Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଭିନ୍ନକ୍ଷମ ଯୁବତୀଙ୍କୁ ହତ୍ୟା ଅଭିଯୋଗ : ଦୁଇ ଗିରଫ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ନୁଆଁଗାଁ ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡା ଗ୍ରାମର ଭିନ୍ନକ୍ଷମ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଖବର ହସ୍ତଗତ ହୋଇଛି।
ବ୍ରହ୍ମପୁର ପୋଲିସ ଥାନା ଅନ୍ତର୍ଗତ କ. ନୁଆଗାଁ ଚୌଧୁରୀ ଟିକରପଡା!-->!-->!-->…
ଡକାୟତି କରି ଧରାପଡ଼ିଲେ ଦୁଇ ଛାତ୍ର…
ସୋନପୁର: ଡକାୟତ ଗ୍ୟାଙ୍ଗରେ କଲେଜ ଛାତ୍ର। ଆଜି ପୁଲିସ ଧରିଥିବା ଏକ ଡକାୟତ ଗ୍ୟାଙ୍ଗରେ ୨ ଜଣ ଛାତ୍ର ରହିଛନ୍ତି। ଯାହାକୁ ନେଇ ସବୁ ମହଲରେ ଉଦ୍ବେଗ ବଢ଼ିବାରେ ଲାଗିଛି। ପାଠପଢ଼ି ଭଲ ମଣିଷ ହେବା ବଦଳରେ ଛାତ୍ରମାନେ ଅପରାଧ ଦୁନିଆରେ ପାଦ ରଖିବା ଅଲୋଚନାର ବିଷୟ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା!-->…
ହ୍ୟୁମାନ ସାଗରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପତ୍ନୀ…
କଟକ: ପୁଣି ଥରେ ବିବାଦ ଘେରରେ ଫସିଛନ୍ତି ଓଲିଉଡର ଆଗ ଧାଡ଼ିର ଗାୟକ ହ୍ୟୁମାନ ସାଗର। ଏଥର ହ୍ୟୁମାନ ସାଗରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ହ୍ୟୁମାନ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ବେଳେ ଏଥିରେ ଅତିଷ୍ଠ ହୋଇ ତାଙ୍କ ପତ୍ନୀ ମହିଳା ଥାନାର ଦ୍ୱାରସ୍ଥ!-->…
ହକି ବିଶ୍ୱକପ୍ରେ ଟିକେଟ୍ କଳାବଜାରୀ, ବନ୍ଧା ହେଲେ ୫ ଜଣ…
ଭୁବନେଶ୍ୱର: ଏବେ ସମଗ୍ର ରାଜ୍ୟରେ ହକି ଫିଭର। ଭାରତ ଖେଳୁଥିବା ମ୍ୟାଚର ଟିକେଟ ପାଇବାକୁ ପ୍ରବଳ ପ୍ରତିଯୋଗିତା । ଏହାର ଫାଇଦା ଉଠାଉଛନ୍ତି କଳାବଜାରୀ। ଏପରି ସୁଯୋଗରେ ଅନଲାଇନ୍ରେ ଚଢ଼ା ଦାମରେ ଟିକେଟ ବିକ୍ରି କରି ମାଲେମାଲ ହେଉଥିବା ୫ ଜଣଙ୍କୁ ବାନ୍ଧିଛି ଶହୀଦ ନଗର ଥାନା ପୁଲିସ୍।
!-->!-->!-->…
ଭୁବନେଶ୍ୱର ପଟିଆରେ ୨ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ କାହ୍ନା…
ଭୁବନେଶ୍ୱର: ଭୁବନେଶ୍ୱର ପଟିଆରେ ୨ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ । ତା ନାଁ କାହ୍ନା ଓରଫ୍ କୃଷ୍ଣଚନ୍ଦ୍ର ମଲ୍ଲିକ । ଘର କଟକ ଜିଲ୍ଲା ବାଙ୍କିର ପଦନପୁରରେ । ଆଉ ଜଣେ ଅଭିଯୁକ୍ତକୁ ଖୋଜୁଛି ଜିଆରପି । ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ!-->…
ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଠେଲାପେଲା, ୩ରୁ ଅଧିକ ଆହତ…
ମାଲକାନଗିରି: ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଠେଲାପେଲା । ଏଥିରେ ୩ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି । ଗତକାଲି ଥିଲା ମାଲ୍ୟବନ୍ତ ମହୋତ୍ସବର ତୃତୀୟ!-->…
କାର୍ ସାଇଡ କରିବାକୁ ନେଇ ଗଣ୍ଡଗୋଳ, ପୁଅକୁ ବଞ୍ଚାଇବାକୁ ଆସି ଗଲା ବାପାଙ୍କ ଜୀବନ…
ଗଜପତି: କାର୍ ସାଇଡ୍ କରିବାକୁ ନେଇ ଗଣ୍ଡଗୋଳ। ପୁଅକୁ ବଞ୍ଚାଇବାକୁ ଆସି ଗଲା ବାପାଙ୍କ ଜୀବନ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଲା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଉଛନ୍ତି ଏସ୍ ଶ୍ରୀନିବାସ ରାଓ। ପୁଅ ଜଗଦୀଶ ରାଓ ଆହତ ହୋଇଛନ୍ତି ।
ଗତକାଲି!-->!-->!-->…
ବେଗୁନିଆର ପୂର୍ବତନ ତହସିଲଦାରଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ…
ବେଗୁନିଆ:ବେଗୁନିଆର ପୂର୍ବତନ ତହସିଲଦାର ତଥା ଭାରପ୍ରାପ୍ତ ବେଗୁନିଆ ପୂର୍ବତନ ଉପନିବନ୍ଧକ ପୃଥିବୀରାଜ ମଣ୍ଡଳଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପ୍ରଦାନ । ଭିଜିଲାନ୍ସର ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସର୍ତ୍ତ ରଖି ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।
ଜମିର କିସମ!-->!-->!-->…
ବାନ୍ଧବୀଙ୍କୁ ଭିଡିଓ କଲ କରି ଆତ୍ମହତ୍ୟା କଲେ ଛାତ୍ର…
କଟକ: ଲାଇଭ ଭିଡିଓ କଲରେ ସୁଇସାଇଡ୍ । ବାନ୍ଧବୀଙ୍କୁ ଭିଡିଓ କଲ କରି ଆତ୍ମହତ୍ୟା କଲେ ଏମ୍ସିଏ ଛାତ୍ର । କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ମୃତକ ହେଲେ ଯାଜପୁରର ମନୋଜ ବେହେରା । ନରାଜରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଏମସିଏରେ ପଢୁଥିଲେ ।!-->…
ସାଉଥ୍ ପଏଣ୍ଟ ହସ୍ପିଟାଲ୍ରେ ବୁଲିଲା ବୁଲ୍ ଡୋଜର…
କଟକ : ସାଉଥ୍ ପଏଣ୍ଟ ହସ୍ପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଚାଲିଲା ବୁଲ୍ ଡୋଜର। ହସ୍ପିଟାଲ୍ ଜବରଦଖଲ କରିଥିବା ଜମିରୁ ଉଚ୍ଛେଦ କରିଛି କଟକ ମହାନଗର ନିଗମ(ସିଏମ୍ସି)। ଏଥିସହ ସରକାରୀ ଜମି ଉପରେ ହସ୍ପିଟାଲ୍ ନିର୍ମାଣ କରିଥିବା ବିଦ୍ୟୁତ ଟ୍ରାନ୍ସଫର୍ମ ଓ ଅକ୍ସିଜେନ୍!-->…