Browsing Category

ଅପରାଧ

ଗ୍ୟାଙ୍ଗଷ୍ଟାର ଟିମନ ଘରେ ବୁଲଡୋଜର ବୁଲାଇଲା ପ୍ରଶାସନ…

ବଲାଙ୍ଗୀର ସହରର ଜଣାଶୁଣା ଗ୍ୟାଙ୍ଗଷ୍ଟାର ଟିମନ କୁମ୍ଭାରର ଆଲିସାନ ଘରେ ଚାଲିଲା ବୁଲଡୋଜର । କିଛି କ୍ଷଣ ମଧ୍ୟରେ ଟିମନର ଘର ଓ ଅଫିସକୁ ମାଟିରେ ମିଶାଇ ଦେଲା ପ୍ରଶାସନ । ପୂର୍ବରୁ ଏକାଧିକ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବା ଟିମନ। ବଲାଙ୍ଗୀର ପୌର ସଂସ୍ଥା ଲର୍କିପାଲିଠାରେ ସରକାରୀ

ବସ୍ତାରୁ ଭର୍ତ୍ତି ମଣିଷର ଖପୁରୀ ଓ ହାଡ଼ ଉଦ୍ଧାର, ହତ୍ୟା ସନ୍ଦେହ

ବାଲେଶ୍ୱର : ବସ୍ତାରେ ଭର୍ତ୍ତି ମଣିଷର ଖପୁରୀ ଓ ହାଡ଼ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି ନାଳରୁ ଉଦ୍ଧାର ହୋଇଛି। କେହି ଜଣେ ବ୍ୟକ୍ତି କୈାଣସି ଏକ ଲୋକକୁ ହତ୍ୟା କରି ବସ୍ତାରେ ପୁରାଇ ପରିତ୍ୟକ୍ତ ନାଳରେ ଭର୍ତ୍ତି କରିଥିବା ଅନୁମାନ କରାଯାଉଛି।

କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ଘଟଣା: ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମା ଅଧୀନରେ କେନ୍ଦୁ ପତ୍ର ବିଭାଗରେ ଚଞ୍ଚକତା କରି ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ରେଞ୍ଜର ଦୁର୍ଗା ପ୍ରସାଦ ନାୟକଙ୍କୁ ନିଲମ୍ବିତ କରାଯାଇଛି। ପଞ୍ଜୀକୃତ କେନ୍ଦୁ ପତ୍ର ତୋଳାଳି ମାନଙ୍କ

ବାଘ ଧରାପକାଇବାକୁ ଜଙ୍ଗଲରେ ଲାଗିଥିଲା ଟ୍ରାକ୍‌ କ୍ୟାମେରା ଚୋରି

କେନ୍ଦୁଝର: ବାଘକୁ ଧରାପକାଇବା ପାଇଁ ଜଙ୍ଗଲରେ ଖଞ୍ଜା ଯାଇଥିବା ଟ୍ରାକ୍‌ କ୍ୟାମେରା ଚୋରି ହୋଇଯାଇଛି। କେନ୍ଦୁଝର ଜିଲ୍ଲାରେ ମହାବଳ ବାଘକୁ ନେଇ ବନ ବିଭାଗର ଚିନ୍ତା ବଢ଼ିଥିବା ବେଳେ ଏବେ ବାଘକୁ ଟ୍ରାକ୍‌ କରିବା ପାଇ ଲଗା ଯାଇଥିବା ଦୁଇଟି ଟ୍ରାକ୍‌ କ୍ୟାମେରା ଚୋରି ହୋଇଯାଇଛି। ଏନେଇ ବନ

ସରକାରୀ ବାସଭବନରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର…

ଯାଜପୁର: ସରକାରୀ ବାସଭବନରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ। ସୂଚନା ମୁତାବକ ବ୍ଲକର କବାଟବନ୍ଧ, ବୃନ୍ଦଦେଇପୁର ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ବ୍ରହ୍ମାନନ୍ଦ ପଣ୍ଡା ଗତକାଲି ରାତିରେ ତାଙ୍କ ସରକାରୀ

ନିଃସର୍ତ୍ତ ନ୍ୟୁଜ୍ ର ମହା ପ୍ରଭାବ : କାର୍ଯ୍ୟରୁ ନିଲମ୍ବନ ହେଲେ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ…

ଜାଲରେ ଛୋଟ ମାଛ ବଡ ମାଛ କେବେ....? ମାଲକାନଗିରି // ଚିତ୍ରକୋଣ୍ଡା : ଆଜି ଅର୍ଥାତ୍ ୧୦.୦୩.୨୦୨୩ ବାଲିମେଳା ବନାଞ୍ଚଳ ଅଧୀନସ୍ଥ କୁଡୁମୁଲୁଗୁମ୍ମା କେନ୍ଦୁ ପତ୍ର ବିଭାଗରେ ଫରେଷ୍ଟର ଭାବେ ନିଜ ଦାୟିତ୍ୱ ସମ୍ପାଦନ କରୁଥିଲେ ପଦ୍ମିନୀ ପଟ୍ଟନାୟକ । ତେବେ ବିଗତ କିଛି ଦିନ ଧରି ତାଙ୍କ

ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା ଧମକ। ଥାନାରେ ମାମଲା ରୁଜୁ…

ହିଞ୍ଜିଳିକାଟୁ,୯।୩ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଶାସନଆମ୍ବଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଡାକ ବିଶ୍ବାଳଙ୍କୁ ଗାଁର ୨ଜଣ ଯୁବକ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ସୂଚନାନୁସାରେ ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ଵଗାଁ ପଞ୍ଚାୟତ ପୂର୍ବତନ ସରପଞ୍ଚ ଡାକ ବିଶ୍ୱାଳ ତାଙ୍କ

ମୃତବ୍ୟକ୍ତିଙ୍କ ଶବରୁ ଟଙ୍କା ଶୋଷୁଛି ଜଙ୍ଗଲ ବିଭାଗର କେନ୍ଦୁ ପତ୍ର ଶାଖା..!

ଚେଇଁ ସୋଇଛି ରାଜ୍ୟ ସରକାର... ମାଲକାନଗିରି/କୁଡୁମୁଲୁଗୁମ୍ମା : ଦୁର୍ନୀତି ମୁକ୍ତ ସମାଜ ପରିକଳ୍ପନା ସମୟରେ ଓଡ଼ିଶା ଭଳି ଏକ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଏତେ ସୁଦୃଢ଼ ଯେ , ବିଭିନ୍ନ ବିଭାଗ ନିମନ୍ତେ ବିଭାଗୀୟ ସଚିବ ନ୍ୟସ୍ତ ଥିବା ସତ୍ତ୍ଵେ 5T ର ଆବିର୍ଭାବ ଏଠାରେ ହୋଇପାରେ ।

ବାଲେଶ୍ବର ଏସିଡ୍ ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ସ୍ବାମୀ କୋଲକାତାରୁ ଗିରଫ…

ବାଲେଶ୍ବର: ଏସିଡ୍‌ ମାଡ଼ ଘଟଣାରେ ଆଜି ପୁଲିସ ମୁଖ୍ୟ ଅଭିଯୁକ୍ତ ଚନ୍ଦନ କୁମାର ରଣା ଓ ତାର ସହଯୋଗୀ ତଥା ଏସିଡ୍‌ ବିକ୍ରେତାକୁ ଗିରଫ୍‌ କରିଛି। ଏନେଇ ଆଜି ଅପରାହ୍ନରେ ସହଦେବଖୁଣ୍ଟା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଚନ୍ଦନକୁ

ଡାହାଣୀ ସନ୍ଦେହରେ ମା’କୁ ତଣ୍ଟିଚିପି ହତ୍ୟା କଲା ପୁଅ

ମୟୂରଭଞ୍ଜ: ଡାହାଣୀ ସନ୍ଦେହରେ ମା’କୁ ମାରିଲା ପୁଅ । ଏପରି କରୁଣ ପରିଣତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଟାଶିଳା ଗ୍ରାମରେ। ବୁଧବାର ବିଳମ୍ବିତ ରାତିରେ ଡାହାଣୀ ସନ୍ଦେହରେ ନିଜ ଜନ୍ମକଲା ମାଆ କାର୍ମି ମୁର୍ମୁ(୬୦)କୁ ବଡ଼ ପୁଅ ଗଜେନ୍ଦ୍ର