Browsing Category

ଅପରାଧ

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣା, ଜାମିନ୍‌ ଆବେଦନ କଲା ଅଭିଯୁକ୍ତ ଗୋପାଳ ଦାସ…

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ଗିରଫ ହେଲା ଏଏସଆଇ ଗୋପାଳ ଦାସ । ଗିରଫ ପରେ ଏବେ ଜାମିନ୍‌ ଆବେଦନ କରିଛି ଅଭିଯୁକ୍ତ ଗୋପାଳ ଦାସ । ଝାରସୁଗୁଡ଼ା JMFC କୋର୍ଟରେ କରିଛି ଜାମିନ ଆବେଦନ। ଓକିଲଙ୍କ ଜରିଆରେ ଜାମିନ୍‌ ଆବେଦନ କରିଛି ଅଭିଯୁକ୍ତ ଗୋପାଳ। …

୨୦୧୩ରେ ଗୋପାଳଙ୍କୁ ମିଳିଥିଲା ବନ୍ଧୁକ, ସାମ୍ନାକୁ ଆସିଲା ପିସ୍ତଲ ଇସ୍ୟୁର ଡକ୍ୟୁମେଣ୍ଟ…

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ନବଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ତନାଘନା ଆରମ୍ଭ ହୋଇଛି । ଏହି ମାମଲାର ଅଭିଯୁକ୍ତ ବହିଷ୍କୃତ ଏଏସଆଇ ଗୋପାଳ ଦାସଙ୍କୁ କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି । ଏହାରି ମଧ୍ୟରେ ଅଭିଯୁକ୍ତ ଗୋପାଳଙ୍କୁ ନେଇ…

ଭିଜିଲାନ୍ସ ଜାଲରେ ବଡ ମାଛ (ଟିପିଏସଓଡିଏଲ୍) ଜିଏମ୍, ୧୦ଟି ସ୍ଥାନରେ ଚଢ଼ାଉ…

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ଟିପିଏସଓଡିଏଲ୍ ଜିଏମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିପିଏସଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟର ଜିଏମ୍‌ ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବ୍ରହ୍ମପୁର ଓ ପୁରୀର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ…

ଭୁବନେଶ୍ୱର: ନିଶା ନିବାରଣ କେନ୍ଦ୍ରନାଁରେ ପୁଣି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନରେ ଥିବା ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଯୁବକଙ୍କ ପରିବାର ଲୋକଙ୍କ ପକ୍ଷରୁ ଆସିଛି ଅଭିଯୋଗ । ଖବର ଅନୁଯାୟୀ, ପଥର…

ନବ ଦାସଙ୍କୁ ହତ୍ୟା ଘଟଣା: ଫୋରେନସିକ ଲାବ୍‌ ଗଲା ଜବତ ହୋଇଥିବା ପିସ୍ତଲ, ଗୁଳି…

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣାକୁ ଦୁଇ ଦିନ ହେଲାଣି । କିନ୍ତୁ ଏଯାଏ ଜଣା ପଡ଼ିନି କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲା ଗୋପାଳ କୃଷ୍ଣ ଦାସ ? ଗତକାଲି ଗୋପାଳ ଦାସଙ୍କୁ ଗିରଫ ଦର୍ଶାଇଥିଲା କ୍ରାଇମବ୍ରାଞ୍ଚ। ଗୋପାଳ ଦାସଙ୍କୁ…

ଅର୍ଚ୍ଚନା ନାଗ ଦେବେ ଲ’ ପରୀକ୍ଷା, କୋର୍ଟଙ୍କ ଅନୁମତି କ୍ରମେ ଜେଲରେ ରହି ଦେବେ ପରୀକ୍ଷା

ଭୁବନେଶ୍ୱର: ଅର୍ଚ୍ଚନା ନାଗ ଦେବେ ଲ’ ପରୀକ୍ଷା । ଝାରପଡ଼ା ଜେଲ୍‌ ଭିତରେ ଦେବେ ପରୀକ୍ଷା । ଏଥିପାଇଁ ଜେଲ୍‌ ମାନୁଆଲ ଅନୁୟାୟୀ ପରୀକ୍ଷା ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି । ଜାନୁଆରୀ ୩୧ରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। କ୍ୟାପିଟାଲ ଲ କଲେଜରେ ଇଣ୍ଟିଗ୍ରେଟେଡ…

ଗୁଜରାଟରେ କନିଷ୍ଠ କିରାଣୀ ପଦବୀ ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାରେ ଅଭିଯୁକ୍ତ ଶିକ୍ଷକ ମାଲକାନଗିରି ରୁ ଗିରଫ…

ମାଲକାନଗିରି : ୩୦/୧ ଗତକାଲି ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡ ତରଫରୁ ଗତ କିଛି ଦିନ ତଳେ କନିଷ୍ଠ କିରାଣୀ ପଦବୀ ପାଇଁ ପରୀକ୍ଷା ହେବାର ଥିଲା।କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବାରୁ ଏହି ପରୀକ୍ଷାକୁ ବାତିଲ କରାଯାଇଛି।ଏହି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ହେବା ପରେ…

ଅଭିଯୁକ୍ତ ଗୋପାଳ ଦାସ ଦୋଷ ସ୍ୱୀକାର କରିଛି : ଅରୁଣ ବୋଥ୍ରା…

ଝାରସୁଗୁଡ଼ା: ଦୋଷ ସ୍ବୀକାର କଲା ନବକିଶୋର ଦାସ ହତ୍ୟା ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ । ଅଧିକ ତଥ୍ୟ ସଂଗ୍ରହ ପାଇଁ ରିମାଣ୍ଡ ଆବେଦନ କରାଯିବ । ସମସ୍ତ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ନବକିଶୋର ଦାସ ହତ୍ୟା ମାମଲାର ତଦନ୍ତ…

ଯୁବତୀଙ୍କୁ ଦୁର୍ବ୍ୟବହାର ଓ ବ୍ଲାକମେଲିଂ ଅଭିଯୋଗ: ବିଏମ୍‌ସି ଡେପୁଟି କମିଶନର ଥାନାରେ ଅଟକ…

ଭୁବନେଶ୍ବର: ବିଏମ୍‌ସି ଡେପୁଟି କମିଶନର ଥାନାରେ ଅଟକ। ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର ଓ ବ୍ଲାକମେଲିଂ ଅଭିଯୋଗରେ ବିଏମ୍‌ସି ଡେପୁଟି କମିଶନର ଯୋଗେଶ୍ୱର ନାୟକଙ୍କୁ ଲିଙ୍ଗରାଜ ଥାନାରେ ଅଟକ ରଖାଯାଇଛି। ଅଟକ ରଖିବା ପରେ ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ଯୋଗେଶ୍ୱରଙ୍କ ପାଲଟା ଅଭିଯୋଗ ଆଣିଛନ୍ତି।…