Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ପରକ୍ରୀୟା ପ୍ରୀତିର କରୁଣ ପରିଣତି, ମହିଳାଙ୍କୁ ହାଣିଲା ଯୁବକ…
ବ୍ରହ୍ମପୁର: ପରକ୍ରୀୟା ପ୍ରୀତିର କରୁଣ ପରିଣତି । ମହିଳାଙ୍କୁ ଯୁବକର ମରଣାନ୍ତକ ଆକ୍ରମଣ । ମହିଳାଙ୍କୁ ରକ୍ଷା କରିବାକୁ ଯାଇ ଆଉ ଜଣେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଘଟଣା ପରେ ରକ୍ତ ଭିଜା କାତି ସହ ଥାନାରେ ଆତ୍ମ ସମର୍ପଣ କଲା ଅଭିଯୁକ୍ତ । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ!-->…
ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ…
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା। ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ, ଗତ ୧୮ ତାରିଖରେ ଆନନ୍ଦପୁର ଉପଖଣ୍ଡ ସୋସା ଥାନା ଅଞ୍ଚଳର ଜଣେ ମହିଳା!-->…
ଗଛରେ ଧକ୍କା ହୋଇ ଜଳିଗଲା ବୋଲେରୋ, ଜଣେ ମୃତ ୩ ଗୁରୁତର…
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା କର୍ଲାଖମନ ନିକଟ ଡୁମେରମୁଣ୍ଡା ଛକ ନିକଟରେ ଗତକାଲି ରାତି ଏକ ବେଲେରୋ ଗଛରେ ପିଟି ହୋଇ ଜଳିଯାଇଛି । ଏଥିରେ ଜଣେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଗଡ଼ପୋଷ ଅଞ୍ଚଳର ସୁରେଶ ଲୁଗୁନ (୩୫) ବୋଲି!-->…
ବରମୁଣ୍ଡା ଟର୍ମିନାଲରେ ହୁ ହୁ ହୋଇ ଜଳାଗଲା ବସ୍…
ଭୁବନେଶ୍ବର: ବସରେ ଲାଗିଲା ନିଆଁ । କିଛି ସମୟ ଭିତରେ ହୁ ହୁ ହୋଇ ଜଳାଗଲା ବସ୍ । ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଏହି ଘଟଣା ଘଟିଛି । ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସରେ ନିଆଁ ଲାଗିଥିଲା ।
ଘଟଣାସ୍ଥଳରେ ନିଆଁ ଲିଭା କାମରେ ଲାଗିଥିଲା ଅଗ୍ନିଶମ ବାହିନୀର ୨ଟି ଟିମ୍ । ତେବେ!-->!-->!-->…
ଗୁଣି ଗାରେଡ଼ି ସନ୍ଦେହ, ଦାଦାର ତୀର ମାଡ଼ରେ ପୁତୁରା ଗୁରୁତର
ଆନନ୍ଦପୁର: ଦାଦାର ତୀର ମାଡ଼ରେ ପୁତୁରା ଗୁରୁତର । ଗୁଣି ଗାରେଡ଼ି ସନ୍ଦେହରେ ଦାଦା ପୁତୁରାକୁ ତୀର ମାଡ଼ କରିଥିବା ସୂଚନା ମିଳିଛି। ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କନ୍ତୋ ଗାଁରେ ଘଟିଛି ଅଭାବନୀୟ!-->!-->!-->…
ଗଞ୍ଜେଇ ଗାଡ଼ିକୁ ପିଛା କରି ପୋଲିସ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ASI ଆହତ
ମୋହନା : ଗଜପତି ମୋହନା ଥାନା ଅନ୍ତର୍ଗତ କ୍ରାଡ଼ିକୁପା ଗ୍ରାମ ନିକଟରେ ୧୧୨ ପୋଲିସ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ସକାଳ ସମୟରେ ଅନ୍ତରବା ପଟରୁ ଆସୁଥିବା ଏକ ଗଞ୍ଜେଇ ଗାଡ଼ି କୁ ପିଛା କରିବା ସମୟରେ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଗାଡିଟି ରାସ୍ତା କଡ଼କୁ ଓଲଟି ପଡ଼ିଥିବା!-->…
ବନ୍ଧୁକ ଦେଖାଇ ନେଇଗଲେ ୩ଲକ୍ଷରୁ ଅଧିକ ଟଙ୍କା…
ସୋର : ବନ୍ଧୁକ ଦେଖାଇ ୩ ଲକ୍ଷ ୭୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ସୋର ଅନନ୍ତପୁର ଫାଣ୍ଡିଗୁଡ୍ ଅନ୍ତର୍ଗତ ବଡେଇବାଙ୍କ ଛକରେ ଏହି ଲୁଟ୍ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, କିଓସ୍କ ବ୍ୟାଙ୍କକୁ ଟଙ୍କା ନେଇଯିବା ବେଳେ!-->!-->!-->…
ସୁଟ୍କେସ୍ରୁ ମୃତଦେହ ମିଳିବା ଘଟଣାରେ ସ୍ତ୍ରୀ ହିଁ ମୁଖ୍ୟ ଅଭିଯୁକ୍ତ, ୩ ଗିରଫ
ଖୋର୍ଦ୍ଧା: ସୁଟକେସରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ । ସ୍ତ୍ରୀ କରିଥିଲା ମର୍ଡର ପ୍ଲାନ୍ । ସମ୍ପର୍କୀୟ ଭାଇ ଓ ଜଣେ ସହଯୋଗୀ ସହାୟତାରେ ସ୍ୱାମୀକୁ ମାରିଛି ସ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ଜଙ୍ଗଲରୁ ସୁଟକେସରୁ ମୃତହେହ ଉଦ୍ଧାର ଘଟଣାରେ ସ୍ତ୍ରୀ ସମେତ ୩ ଜଣଙ୍କୁ ଗିରଫ!-->…
ସମ୍ବଲପୁରର ବିଶିଷ୍ଟ ଡାକ୍ତର ଯତୀନ୍ଦ୍ର ମୋହନ ପୂଜାରୀଙ୍କ ସୁଇସାଇଡ ନୋଟ ଜବତ
ସମ୍ବଲପୁର : ୮୬ ବର୍ଷ ବୟସରେ ଡାକ୍ତରଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା କରିଛନ୍ତି ସମ୍ବଲପୁରର ବିଶିଷ୍ଟ ଡାକ୍ତର ଯତୀନ୍ଦ୍ର ମୋହନ ପୂଜାରୀ। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ୍ ।
ସୁଇସାଇଡ ନୋଟରେ ଲେଖାଯାଇଛି ‘କ୍ଷମା କରିଦେବ’। ଯତୀନ୍ଦ୍ରଙ୍କ ପୁଅ ବାହାରେ!-->!-->!-->…
ବ୍ରିଜ ତଳକୁ ଖସିଲା ବସ୍ : ୨ମୃତ, ୪୦ଗୁରୁତର…
ଢେଙ୍କାନାଳ: ସକାଳୁ ସକାଳୁ ଦୁର୍ଘଟଣା । ଢେଙ୍କାନାଳ ସଦର ଥାନା ଢେଙ୍କାନାଳ ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚୁପଟି ନିକଟ କେନାଲକୁ ଓଲଟିଲା ପିକନିକ ବସ । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ବସରେ ଥିବା ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଅଛନ୍ତି। ମୃତାହତ ମାନେ କେନ୍ଦ୍ରାପଡା!-->…