Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଗ୍ରାମସଭା ପାଲଟିଲା ରଣକ୍ଷେତ୍ର : ଗୋଡେଇ ଗୋଡେଇ ନେତାଙ୍କୁ ଆକ୍ରମଣ କଲେ ଲୋକେ
ପିପିଲି: ଗ୍ରାମସଭା ପାଲଟିଗଲା ରଣକ୍ଷେତ୍ର । ତାତିଲେ ଜନତା । ଜନନେତାଙ୍କୁ ନିର୍ଧୂମ ଛେଚିଲେ ଉଗ୍ର ଜନତା । ସର୍ବ ସମ୍ମୁଖରେ ଏହି ହାଇଡ୍ରାମା ଚାଲିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍କୁ ନାକେଦମ ହେବାକୁ ପଡ଼ିଲା। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାଣ୍ଡେରା ପଂଚାୟତ!-->…
ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ; ୩ ଯବାନ ସହିଦ, ୨ ଗୁରୁତର
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ରେ ପୋଲିସ ମାଓବାଦୀ ମଧ୍ୟରେ ବଡ ଧରଣର ଗୁଳିବିନିମୟ। ମାଓବାଦୀ ଗୁଳିରେ ୩ ଯବାନ ସହୀଦ ଦୁଇ ଜଣ ଯବାନ ଗୁରୁତର। ଜାଗରରଣ୍ଡା ଜଙ୍ଗଲ ରେ DRG ଯବାନ ମାଓ ଦମନ ଅପରେସନ ବେଳେ ମାଓବାଦୀ ଆମ୍ବସ ବିଛାଇ ଅତର୍କିତ ଫାଇରିଂ!-->…
ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟା ବଡ଼ ଭାଇ ଗୁରୁତର
କଣ୍ଟାବାଞ୍ଜି : ତୁରେକେଲା ଥାନା ମୁରିବାହାଲ ଗାଁରେ ବିଳମ୍ବତ ରାତି ଘଟିଛି ଅଭାବନୀୟ ଘଟଣା । ରାୟପୁର କୁକୁରବେଡା ଗାଁରୁ ଆସିଥିବା ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ ଭାଇ ଗୁରୁତର ହୋଇଥିବା ବେଳେ ତାଙ୍କ ସମ୍ପର୍କୀୟ ଆହତ ହୋଇଛନ୍ତି । ଏହା ପରେ ବିବାହକୁ ମଧ୍ୟ କନ୍ୟା ଘର ଲୋକ!-->…
ଆଇଟିଆର୍ ବରିଷ୍ଠ ଅଧିକାରୀଙ୍କୁ ଗିରଫ ପରେ ୪ ଦିନ ରିମାଣ୍ଡରେ ନେବ ବାଲେଶ୍ୱର ପୋଲିସ
ଜଳେଶ୍ୱର ; ଖୋଲିବ ପାକିସ୍ତାନ ହନିଟ୍ରାପ୍ର ଗୁମର । ସତ ଉଗାରିବେ ଗିରଫ ଚାନ୍ଦିପୁର ଆଇଟିଆର୍ ବରିଷ୍ଠ ଅଧିକାରୀ ବାବୁରାମ ଦେ । ତାଙ୍କୁ ଆଜିଠୁ ୪ ଦିନ ରିମାଣ୍ଡରେ ନେବ ବାଲେଶ୍ୱର ପୋଲିସ । ବାବୁରାମଙ୍କ ଆର୍ଥିକ କାରବାର ନେଇ ଖୋଳତାଡ ହେବ । ପାକିସ୍ତାନୀ ସୁନ୍ଦାରୀଙ୍କୁ ଗୁପ୍ତ ତଥ୍ୟ!-->…
ଷ୍ଟ୍ରିଟ୍ ଲାଇଟ କଟିଗଲା ବୋଲି ଲାଇନମ୍ୟାନକୁ ଡାକି ସଜାଡ଼ିବାରୁ ଗୋଟିଏ ପରିବାରକୁ ଗ୍ରାମବାସୀମାନେ କଲେ ବାସନ୍ଦ…
ବ୍ରହ୍ମପୁର: ଗ୍ରାମରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଲାଇନମ୍ୟାନ କାଟିଦେଇଥିବାରୁ ଗୋଟିଏ ପରିବାରକୁ ଗ୍ରାମବାସୀମାନେ ଦୋଷ ଦେଇ ସାମାଜିକ ବାସନ୍ଦ କରିଥିବା ଅଭିଯୋଗ ହୋଇଛି । ଉକ୍ତ ପରିବାର ସହିତ ତାଙ୍କ ମାମୁଁ ଘର ସମ୍ପର୍କ ରଖୁଥିବାରୁ ସେହି ପରିବାରକୁ ମଧ୍ୟ ବାସନ୍ଦ କରାଯାଇଛି । ଏଭଳି!-->…
ଛାତ୍ରଙ୍କ ବୃତ୍ତି ପାଇଁ ଲାଞ୍ଚ ମାଗି ବନ୍ଧା ହଲେ ଶିକ୍ଷକ ଏବଂ ଡାଟା ଏଣ୍ଟ୍ରି ଅପରେଟର…
ଭୁବନେଶ୍ୱର: ଲାଞ୍ଚ ନେବା ନିଶା ଏତେ ଘାରିଲା ଶିକ୍ଷକ ହୋଇ ଛାତ୍ରଙ୍କୁ ଲାଞ୍ଚ ମାଗିଲେ । ଏପରିକି ଛାତ୍ର ଜଣଙ୍କ ଥାଲାସେମିଆ ରେଗରେ ପିଡିତ ଥିଲେ ମଧ୍ୟ ଲାଞ୍ଚ ନେବାକୁ ଟିକେବି କୁଣ୍ଠାବୋଧ କଲେ ନାହିଁ । ସେମାନଙ୍କ ଏଭଳି ଅମାନବିୟ କାଣ୍ଡକୁ ବୋଧ ହୁଏ ଧର୍ମ ସହିଲାନି । ଶିକ୍ଷକ ଏବଂ ତାଙ୍କ!-->…
ମର୍ମନ୍ତୁଦ ଦୁର୍ଘଟଣା: ଜଣେ ମୃତ, ବାପାପୁଅ ଗୁରୁତର
କୋଇଡା: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ । ଦୁର୍ଘଟଣାରେ ବାପା ଓ ୪ ବର୍ଷର ପୁଅ ଗୁରୁତର ହୋଇଥିବା ବେଳେ ସଂପକୀୟ ମୃତ । ପାଟମୁଣ୍ଡାରୁ ଫେରିବା ବେଳେ ସଣୁଆ ନିକଟରେ ଦୁର୍ଘଟଣା ।
ପୋଲିସକୁ ଆକ୍ରମଣ କରି ଫେରାର ଗୋରୁ ମାଫିଆ…
ଆଠଗଡ଼ : ପୋଲିସକୁ ଗୋରୁ ମାଫିଆଙ୍କ ଆକ୍ରମଣ । ଆଠଗଡ଼ ତିଗିରିଆ ଶାସନ ଛକ ନିକଟରେ ଘଟିଛି ଏପରି ଘଟଣା। ଭୂଜାଲି, ବନ୍ଧୁକ ଓ ରଡ ଦ୍ଵାରା ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ପନ୍ଦରରୁ ଅଧିକ ଚୋରା ଗୋରୁ ମାଫିଆଙ୍କ ମିଳିତ ଭାବେ ଆକ୍ରମଣ କରିଛନ୍ତି।
ତିଗିରିଆ ଥାନା ଅଧିକାରୀ!-->!-->!-->…
ପାର୍କ ନିକଟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର : ଡମଣା କେଳୁଚରଣ ପାର୍କ ନିକଟରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତ ମହିଳାଙ୍କ ନାଁ ଝିଲି ବେହେରା ବୋଲି ଜଣାପଡିଛି ।
ଘର ଡମଣା ଅଞ୍ଚଳରେ। ସୂଚନା ଅନୁସାରେ ଗତକାଲି ଘରୁ ନିଖୋଜ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ତେବେ ସକାଳୁ କେଳୁ ଚରଣ ପାର୍କ ନିକଟ!-->!-->!-->…
ମଦୁଆ ଡ୍ରାଇଭରର ଉନ୍ମତ୍ତ କାଣ୍ଡ: ବରଯାତ୍ରୀଙ୍କ ଉପରେ ଚଢାଇ ଦେଲା ଗାଡି, ଜଣେ ମୃତ; ୯ ଜଣ ଗୁରୁତର
ବଲାଙ୍ଗିର ; ମଦୁଆ ଡ୍ରାଇଭରଙ୍କ ଉନ୍ମତକାଣ୍ଡ। ବରଯାତ୍ରୀଙ୍କ ଉପରେ ଚଢାଇ ଦେଲା ଗାଡି। ଫଳରେ ଜଣେ ମୃତ ୯ ଜଣ ଗୁରୁତର । ୯ ଜଣଙ୍କ ମଧ୍ୟରୁ ଦୁଇ ଜଣ ବୁର୍ଲାକୁ ସ୍ଥାନାନ୍ତର ହୋଇଛନ୍ତି। ମୃତକ ହେଲେ ବାଘଝରଣ ଗାଁର ରାଜ ବରିହା ।
ସୂଚନାମୁତାବକ ଖପ୍ରାଖୋଲ ବାଘଝରଣ ଗାଁରୁ ହିର୍ଲି!-->!-->!-->…