Browsing Category

ଅପରାଧ

ଟ୍ରେନ୍‌ରୁ ଖସି ପଡ଼ି ଯୁବକ ହରାଇଲେ ଦୁଇଟି ଯାକ ଗୋଡ଼

ଭୁବନେଶ୍ୱର: କୌଣସି କାମରେ ଯୁବକ ଜଣକ ଝାଡ଼ଖଣ୍ଡରୁ ଭୁବନେଶ୍ୱରକୁ ଆସୁଥିଲେ । ହେଲେ ଖରାପ ସମୟ ବୋଧହୁଏ ଥିଲା ତାଙ୍କର । ଟ୍ରେନ୍‌ ତଳେ ପଡ଼ି ଦୁଇ ଗୋଡ଼ ହରାଇଛନ୍ତି ଏହି ୨୫ ବର୍ଷ ବୟସ୍କ ଯୁବକ ଜଣକ । ତାଙ୍କ ନାଁ ହେଉଛି ମନୋଜ ମଲ୍‌ । ରେଳବାଇ ପୋଲିସ୍‌ର ସୂଚନା ଅନୁସାରେ ଆଜି ସକାଳ…

ହିଞ୍ଜିଳିକାଟୁ ରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢାଉ…

ହିଞ୍ଜିଳିକାଟୁ ୫।୧୨ ହିଞ୍ଜିଳିକାଟୁ ସହରବାସୀଙ୍କ କ୍ଷେତ୍ରରେ ଫାଷ୍ଟଫୁଡ ଆଦର ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ସହରର ଏନ ହେଚ ୫୯ ବଈଂଚବଣିଆ ଛକଠାରୁ ଆରମ୍ଭ କରି ରଜାସାହି ଛକ,ବିଜୁପଟ୍ଟନାୟକଛକ,ମୁନିସୀପାଲଟି କାର୍ଯ୍ୟାଳୟ ସମ୍ମୁଖରେ ବସଷ୍ଟାଣ୍ଡ, କଲେଜରୋଡ ଓ ଆର ଏମସି ଛକ ରେ…

ପିଏନବି ଅଧିକାରୀ ଦିବ୍ୟ ରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ଘଟଣାର ଖୋଲିଲା ରହସ୍ୟ

ବରଗଡ଼: ନ୍ୟୁଡକଲ୍‌, ବ୍ଲାକମେଲ ଓ ସୁଇସାଇଡ୍‌ । ବରପାଲି ପିଏନବି ଅଧିକାରୀ ଦିବ୍ୟ ରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ଘଟଣାର ଖୋଲିଲା ରହସ୍ୟ । ଦିବ୍ୟରଞ୍ଜନ ଏପରି ଚରମ ପଦକ୍ଷେପ ନେବା ପଛରେ ଥିଲା ବ୍ଲାକମେଲର କଳା କାହାଣୀ । ରାଜସ୍ଥାନରୁ ଗିରଫ ୨ ଅଭିଯୁକ୍ତଙ୍କ ଠାରୁ ମିିଳିଥିବା ତଥ୍ୟରୁ…

ଓଲଟିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ଦୁଝର: ଆଜି ସକାଳୁ କେନ୍ଦୁଝରରୁ ତେଲକୋଇ ଯାଉଥିବା ଅମ୍ବା ନାମକ ଘରୋଇ ଯାତ୍ରି ବାହି ବସ୍ ୩୫ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟରେ ଭାରସାମ୍ୟ ହରାଇଓଲଟି ପଡ଼ିଥିଲା । ସୂଚନା ପାଇ କାଞ୍ଜିପାଣି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି…

୭ ଦିନ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଇଡ଼ିକୁ ଅନୁମତି ଦେଇଛନ୍ତି କୋର୍ଟ | ରିମାଣ୍ଡରେ ନେଇ ଆସନ୍ତା ୧୩ ତାରିଖରେ କୋର୍ଟରେ ହାଜର କରିବାକୁ ଇଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି | ମିଳିଥିବା ସୂଚନା ମୁତାବକ ଅର୍ଚ୍ଚନା ନାଗକୁ ୧୫ ଦିନ ପାଇଁ ରିମାଣ୍ଡରେ…

ଗିରଫ ହେଲେ ସାଇବର ଲୁଟେରା ଗ୍ୟାଙ୍ଗ, KBC ନାଁରେ ଲୁଟିଥିଲେ ୨ ଲକ୍ଷ ୪୩ ହଜାର

ଦେବଗଡ଼ ୦୫/୧୨: ଗିରଫ ହେଲେ ସାଇବର ଲୁଟେରା ଗ୍ୟାଙ୍ଗ। ସେମାନଙ୍କ ଠାରୁ ପୋଲିସ ଆଧାର କାର୍ଡ, ଚେକ୍‌ ବୁକ୍‌, ଏଟିଏମ୍‌ କାର୍ଡ, ମୋବାଇଲ୍‌ ଫୋନ୍‌, ପାନ୍‌କାର୍ଡ ଜବତ କରିଛି। ଏଭଳି ଏକ ଅନଲାଇନ୍‌ ଅପରାଧ ଦେବଗଡ଼ ଜିଲ୍ଲା ରାଇତାଲ ଅନ୍ତର୍ଗତ ରାଇତାଲ ଗାଁରେ ଦେଖିବାକୁ ମିଳିଛି। ସାଇବର…

ରାଜଧାନୀରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ଭୁବନେଶ୍ୱର ୦୫।୧୨ : ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ସାଲିଆସାହିରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି । ମୃତ ପ୍ରେମୀ ଯୁଗଳଙ୍କ ନାମ ହେଲା ଚିତ୍ରସେନ ଗୌଡ ଓ ପି.ବର୍ଷା ରେଡ୍ଡୀ ବୋଲି ଜଣାପଡିଛି । ଯୁବକଙ୍କ ଘର ବିଜୟଓ୍ୱାଡା ବୋଲି ଜଣାପଡିଛି । ଖବର ଅନୁଯାୟୀ,…

ତହସିଲଦାରଙ୍କୁ ଠେଲାପେଲା ସହ ମାଡ, ମେଡିକାଲରେ ଭର୍ତ୍ତି

ବାଲିପାଟଣା ୦୫।୧୨ : ତହସିଲଦାରଙ୍କୁ ଆକ୍ରମଣ । ବାଲିପାଟଣା ତହସିଲଦାର ଆହତ । ନିକଟସ୍ଥ ମେଡିକାଲରେ ଭର୍ତ୍ତି । ବେଆଇନ୍‌ ଭାବେ ବାଲି ଚାଲାଣ ବେଳେ ଟ୍ରକକୁ ଜବତ କରିବା ସମୟରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ସୋମବାର ସକାଳେ ବାଲିପାଟଣା ତହସିଲ ପକ୍ଷରୁ ବାଲି ଟ୍ରକ ଯାଞ୍ଚ…

କୋର୍ଟରେ ହାଜର ହେବା ପରେ କାନ୍ଦିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର ୦୫।୧୨ : ଅର୍ଚ୍ଚନା ନାଗ ଗିରଫ ମାମଲା । କୋର୍ଟରେ ହାଜର ହେବା ପରେ ଭିତରେ କାନ୍ଦିଲେ ଅର୍ଚ୍ଚନା । କହିଲେ , ମୋ କଥା ଦୁଇ ମାସ ହେଲା କେହି ଶୁଣୁନାହାନ୍ତି । ଯାହା କହିବା କଥା ଓକିଲଙ୍କ ମାଧ୍ୟମରେ କୁହାଯାଉ । କୋର୍ଟରୁ ବାହାରିବା ପରେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୋ ଘର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ବୃଦ୍ଧ ଦମ୍ପତ୍ତିଙ୍କ ଜୀବନ

ଦାରିଙ୍ଗବାଡ଼ି ୦୫।୧୨ : କାର୍‌ ସହିତ ଲୁନାର ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କିରୀପୁଟ ପଞ୍ଚାୟତ ଏମୋପକ୍ଷୀ ବ୍ରିଜ୍‌ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । …