Browsing Category

ଅପରାଧ

ସିଆରପିଏଫର କୁମ୍ବିଂ ବେଳେ ବହୁ ମାରଣା ଅସ୍ତ୍ର ଜବତ,ଓ ୧୧ ସନ୍ଧିଗ୍ଧ ବ୍ୟକ୍ତି ଅଟକ : ତଦନ୍ତ ଜାରି..

ଫୁଲବାଣୀ // ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ ରେ କୋଟଗଡ ସିଆରପିଏଫ ବାଟାଲିୟନ ଯବାନ ଙ୍କ କୁମ୍ବିଙ୍ଗ ବେଳେ ସନ୍ଦେହଜନକ ମାଓ ସାମଗ୍ରୀ ସହ ୧୧ଜଣ ଙ୍କୁ ଧରିବାରେ ସକ୍ଷମ ହୋଇଛି |ଜବତ ସାମଗ୍ରୀ ମଧ୍ୟରେ

ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ…

ଫୁଲବାଣୀ :- ସ୍ଵାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ l ଏମିତି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାୟାଲମ୍ବା ଗାଁର କ୍ରାଣ୍ଡିବାଲି ସାହି ରେ l ମୃତ ସ୍ତ୍ରୀ ହେଲେ ମିନତୀ କହଁର ବୋଲି ଜଣାପଡିଛି I ତେବେ ଦୀର୍ଘ ୧୫ ବର୍ଷ ହେବ ମୃତ

ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବାବେଳେ ଓଲଟିଲା ଅଟୋ, ୬ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

ଜଳେଶ୍ୱର: ମାଟ୍ରିକ ପରୀକ୍ଷା ଦେଇ ଛାତ୍ରଛାତ୍ରୀମାନେ ଅଟୋରେ ଫେରୁଥିବାବେଳେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୬ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହେବା ସହିତ ଜଣେ ୬୦ ବର୍ଷର ବୃଦ୍ଧା ଗୁରୁତ୍ତର ହୋଇଛନ୍ତି । ଜଳେଶ୍ଵର ମହମ୍ମଦ ନଗର ପାଟଣା ନିକଟରେ ଘଟିଛି ଏହି ଦୁର୍ଘଟଣା ।

ରାଇଘରରେ ପୁଣି ମାଓ ହିଂସା…

ଜଙ୍ଗଳ ଜମି ମାଫିଆ କୁ ହତ୍ୟା କଲେ ମାଓବାଦୀ.... ଉମରକୋଟ (୧୮/୦୩/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ନାକଟିସିମୋଡ଼ା ପଞ୍ଚାୟତ ଅନ୍ତର୍ଗତ ଲଖନପୁରୀ ଟ୍ରାକଟର ଭାଟା ଗ୍ରାମରେ ବିଗତ କାଲି ରାତି ପ୍ରାୟ ୯ ଘଟିକା ସମୟରେ ମୃତ ନାରାୟଣ ନାଗେଶର ସ୍ତ୍ରୀ ଅମୃତି ନାଗେଶଙ୍କୁ କହିବା କଥା

ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା କନେଷ୍ଟବଳଙ୍କ ଜୀବନ, ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦୁଝର: ସାଇକେଲକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଚାଲିଗଲା କନେଷ୍ଟବଳଙ୍କ ଜୀବନ । ଟ୍ରକ ଧକ୍କାରେ ତୁରୁମୁଙ୍ଗା ଥାନାର ଜଣେ ପୋଲିସ କନେଷ୍ଟବଳଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଥାନାରେ କାର୍ଯ୍ୟରତ କନେଷ୍ଟବଳ ରଘୁନାଥ ମୁର୍ମୁ ସାଇକେଲ ଯୋଗେ ଥାନାକୁ ଯାଉଥିବା

ରାଇଘରରେ ପୁଣି ମାଓହିଂସା: ଯୁବକଙ୍କୁ ଗୁଳି କରି ହତ୍ୟା

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ମାଓବାଦୀମାନେ ଗୋଟାଏ ପରେ ଗୋଟାଏ ଜଘନ୍ୟ କାଣ୍ଡ ଘଟାଇ ଚାଲିଛନ୍ତି। ଆଜି ରାଇଘର ଥାନା ଅନ୍ତର୍ଗତ ନାକଟିସିମୋଡା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମର ନାରାୟଣ ନାଗେଶ (୩୮)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜଙ୍ଗଲ କାଟି ଗ୍ରାମ ବସାଇବା

ବନ୍ଧା ହେଲେ ମାଷ୍ଟର ମାଇଣ୍ଡ ଦମ୍ପତି, କରୁଥିଲେ କୋଠା ହଡ଼ପ ଯୋଜନା

ଭୁବନେଶ୍ୱର: ରାଜଧାନୀରେ ଦୁଇ ମହଲା କୋଠା ହଡ଼ପ ଯୋଜନା ପଣ୍ଡ । ବନ୍ଧା ହେଲେ ମାଷ୍ଟର ମାଇଣ୍ଡ ଦମ୍ପତି । ନକଲି ରେଜିଷ୍ଟ୍ରି ରେକର୍ଡ ଓ ଦୁଷ୍କର୍ମ ମାମଲାରେ ଘର ମାଲିକଙ୍କୁ ଛନ୍ଦିବାକୁ ଉଦ୍ୟମ କରିଥିଲେ । ଶେଷରେ ନିଜ ଫାନ୍ଦରେ ଛନ୍ଦି ହୋଇଛନ୍ତି । ଚନ୍ଦଶେରପୁର ପୋଲିସ ଦମ୍ପତିଙ୍କୁ

ପୁରୀ ମାର୍କେଟ ଛକରେ ହଣାହଣି, ୩ ଗୁରୁତର…

ପୁରୀ :ପୁରୀରେ ହଣାକଟା । ୩ ଗୁରୁତର । ପୁରୀ ବଡଦାଣ୍ଡ ମାର୍କେଟ ଛକରେ ଗୋଷ୍ଠୀ ସଂଘର୍ଷ । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ୩ଜଣ ଗୁରୁତର ହୋଇଛନ୍ତି । ବୀରହରେକୃଷ୍ଣପୁର ମେଳଣରେ ଜୁଆ ଖେଳକୁ କେନ୍ଦ୍ର କରି ହଣାକଟା ହୋଇଛି । ଗତକାଲି ରାତିରେ ବୀରହରେକୃଷ୍ଣପୁର ଖଡ଼ିପଦା ମେଳଣରେ ଉଭୟ ଗୋଷ୍ଠୀ

ଚାକିରୀ ଆଶାୟୀ ପିଲାଙ୍କୁ ଠକିଥିବା ବଡ ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ହାତରେ ପୁଣି ଜଣେ ବଡ ଠକ । ବିହାର କେଶଡେଓରା ଗ୍ରାମରୁ ଅମିତ ସିଂହ ଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାମରେ ୱେବ୍ସସାଇଟ କରି ୧୭ ରାଜ୍ୟର ପାଖାପାଖି ୩୫ ଲକ୍ଷ ପିଲାଙ୍କୁ ଠକିବାରେ ସଫଳ ହୋଇଥିଲା ଅମିତ । ଫେକ

ତହସିଲଦାର ଅଫିସ ଆଗରେ ଆତ୍ମହୁତି କରିଥିବା ଯୁବକ ମୃତ

ନୂଆପଡା: ପେଟ୍ରୋଲ ଢାଳି ନିଆଁରେ ପୋଡି ହୋଇ ଯୁବକ ମୃତ। ନୂଆପଡା ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଜଗଦିଶ ଚୌହାନ ନାମକ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଥିଲେ। ହେଲେ ଆଜି