Browsing Category

ଅପରାଧ

କଙ୍ଗାରୁ କୋର୍ଟ: ରାଜନୀତିକ ଶତ୍ରୁତାରୁ ରାଉତ ପରିବାରକୁ ନିଆଁ ପାଣି ବାସନ୍ଦ…

ବଲାଙ୍ଗୀର: ଆଧୁନିକ ସମାଜରେ ମଧ୍ୟଯୁଗ ପରମ୍ପରାର ତାଉ। ହାଇଟେକ ଯୁଗରେ ଡିଙ୍ଗୁରା ବଜାଇ ଦଣ୍ଡ। କୋର୍ଟ କି ପୁଲିସ ନୁହେଁ, ଗାଁର କଙ୍ଗାରୁ କୋର୍ଟରେ ମିଳିଛି ଦଣ୍ଡ। ସାମାନ୍ୟ ବଚସାରୁ ସାମାଜିକ ବାସନ୍ଦ ଭଳି ଦଣ୍ଡ ପାଇଛନ୍ତି ଗାଁର ଗୋଟିଏ ପରିବାର। ବିନା କୌଣସି ଆଇନଗତ ଉପାୟ ଅବଲମ୍ବନ ନ…

ଟ୍ରକ୍ ସହ ଧକ୍କା ହେଲା ଉପବାଚସ୍ପତିଙ୍କ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ରଜନୀକାନ୍ତ ସିଂ…

ଅନୁଗୋଳ: ଦୁର୍ଘଟଣାଗ୍ରସ୍ତ ହୋଇଛି ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ ଗାଡ଼ି। ଗୋଟିଏ ଟ୍ରକ୍‌ ସହ ଉପ ବାଚସ୍ପତିଙ୍କ କାର୍‌ ଧକ୍କା ହୋଇଛି। ଅନୁଗୋଳର ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ଏହି ଘଟଣା ଘଟିଛି। ଆଜି ଅପରାହ୍ନରେ ଉପବାଚସ୍ପତି ରଜନୀକାନ୍ତ ସିଂ ସରକାରୀ…

ଦା’ରେ ସଂଘବଦ୍ଧ ଆକ୍ରମଣ, ଯୁବକ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଭଦ୍ରକ: ଧାନ କଟା ଚାଲିଥିବା ବେଳେ ଦା’ରେ ହୋଇଛି ଆକ୍ରମଣ। ଏଥିରେ ଗୁରୁତର ହୋଇଛନ୍ତି ଜଣେ ଯୁବକ। ମୁଣ୍ଡରେ ଆଘାତ ଯୋଗୁ ଯୁବକଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହୋଇଥିବା ଏହି ଆକ୍ରମଣ ଯୋଗୁ ଧାନ କ୍ଷେତ ରକ୍ତରଞ୍ଜିତ ହୋଇଛି। ଭଦ୍ରକ…

କବାଟ ଭାଙ୍ଗି ନେଇଗଲେ ୮ଭରି ସୁନା ଓ ୧ଲକ୍ଷରୁ ଅଧିକ ଟଙ୍କା…

ଖୋର୍ଦ୍ଧା : ଘରେ କେହି ନଥିବାର ସୁଯୋଗ ନେଇ କବାଟ ଭାଙ୍ଗି ଘରେ ପଶିଲେ ଚୋର। ଘରୁ ୮ ଭରି ଓଜନର ସୁନା ଅଳଙ୍କାର ସହ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟ୍ କରି ବାହାର ବାକ୍ସ ଫୋପାଡ଼ି ପଳାଇଲେ। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର…

ରୁଷ ସାଂସଦ ପାଭେଲଙ୍କ ଶବ ଦାହ ବିବାଦ : ଶେଷକୃତ୍ୟ ପାଇଁ ମିଳିଥିଲା ଏନଓସି…

ରାୟଗଡ଼ା:ରାୟଗଡ଼ାରେ ରୁଷ୍‌ର କୋଟିପତି ସାଂସଦ ତଥା ପୁଟିନଙ୍କ ସମାଲୋଚକ ପାଭେଲ ଆଣ୍ଟୋଭ୍‌ଙ୍କ ମୃତ୍ୟୁ ରହସ୍ୟର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ଭିତରେ ତାଙ୍କର ଶବ ଦାହକୁ ନେଇ ବିବାଦ ଦେଖାଦେଇଥିଲା । ପାଭେଲଙ୍କ ଶହ କାହିଁକି ପୋଡ଼ାଗଲା ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କଳିଙ୍ଗ…

ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା; ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ, ଦମ୍ପତିଙ୍କ ସମେତ ଗାଇଡ୍‌ଙ୍କୁ ଜେରା…

ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାକୁ ନେଇ ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ । କେମିତି ଓ କେଉଁ ପରିସ୍ଥିତିରେ ରାୟଗଡ଼ାରେ ରୁଷ୍‌ର କୋଟିପତି ସାଂସଦ ପାଭେଲ୍‌ ଆଣ୍ଟୋଭ ଓ ତାଙ୍କ ବନ୍ଧୁଙ୍କର ମୃତ୍ୟୁ ହେଲା ? ପୁଟିନଙ୍କ ସମାଲୋଚକ ପାଭେଲ୍‌ଙ୍କର ଓ଼ଡ଼ିଶାରେ ଅସ୍ୱାଭାବିକ ମୃତ୍ୟୁ…

ଜଗତସିଂହପୁର ଡେପୁଟି କଲେକ୍ଟର ଗିରଫ

ଭୁବନେଶ୍ୱର: ଗିରଫ ହୋଇଛନ୍ତି ଜଗତସିଂହପୁର ଡେପୁଟୀ କଲେକ୍ଟର ଚିତ୍ତରଂଜନ ପିଲ୍ଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଚିତ୍ତରଂଜନ ପିଲ୍ଲା ତାଙ୍କ ଆୟ ଠାରୁ ୧୯୧% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। …

ପାହାଡ଼ପଦର ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ, ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କଳାହାଣ୍ଡି : ଲାଞ୍ଜିଗଡ଼ ବ୍ଲକ ପାହାଡପଦର ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ ଦେବାନନ୍ଦ ସାଗର ଆଜି ତାଙ୍କ ନିଜ ବାସ ଭବନରେ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ତୁରନ୍ତ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ପଞ୍ଚାୟତର ସରକାରୀ ଅନୁଦାନ ରାଶି…

କିରାସିନି ଢାଳି ନିଆଁ ଲଗାଇ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ ଅଭିଯୋଗ, ସ୍ୱାମୀ ଗିରଫ

ବାଙ୍କୀ : ବିବାହର ଛଅ ବର୍ଷ ପରେ ମଧ୍ୟ ଯୌତୁକ ନିର୍ଯାତନା। କଥା କଥାକେ ମାଡ଼ ମାରୁଥିବା ସ୍ୱାମୀ ଶେଷରେ ପାଳଟିଗଲା ରାକ୍ଷାସ। ସବୁଦିନ ରାସ୍ତାରୁ ହଟାଇବା ପାଇଁ ଯୋଜନା ବଦ୍ଧ ଭାବେ ସ୍ୱାମୀ ଓ ସମ୍ପର୍କୀୟ ଦେଢ଼ଶୁର ମିଶି ମାଡ଼ ମାରି ଜୀବନରୁ ମାରି ଦେବା ଉଦେଶ୍ୟରେ ଦେହରେ କିରାସିନି…

ବନ୍ଧୁଙ୍କ ପତ୍ନୀକୁ ନେଇ ପଳାଇବା ପଡ଼ିଲା ମହଙ୍ଗା

ସୋର: ବନ୍ଧୁଙ୍କ ପତ୍ନୀଙ୍କୁ ନେଇ ଫେରାର ହୋଇଯିବା ଜଣେ ବ୍ୟକ୍ତିଙ୍କୁ ଭାରି ମହଙ୍ଗା ପଡ଼ିଛି। ବନ୍ଧୁ ତାଙ୍କୁ ଧରି ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିଛନ୍ତି। ଏହାସହ ତାଙ୍କୁ ପୁଲିସ ଜିମାରେ ଦେଇଛନ୍ତି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ। ଖନ୍ତାପଡ଼ା ଥାନା ବଡ଼ଗାଁ ଅଞ୍ଚଳର…