Browsing Category

ଅପରାଧ

ଧରା ହେଲେ ୭ଜଣ ମୋ ବସ୍‌ ଲୁଟେରା: ୫୭ ହଜାର ଟଙ୍କା ଓ ୯ଟି ଫୋନ୍‌ ଜବତ

ଭୁବନେଶ୍ୱର: ଧରା ହେଲେ ମୋ ବସ୍‌ ଲୁଟେରା । ୭ଜଣ ଲୁଟେରାଙ୍କୁ ଧରିଲା କମିଶନରେଟ୍‌ ପୋଲିସ୍‌ । ସେମାନଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ୍‌ ଜବତ ହୋଇଛି । ମୋ ବସ୍‌ରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ । ଯାତ୍ରୀ ଭାବେ ମୋ ବସ୍‌ରେ ଚଢ଼ି ଲୁଟୁଥିଲେ ଲୁଟେରା ନିକଟରେ…

ବନ୍ଧୁକ ଦେଖାଇ ATMର ସଟର କାଟି ଲକ୍ଷାଧିକ ଟଙ୍କା ଲୁଟ୍‌

ରାଇରଙ୍ଗପୁର: ବନ୍ଧୁକ ଦେଖାଇ ଲୁଟ୍‌ । ବିଳମ୍ବିତ ରାତିରେ ATMର ସଟର କାଟି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ରାଇରଙ୍ଗପୁର ବହଳଦା ଥାନା ମୋରଣ୍ଡା ଗାଁର SBI ATM ର ସଟର୍‌ କାଟି ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି । ପ୍ରାୟ ୪ଲକ୍ଷ ଟଙ୍କା ଲୁଟ୍‌ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା…

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାର NHRC ଗାଇଡ଼ ଲାଇନରେ ତଦନ୍ତ ହେବ : ଜେଲ DIG ଶୁଭକାନ୍ତ ମିଶ୍ର

ବଲାଙ୍ଗିର: ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ତଦନ୍ତ କରିବେ ସମ୍ବଲପୁର ରେଞ୍ଜ ଜେଲ୍‌ DIG ଅନସୂୟା ଜେନା । କଣ୍ଟାବାଞ୍ଜି ଜେଲ ଯାଇ ସେ ତଦନ୍ତ କରିବେ। ଏନେଇ ଜେଲ DIG ଶୁଭକାନ୍ତ ମିଶ୍ର…

ତ୍ରିପୁରା ଚାଲାଣବେଳେ ୨ ନାବାଳିକା, ଜଣେ ମହିଳା ଉଦ୍ଧାର

ଉମରକୋଟ: ତ୍ରିପୁରା ଚାଲାଣବେଳେ ୨ ନାବାଳିକା, ଜଣେ ମହିଳା ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ୍ ମାମଲାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଚଳିତ ମାସ ୧୨ ତାରିଖରେ ଝରିଗାଁ ବ୍ଲକ୍‌ କୋପେନା ପଞ୍ଚାୟତ ତାରାଗାଁ ଗ୍ରାମର ଭୀମରାଜ ରାଉତଙ୍କ…

ମମିତା ମେହେର ହତ୍ୟା ମାମଲା: ଜେଲ୍‌ରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

ବଲାଙ୍ଗିର:କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା । ସେ କଣ୍ଟାବାଞ୍ଜି ସବ୍‌-ଜେଲ୍‌ରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମମିତା…

ସ୍କୁଲ ହତା ଭିତରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ସ୍କୁଲ ହତା ଭିତରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ଗିରଫ । ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ପରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତକାଲି ସ୍କୁଲ ହତା ଭିତରୁ…

ଜେଲ୍‌କୁ ଫେରିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ରିମାଣ୍ଡ ଅବଧି ଶେଷ ହେବା ପରେ ଝାରପଡ଼ା ଜେଲ୍‌କୁ ଫେରିଛନ୍ତି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ତାଙ୍କୁ ଭୁବନେଶ୍ୱର ଏଡିଜେ-୩ କୋର୍ଟରେ ହାଜର କରାଯିବା ସହିତ ଆଉ ଥରେ ରିମାଣ୍ଡରେ…

ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ମଦ ପିଆଇଲେ ଡ୍ରାଇଭର, ନିଜେ ବି ପିଇଲେ

ଜଗତସିଂହପୁର: ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ମଦ ପିଆଇଲେ। ନିଜେ ବି ମଦ ପିଇଲେ ଆମ୍ବୁଲାନ୍ସ ଡ୍ରାଇଭର। ପରେ ରୋଗୀଙ୍କୁ ନେଇ ଯାଇଥିଲେ ଡାକ୍ତରଖାନା। ରାସ୍ତା କଡରେ ଆମ୍ବୁଲାନ୍ସ ଭିତରେ ଖୁଲମଖୁଲା ଏଭଳି ମଦ ପିଇବାର ଦୃଶ୍ୟ ଏବେ ଭାଇରାଲ ହୋଇଛି। ଗତକାଲି ଜଗତସିଂହପୁର ଜିଲ୍ଲାର କଟକ-ପାରାଦ୍ୱୀପ…

କୃଷ୍ଣପ୍ରସାଦ ଗାଁରେ ଦୁଇ ପଡୋଶୀଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଗୁଳିକାଣ୍ଡ, ଜଣେ ମୃତ ଓ ୫ ଜଣ ଗୁରୁତର

ନୟାଗଡ଼: ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ଼, ଜଣେ ମୃତ । ନୟାଗଡ଼ ଇଟାମାଟି ଥାନା କୃଷ୍ଣପ୍ରସାଦ ଗାଁରେ ଗୋଷ୍ଠୀ ସଂଘର୍ଷ । ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି । ମୃତକ ହେଲେ ଅନିରୁଦ୍ଧ ନାୟକ । ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଚୋରା ଚାଲାଣ କରୁଥିବାବେଳେ ମତ୍ସ୍ୟ ବିଭାଗର ଜଣେ କର୍ମଚାରୀଠାରୁ ୧୯ଟି କଇଁଛ ଉଦ୍ଧାର

ଗଜପତି: ୧୯ କଇଁଛ ଉଦ୍ଧାର । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମତ୍ସ୍ୟ ବିଭାଗର ଜଣେ କର୍ମଚାରୀ କଇଁଛ ଚୋରା ଚାଲାଣ କରୁଥିଲେ। ଏନେଇ ଗ୍ରାମବାସୀ ଜାଣିବା ପରେ ଚାଲାଣ ହେଉଥିବା କଇଁଛକୁ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ଉଦ୍ଧାର କଇଁଛକୁ ବନ…