Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଜମି କିସମ ବଦଳାଇବାକୁ ଲାଞ୍ଚ; ଧରାପଡ଼ିଲେ ତହସିଲଦାର
ବେଗୁନିଆ : ଜମିର କିସମର ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରାପଡିଲେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ। ବୁଧବାର ତହସିଲଦାର ନିଜ କଳିଙ୍ଗନଗରସ୍ଥିତ ବାସଭବନ ସାମ୍ନାରେ ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିବା ବେଳେ!-->…
ଅଜଣା ଦୁର୍ବୃତ୍ତଙ୍କ ଗୁଳି ମାଡରେ ମହିଳା ଗୁରୁତର
ଦେବଗଡ : ଅଜଣା ଦୁର୍ବୃତ୍ତଙ୍କ ଗୁଳି ମାଡରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ଗ୍ରାମପଂଚାୟତ କଦୋଗୁଡା ଗ୍ରାମରେ ବୁଧବାର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ରାଜେଶ ମହନ୍ତଙ୍କ ଘର ଭିତରେ ପଶି ଜଣେ ଅଜଣା ଦୁର୍ବୃତ୍ତ!-->…
ରାଜଧାନୀରେ ଦୁଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ୱର: ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ଦିନ ଦି’ପହରରେ ବୁଲିଲା ଖଣ୍ଡା। ନୟାପଲ୍ଲୀ ଥାନା ସିଆର୍ପି ଛକରେ ଦୁଇ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ତେବେ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।!-->…
ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା, ଇଡିରେ ହାଜର ହେଲେ ଆକାଶ ପାଠକ
ଭୁବନେଶ୍ୱର: ଇଡିରେ ହାଜର ହେଲେ ଆକାଶ ପାଠକ । ବହିଷ୍କୃତ IFS ଅଭୟକାନ୍ତ ପାଠକଙ୍କ ପୁଅ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜ ହୋଇଛନ୍ତି । ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ଇଡିରେ ହାଜର ହୋଇଛନ୍ତି ଆକାଶ ପାଠକ ।
ଅଭିଯୋଗ ଅନୁସାରେ, ଟାଟା ମୋଟର୍ସ!-->!-->!-->…
ନକଲି ଔଷଧ, ୬ ଜିଲ୍ଲାରେ ରୁଜୁ ହେଲା ୧୨ ମାମଲା
ଭୁବନେଶ୍ୱର: ଦେହ ଭଲ ହେବା ପାଇଁ ଆପଣ ଖାଉଥିବା ଔଷଧ ନକଲି । ଗଳିକନ୍ଦି ସହର ବଜାର ରାଜ୍ୟର ସବୁଠି ଏହି ନକଲି ଔଷଧ ବିକ୍ରି ହେଉଛି । ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ଭଳି ରାଜ୍ୟର ପ୍ରାୟ ଜିଲ୍ଲାରେ ନକଲି ଔଷଧ କ୍ଲାଭାମ-୬୨୫ ବେଧଡ଼କ ଭାବେ ବିକ୍ରି ହେଉଛି । ରାଜ୍ୟ ବାହାରୁ ଆସୁଥବା ଏହି!-->…
ଆନନ୍ଦ ଟପୋ ମୃତ୍ୟୁ ମାମଲାରେ ଥାନାରେ ହାଜର ହେଲେ ଗର୍ଲଫ୍ରେଣ୍ଡ
ଭୁବନେଶ୍ବର:ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଇନଫୋସିଟି ଥାନାରେ ହାଜର ହେଲେ ପ୍ରେମିକା । ବାପାଙ୍କ ସହ ଥାନାରେ ହାଜର ହୋଇଛନ୍ତି ଆନନ୍ଦଙ୍କ ଗର୍ଲଫ୍ରେଣ୍ଡ ମନଜିତ ଟେଟେ । ମନଜିତଙ୍କୁ ଜେରା କରୁଛନ୍ତି ଭୁବନେଶ୍ୱର ଆଡିସନଲ ଡିସିପି ପ୍ରକାଶ ଚନ୍ଦ୍ର ପାଲ ଓ ଜୋନ-୬ ଏସିପି ରମେଶ ଚନ୍ଦ୍ର ବିଷୋୟୀ!-->…
ବଳପୂର୍ବକ ଘରେ ପଶି ଜଣେ ଗଣମାଧ୍ୟମର ଛାତ୍ରୀଙ୍କୁ ସବ୍ ଇନିସପେକ୍ଟର ଅସଦାଚରଣ ଅଭିଯୋଗ: ଥାନାରେ ଏତଲା
ପୁରୀ: ପୋଲିସ ବାବୁଙ୍କ ନାଁରେ ଥାନାରେ ଏତଲା । ବଳପୂର୍ବକ ଘରେ ପଶି ଜଣେ ଗଣମାଧ୍ୟମର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଜଣେ ସବ୍ ଇନିସପେକ୍ଟରଙ୍କ ସମେତ ଆଉ ଜଣଙ୍କ ନାମରେ ଥାନାରେ ମାମଲା ରୁଜ୍ଜୁ ହୋଇଛି । ପୁରୀ ବାସେଳୀସାହି ଥାନା ମଙ୍ଗଳାଘାଟ ରୋଡ୍ ବଡପୋଖରୀ ଯାଗା ନିକଟରେ ଅସଦାଚରଣ!-->…
ପାଇଖାନା ଟାଙ୍କିରେ ପଡି ଦୁଇ ଶିଶୁକନ୍ୟା ମୃତ
ଗଞ୍ଜାମ:ପାଇଖାନା ଟାଙ୍କିରେ ପଡି ଦୁଇ ଶିଶୁକନ୍ୟା ମୃତ। ଗଞ୍ଜାମ ଜିଲ୍ଲା ବଡଗଡ ଥାନା ତାକରଡା ଗାଁରେ ଦୁଃଖଦ ଘଟଣା ଘଟିଛି । ମୃତ ଶିଶୁକନ୍ୟା ହେଲେ ସିଦ୍ଧପୁର ଗାଁର ବସୁମତି ସେଠୀ ଓ କାଳିଆଗୁଡା ଗାଁର ଦିବ୍ୟା ସେଠୀ । ଉଭୟଙ୍କ ବୟସ ୫ବର୍ଷ ।
ଦୁଇଜଣ ନିଜ ମାମୁଘର ତାକରଡା ଆସିଥିଲେ । ଆଜି!-->!-->!-->…
ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କ ଆଗୁଆ ଜାମିନ ଆବେଦନ : ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି
ଅର୍ଚ୍ଚନା ନାଗ ମାମଲାରେ ହାଇକୋର୍ଟରେ ଅଭିଯୋଗକାରିଣୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ହୋଇଛି । କେସ୍ ଡାଏରା ଦାଖଲ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅନ୍ତରୀଣ ସୁରକ୍ଷା!-->…
ଶିମିଳିପାଳରେ ହାତୀ ଶିକାର ଓ ପୋଡିଦେବା ଘଟଣାରେ ଫରେଷ୍ଟରଙ୍କ ସହ ୩ ଗିରଫ
ମୟୂରଭଞ୍ଜ : ଶିମିଳିପାଳରେ ହାତୀ ଶିକାର ଓ ପୋଡିଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ରେଞ୍ଜର ଦାୟିତ୍ୱରେ ଥିବା ଫରେଷ୍ଟରଙ୍କ ସହ ୩ଜଣଙ୍କୁ ଗିରଫ କରିଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । ଫରେଷ୍ଟର ହେଲେ ଶିବ ଶଙ୍କର ସାମଲ, ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ କୁମାର!-->…