Browsing Category

ଅପରାଧ

ଦୁଇ ଭଉଣୀକୁ ଦୁଇ ମାସ ବନ୍ଦ ଘରେ ତାଲା ପକାଇ ରଖିଲା ଯୁବକ

ଯାଜପୁର: ଇନଷ୍ଟାଗ୍ରାମରେ ଲଭ୍‌ । ପରେ ବିବାହର ପ୍ରତିଶ୍ରୁତି । ଯୁବକଙ୍କ କଥାରେ ତାମିଲନାଡୁରୁ ଯାଜପୁର ଆସିଲେ ଦୁଇ ଭଉଣୀ । ଦୁଇଜଣଙ୍କୁ ମାସେ କାଳ ଘରେ ତାଲା ପକାଇ ରଖିଥିଲା ଦୁର୍ବୃତ୍ତ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ସୁନ୍ଦୁରେଇମୁହଁ ଅଞ୍ଚଳର ଏକ ବନ୍ଦ କୋଠରୀରୁ ୨ ଭଉଣୀଙ୍କୁ…

ଇଡିକୁ ତଦନ୍ତରେ ସହଯୋଗ କରୁନାହାନ୍ତି ଅର୍ଚ୍ଚନା

ଭୁବେନେଶ୍ବର: ମିଡିଆ ଆଗରେ ଫଁ କରୁଥିବା ଅର୍ଚ୍ଚନା ନାଗ ଇଡି ଆଗରେ ମୁହଁ ଖୋଲୁ ନାହାନ୍ତି । ସବୁ ଗୁମର ଖୋଲି ଦେବେ ବୋଲି ଗର୍ଜନ କରୁଥିବା ଅର୍ଚ୍ଚନା ଇଡି ପ୍ରଶ୍ନରେ ମୌନ । ଜେରାରେ ତଦନ୍ତକାରୀ ଅଫିସରଙ୍କୁ ସହଯୋଗ କରୁ ନାହାନ୍ତି । ସନ୍ତୋଷଜନକ ଉତ୍ତର ଦେଉ ନଥିବା ସୂଚନା ମିଳିଛି । କେମିତି…

ରିଫଣ୍ଡ୍‌ ପାଇଁ କହି ଫୋନ୍‌ ପେ’ ଲିଙ୍କ୍‌ ମାଧ୍ୟମରେ  ଲୁଟିନେଲେ ୧୯ହଜାର ଟଙ୍କା

କଟକ: ଅନ୍‌ଲାଇନ୍‌ରେ ଜିନିଷ ମଗାଉଥିଲେ, ସାବଧାନ । ଏବେ ଅନ୍‌ଲାଇନରେ ସପିଂ କରୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଲୁଟେରା । କଟକରୁ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି । କଟକ ନୂଆବଜାରର ଜଣେ ଯୁବତୀ ସାଇବର ଲୁଟେରାଙ୍କ ଟାର୍ଗେଟର ଶିକାର ହୋଇଛନ୍ତି । ଅନ୍‌ଲାଇନ୍‌ ଡେଲିଭରିରୁ…

ସାଲେପୁର ବୀଭତ୍ସ ହତ୍ୟାକାଣ୍ଡ ଘଟଣା: ମାଷ୍ଟର ମାଇଣ୍ଡ ନାତି ଗିରଫ, ପୁଅ ହତ୍ୟାକାରୀ ଜାଣିବା ପରେ ବାପା ପିଇଲେ ବିଷ

ସାଲେପୁର: ସାଲେପୁର ନେମାଳ ଲେଣ୍ଡର ଭଗବାନପୁରରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ନାତି। ମୃତ ହୃଷିକେଶ ମୁଦୁଲିଙ୍କ ନାତି ଓମ୍ ପ୍ରକାଶ ମୁଦୁଲିକୁ ପୋଲିସ୍ ଗିରଫ କରିଥିବା ନେଇ ସୂଚନା ମିଳିଛି । ଏପଟେ ନିଜ ପୁଅ ହିଁ ଜେଜେବାପାର ହତ୍ୟାକାରୀ ଜାଣିବା ପରେ ଓମ୍ ପ୍ରକାଶର…

ବୋମା ଖଞ୍ଜିଥିବା ଅଭିଯୋଗରେ ୬ ନକଲି ନକ୍ସଲ ଗିରଫ

ରାୟଗଡ଼ା: ବୋମା ଖଞ୍ଜିଥିବା ଅଭିଯୋଗରେ ୬ ନକଲି ନକ୍ସଲ ଗିରଫ। ନିଜକୁ ନକ୍ସଲ ପରିଚୟ ଦେଇ ୫ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ । ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅର୍ନ୍ତଗତ ସୁଙ୍ଗେର ଗାଁରେ ବୋମା ଖଞ୍ଜିଥିବା ଅଭିଯୋଗରେ ପୋଲିସ ୬ ଜଣଙ୍କୁ ଗିରଫ…

ଏଫ୍‌ଆଇଆର ନ ରଖିବାରୁ ଆଇଆଇସିଙ୍କୁ ଦଣ୍ଡ: ଫିଲଡ ପୋଷ୍ଟିଂ ବ୍ୟାନ କଲେ ହାଇକୋର୍ଟ

କଟକ: ତଦନ୍ତରେ ଅବହେଳା ମହଙ୍ଗା ପଡିଲା । କମିଶନରେଟ୍‌ ପୋଲସର ଏକ ଥାନା ଆଇଆଇସିଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା । ଏକ ବର୍ଷ ପର୍ଯ୍ୟନ୍ତ ସମିତା ମିଶ୍ରଙ୍କୁ ଫିଲଡ ପୋଷ୍ଟିଂ ମନା । ଏହା ସହ ଏକ ମାସ ଯାଏଁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ନେବେ ଟ୍ରେନିଂ । ପୋଲିସ କମିଶନରଙ୍କୁ ଏଭଳି…

ମୟୂରଭଞ୍ଜ ଠାକୁରମୁଣ୍ଡାରେ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ

ମୟୁରଭଞ୍ଜ: ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା । ୨୭ ଦିନ ପରେ ପଥର ଖୋଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସଲେଇବେଡା ଗାଁର ଘଟଣା । ମହିଳାଙ୍କୁ ହତ୍ୟା ପରେ ବୋହି ନେଇ ମୃତଦେହକୁ ପଥର ଖୋଲରେ…

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ତେଜିଲା ନିଆଁ

ଭଞ୍ଜନଗର: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ନେଇ ପ୍ରବାସୀ ଓଡିଆଙ୍କ ପକ୍ଷରୁ ଆନ୍ଦୋଳନ। ଗତକାଲି ଦିନ ତମାମ ସୁରଟ ସହରରେ ଆନ୍ଦୋଳନ କରାଯାଇଥିଲ। ଖବର ପାଇ ପୋଲିସ ପ୍ରଶାସନ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ସେପଟେ ଶ୍ରମ ମନ୍ତ୍ରୀ ଓଡିଆ ସମାଜ,…

ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା ନିଲମ୍ବିତ

ବଲାଙ୍ଗିର: ସିନ୍ଧେକେଲା ଥାନା ଅଧିକାରୀ ନିଲମ୍ବିତ। ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରାଙ୍କୁ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି। ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା ଭିଜିଲାନ୍ସ ହାତରେ…

ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜାରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର : କମେଣ୍ଟ ମାରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା । ଆଇନକୁ ହାତକୁ ନେଲେ ଗ୍ରାମବାସୀ । ୨ପୁଅ ସହ ବାପାକୁ ଉଠବସ୍‌ କରାଇଲେ ଗାଁ ଲୋକେ । ସୋଶିଆଲ ମିଡିଆରେ ଭିଡିଓ କଲେ ଭାଇରାଲ । ତେବେ ଏଭଳି ନିନ୍ଦନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ବରମୁଣ୍ଡା ପାଲା…