Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ହିଞ୍ଜିଳିକାଟୁ ବସଷ୍ଟାଣ୍ଡରେ ଚାହାରେ ନିଶା ଦେଇ ବୃଦ୍ଧ ଦମ୍ପତିଙ୍କ ଠାରୁ ଲୁଟ ଉଦ୍ୟମ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବସଷ୍ଟାଣ୍ଡରେ ଗୁରୁବାର ସଂଧ୍ୟାରେ ଏକ ବୃଦ୍ଧ ଦମ୍ପତି ବସରେ ଯିବାକୁ ଅପେକ୍ଷା କରିଥିବା ବେଳେ ଜଣେ ଅପରିଚିତ ବ୍ୟକ୍ତି କୌଶଳରେ ନିଶା ଦେଇ ଲୁଟ ଉଦ୍ୟମ କରିଥିଲା। ତେବେ, ଏହି ଘଟଣାକୁ ବୃଦ୍ଧ ଦମ୍ପତିଙ୍କ ଗ୍ରାମର ଜଣେ ମହିଳା ଦେଖିଦେଇ ପାଟି କରିବାରୁ!-->!-->!-->…
ବେପାରୁଆ ବସ୍ ଚାଳନା ନେଲା ମହିଳାଙ୍କ ଜୀବନ
ଢେଙ୍କାନାଳ ୦୧।୧୨ : ବେପାରୁଆ ବସ୍ ଚାଳନା ନେଲା ମହିଳାଙ୍କ ଜୀବନ । ଢେଙ୍କାନାଳ କୁରୁଣ୍ଟି ଛକରେ ଜଣେ ମହିଳାଙ୍କ ଉପରେ ଚଢିଗଲା ଯାତ୍ରୀବାହୀ ବସ୍ । ଯାହାଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରି ବସିଛନ୍ତି!-->…
ଟାଟା ମ୍ୟାଜିକ୍-କାର୍ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର
ଜଗତସିଂହପୁର ୦୧।୧୨ : ଟାଟା ମ୍ୟାଜିକ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଯେଉଁଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ଜଗତସିଂହପୁର ଜିଲ୍ଲା କଟକ-ପାରାଦୀପ ତର୍ଜଙ୍ଗା ଠାରେ!-->!-->!-->…
ଉପରକୋର୍ଟରେ ଜାମିନ୍ ଆବେଦନ କଲେ ଅର୍ଚ୍ଚନା
ଭୁବନେଶ୍ୱର ୦୧।୧୨ : ଜାମିନ ଆବେଦନ କଲେ ଅର୍ଚ୍ଚନା । ତଳକୋର୍ଟରେ ଜାମିନ୍ ଆବେଦନ ଖାରଜ ପରେ ଉପରକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ । ବୁଧବାର ଜାମିନ ଆବେଦନର ଶୁଣାଣି କରିବେ ଭୁବନେଶ୍ୱର ଜେଏମ୍ଏଫ୍ସି (୩) କୋର୍ଟ ।
ଖବର ଅନୁଯାୟୀ, ବୁଧବାର ଦିନ ଅର୍ଚ୍ଚନାଙ୍କ ଜାମିନ!-->!-->!-->…
ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
ଭୁବନେଶ୍ୱର ୦୧।୧୨ : ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେ ହୋଟେଲ ମାଲିକ ଶିବ ପ୍ରସାଦ ଦାସ । ମାଷ୍ଟରକ୍ୟାଣ୍ଟିନ ଠାରେ ଥିବା ତାଜ ହୋଟେଲରେ ହୋଇଥିଲା ଡିଲ୍ । ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳୀ ଉଭୟ ସେହି ହୋଟେଲରେ ଜଣେ ବ୍ୟକ୍ତିଙ୍କୁ କରିଥିଲେ ବ୍ଲାକମେଲର ଶିକାର । ଯାହାର ଛାନଭିନ୍!-->…
ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ; ବାକି ଟଙ୍କାକୁ ନେଇ କରିଥିଲେ ହତ୍ୟା
ଫୁଲବାଣୀ ୩୦/୧୧: ଦୁଇ ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଜୋରିମାନା। ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡ ବଢ଼ିବ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି। ସମସ୍ତ ସାଖ୍ୟ ପ୍ରମାଣ ପତ୍ରକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଜଜ୍ ଏପରି ରାୟ ଦେଇଛନ୍ତି।!-->…
ଟ୍ରକକୁ ପିଟିଲା କାର୍, ଚାଲିଗଲା ୪ ଜୀବନ
ଟାଙ୍ଗୀ ୦୧।୧୨ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପିଟିଲା କାର୍ । ଯେଉଁଥିରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ୧୬ ନମ୍ବର ଜାତୀୟ ରାଜପଥର ବଡ଼ପୋଖରୀଆ ଛକ ନିକଟରେ ଘଟିଛି ଦୁର୍ଘଟଣା ।
ଖବର ଅନୁଯାୟୀ, ଏକ୍ କାର୍ଟି ବାଲୁଗାଁ ଆଡୁ ଖୋର୍ଦ୍ଧା!-->!-->!-->…
୪ ମଦ ବ୍ୟବସାୟୀ ଗିରଫ
ଝୁମ୍ପୁରା: ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦେଶ କ୍ରମେ ଅବକାରୀ ନିରିକ୍ଷକ ଚନ୍ଦନ ମଣ୍ଡଳ ତ୍ୱତ୍ତା ବଧାନରେ ଝୁମ୍ପୁରା ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଝୁମ୍ପୁରା ଅବକାରୀ ଥାନା ଅନ୍ତର୍ଗତ ଶ୍ରୀରାମପୁର, ନାଗରପାଳ, ବଡନେଉଳି, ଶୁଣ୍ଢି ମରସୁଆଁ, ସିଲିଟିଆ, କାଠ!-->…
କଳାହାଣ୍ଡିରେ ଲାଲବାହିନୀର ବର୍ବରତା: ପୋଲିସ୍ ଇନ୍ଫର୍ମର ସନ୍ଦେହରେ ଜଣକୁ ଘରୁ ଉଠାଇ ନେଇ ହତ୍ୟା
କଳାହାଣ୍ଡି: କଳାହାଣ୍ଡିରେ ଲାଲବାହିନୀର ବର୍ବରତା । ପୋଲିସ ଇନ୍ଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। କଳାହାଣ୍ଡି ଜିଲ୍ଲା ସଦର ଥାନା ଯୁଗସାଇପାଟଣା ପଞ୍ଚାୟତର ତଳ ପଞ୍ଚକୁଲ ଗାଁର ଲାଲବତି ମାଝୀଙ୍କୁ ମାଓବାଦୀ ଘରୁ ଉଠାଇ ନେଇ ହତ୍ୟା କରିଛନ୍ତି ।
ମାଓବାଦୀଙ୍କ!-->!-->!-->…
ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ଗୋଡ଼ାଇ ଗୋଡ଼ାଇ ପିଟିଲେ ସାଦା ପୋଷାକଧାରୀ ପୋଲିସ୍
ଅନୁଗୋଳ: ପୋଲିସ୍ ମାଡରେ ଲହୁ ଲୁହାଣ ହେଲେ ମହିଳା । ଆଠମଲ୍ଲିକ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ଗୋଡ଼ାଇ ଗୋଡ଼ାଇ ପିଟିଲା ସାଦା ପୋଷାକଧାରୀ ପୋଲିସ୍। ଏବେ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୀଡିତା ।
ସାଦା ପୋଷାକଧାରୀ!-->!-->!-->…