୱର ଷଷ୍ଠ ବାଟାଲିୟନରେ କାର୍ଯ୍ୟରତ କନଷ୍ଟେବଳ ପ୍ରୀତିରଞ୍ଜନ ବେହେରାଙ୍କ ନାଁରେ ଲଭ, ସେକ୍ସ ଓ ଧୋକା ଅଭିଯୋଗ

୩ ବର୍ଷର ପୁଅକୁ ବିଷ ଦେଇ ମାରିଲା ସାବତ ବାପା

ନବରଙ୍ଗପୁର : ୩ ବର୍ଷର ଶିଶୁ ପୁତ୍ରକୁ ବିଷ ଦେଇ ମାରିଲା ସାବତ ବାପା। ଏ ନେଇ ନବରଙ୍ଗପୁର ଜିଲ୍ଲାର କୁନ୍ଦେଇ ଥାନାରେ ଅଭିଯୋଗ କରିଛି ମା’। ସୂଚନା ଅନୁଯାୟୀ, ଗତକାଲି ପୁଅର କାଶ ହେବାରୁ ଗାୟତ୍ରୀ ଗଣ୍ଡ ତାକୁ କାଶ ଔଷଧ ଦେବା ପାଇଁ ସ୍ୱାମୀ ବିଶ୍ୱନାଥ ଗଣ୍ଡଙ୍କୁ କହିଥିଲେ। କିନ୍ତୁ