Browsing Category

ଅପରାଧ

ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଦୁଇ ଲୁଟେରାଙ୍କୁ ଗିରଫ କଲା କ୍ୟାଣ୍ଟନମେଣ୍ଟ ଥାନା ପୁଲିସ…

କଟକ: କ୍ୟାଣ୍ଟନମେଣ୍ଟ ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ଥାନାର ପୁଲିସ ଟିମ୍‌ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଦୁଇ ଜଣ ମୋବାଇଲ୍‌ ଫୋନ୍‌ ଲୁଟେରାଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୯୦ଟି ମୋବାଇଲ ଫୋନ୍‌ ଜବତ କରିଛି। ଏହାର ବଜାର ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା ହେବ। …

ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଏସ୍‌ଆଇ ଓ ହୋମଗାର୍ଡ…

ବାଲେଶ୍ୱର: ଖନ୍ତାପଡ଼ା ଥାନାରେ ବୁଧବାର ଅପରାହ୍‌ଣରେ ଭିଜିଲାନ୍ସର ଏହି ଚଢ଼ଉ ହୋଇଛି। ଏହି ଥାନାରେ ଏକ ମାମଲାର ରଫାଦଫା କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏଏସ୍‌ଆଇ ଓ ହୋମଗାର୍ଡ। ଭିଜିଲାନ୍‌ସ ହାତରେ ପୁଲିସ ଏଏସ୍‌ଆଇ ରତିକାନ୍ତ ଦାସ ଓ…

ପାୱାର ଚ୍ୟାନେଲକୁ ଡେଇଁଥିବା ଭିସୁଟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ପାୱାର ଚ୍ୟାନେଲକୁ ଡେଇଁ ଗତକାଲିଠୁ ନିଖୋଜ ଥିବା ବୁର୍ଲା ଭିସୁଟ ଛାତ୍ରୀଙ୍କ ମୃତଦେହ ଆଜି ଠାବ ହୋଇଛି। ଅଗ୍ନିଶମ କର୍ମଚାରୀ ଗତକାଲି ରାତିରୁ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଆଜି ପୂର୍ବାହ୍ନ ପ୍ରାୟ ୯ଟା ପରେ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହକୁ ଠାବ କରିଛନ୍ତି।…

ବିଜେପି ଯୁବମୋର୍ଚ୍ଚାର ଘେରାଉ ଘଟଣା: ବନ୍ଧାହେଲେ ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ୨୨ କର୍ମୀ

ଭୁବନେଶ୍ୱର : ଲୋୟର ପିଏମଜିରେ ରେ ବିଜେପି କର୍ମୀଙ୍କ ଖଣ୍ଡଯୁଦ୍ଧ ଘଟଣାରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସହ ୨୨ ଗିରଫ । ଇରାଶିଷ ପୂର୍ବରୁ ହତ୍ୟା ମାମଲାରେ ଜେଲ ମଧ୍ୟ ଯାଇଛନ୍ତି। ପୋଲିସକୁ ଲହୁଲୁହାଣ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ…

ବିଜେପିର ପୂର୍ବତନ ଉପସଭାପତିଙ୍କୁ ମରଣାନ୍ତକ ଆକ୍ରମଣ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିଜେପିର ପୂର୍ବତନ ଉପସଭାପତି ଅଜିତ ଦାସଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣରେ ଅଜିତଙ୍କ ଦୁଇ ଗୋଡ ଭାଙ୍ଗି ଯାଇଛି। ଏହାସହ ତାଙ୍କ ହାତ, ମୁହଁ ସମେତ…

ବାଣ ବିସ୍ଫୋରଣରେ ଦୁଇ ମୃତ, ଦୁଇ ଗୁରୁତର…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ଇଛାପୁରର ମାଧୁରୀ ବଜାର ଠାରେ ବାଣ ବିସ୍ପୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯଇଛି । ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । …

କଟକରେ ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଠାବ, ଜଣେ ଅଟକ…

କଟକ: ଥମୁନି ନକଲି ଜିନିଷ କାରବାର । ପୂର୍ବରୁ ଅନେକ ନକଲି ଦ୍ରବ୍ୟ ଚିହ୍ନଟ କରାଯାଇଥିବା ବେଳେ ବର୍ତ୍ତମାନ ପୁଣି ନକଲି ମେଡିସିନ୍ ଜବତ ହୋଇଛି । ଏ ମାମଲାରେ ଜଣକୁ ଅଟକ ରଖି ପୁରୀଘାଟ ଥାନା ପୋଲିସ ପଚରାଉଚରା କରିଛି । କଟକ ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର…

ଚିକିତ୍ସା ଅବହେଳାରୁ ଏମ୍‌କେସିଜିରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ…

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର କୁହାଯାଇଥିବା ଏମ୍‌କେସିଜି ମେଡ଼ିକାଲ କଲେଜ ଓ ହସ୍‌ପିଟାଲର ରୋଗୀ ଚିକିତ୍ସା ବ୍ୟବସ୍ଥା ନିମ୍ନଗାମୀ ହୋଇଛି । ଯାହାଫଳରେ ଚିକିତ୍ସା ଅବହେଳାରୁ ସାଧାରଣ ରୋଗୀଟି ଅକାଳରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇ ଆସୁଛି । ମେଡକାଲରେ କାର୍ଯ୍ୟ…

ସ୍ତ୍ରୀକୁ ପିଟିପିଟି ମାରିବା ପରେ ବିଷ ପିଇ ଜୀବନ ହାରିଲା ସ୍ୱାମୀ…

ସୋର ; ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ମାରି ବିଷ ପିଇଲା ସ୍ୱାମୀ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ତିଳଦା ଆଠଘରିଆ ଗାଁରେ ଅଘଟଣ ଘଟିଛି। ମୃତକ ହେଲେ ବାବୁ ଦାସ ଓ ମିନାକ୍ଷୀ ଦାସ। କୌଣସି କାରଣରୁ ଦୁଇଜଣଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ହାତାହାତି ହୋଇଥିଲେ…

ବାହାଘର ପୂର୍ବରୁ ବିଷ ପିଇ ଜୀବନ ହାରିଲେ ଯୁବତୀ…

ଭଞ୍ଜନଗର : ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ନୂଆଁଟାଙ୍ଗଣ ଗାଁରେ ଘଟିଛି ଏଭଳି ଘଟଣା । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । …