Browsing Category

ଅପରାଧ

ରାଜଧାନୀରେ ଫୁଟିଲା ବୋମା; ୨ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର ୨୩/୧୧: ପୁଣି ରାଜଧାନୀରେ ବୋମାମାଡ଼। ଏଥିରେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଏପରି ଘଟଣା ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ାରେ ଘଟିଛି। ୨ ଗୁରୁତରଙ୍କୁ ଏବେ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଲକ୍ଷ୍ମୀସାଗର ପୋଲିସ ପହଞ୍ଚି ତନାଘନା…

ଯାଜପୁର କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁର :ଯାଜପୁର ଜିଲ୍ଲାରେ କବାଡ଼ି ଗୋଦାମରେ ନିଆଁ । ଭୟାବହ ଅଗ୍ନିକାଣ୍ଡ ହୋଇଛି । କୋରେଇ ଥାନା ଧନେଶ୍ୱର ଛକରେ ନିକଟରେ ଥିବା କବାଡି ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୨ଟି ଟିମ୍‌ ପହଞ୍ଚି ନିଆଁ ଲିଭାଉଛନ୍ତି । ନିଆଁ ଲିଭାଇବା ବେଳେ ଅଗ୍ନିଶମ ବାହିନୀର…

ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବ ଇଡି; ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର ୨୩/୧୧: ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍‌ ମେଲର୍‌ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ତାଙ୍କୁ ରିମାଣ୍ଡରେ ଆଣିବାକୁ ଇଡି ତାର ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରିଛି। ସୂଚନାଥାଉକି, ଅର୍ଚ୍ଚନାଙ୍କ ବେଆଇନ୍‌ ଅର୍ଥ କାରବାର ଅଭିଯୋଗରେ…

ନକଲି ଓଏସଟିଇଟି ସାର୍ଟିଫିକେଟ୍‌ ଦେଇ ମାଧ୍ୟମିକ ଶିକ୍ଷା ବୋର୍ଡ କର୍ମଚାରୀ ଗିରଫ

କଟକ ୨୩/୧୧: ନକଲି ସାଟିଫିକେଟର ଜାଲରେ ମାଧ୍ୟାମିକ ଶିକ୍ଷା ପରିଷଦ। ଓଏସଏସଟିଇଟି ପରୀକ୍ଷାର ସାର୍ଟିଫିକେଟ ପାଇଁ ଦଲାଲ କରୁଛନ୍ତି ମୁଲଚାଲ। ୫୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି ଲାଞ୍ଚ। ଏଭଳି ଏକ ଜାଲ ସାର୍ଟିଫିକେଟ ବିକ୍ରିକରି ଧରାପଡିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ…

ଅକ୍ଷୟ ପରିଜାଙ୍କ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ୨୩।୧୧ : ପ୍ରଥମେ ଅକ୍ଷୟ ପରିଜା ଆଉ ଏବେ ଶ୍ରଦ୍ଧାଞ୍ଜଳି । ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ଖବର ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ହେବା ପରେ ନୂଆ ନୂଆ…

ବିଜେବି କଲେଜ ବାରଣ୍ଡାରେ ରାତି ଅଧରେ ବୁଲୁଛି ବୁଲେଟ୍‌, ଭିଡିଓ ଭାଇରାଲ୍

ଭୁବନେଶ୍ୱର: କଲେଜ ବାରଣ୍ଡାରେ ରାତି ଅଧରେ ବୁଲୁଛି ବୁଲେଟ୍‌। ବୁଲେଟ୍‌ ଚଳାଇବାର ଇନଷ୍ଟାଗ୍ରାମ୍‌ ରିଲ୍‌ସ ଭିଡିଓ ଏବେ ଭାଇରାଲ। ବିଜେବି କଲେଜ ଅଫିସ କ୍ୟାମ୍ପସରେ ଜଣେ ଯୁବକ ବୁଲେଟ୍‌ ଚଲାଇ ଭିଡିଓ ଭାଇରାଲ କରିଛନ୍ତି। କିଏ ଓ କେମିତି ବୁଲେଟରେ ବସି ଭିଡିଓ ଭାଇରାଲ କଲା ତାହା…

ଇଡିରେ ପୁଣି ହାଜର ହେଲେ ଅକ୍ଷୟ ପରିଜା

ଭୁବନେଶ୍ୱର ୨୩।୧୧ : ଇଡିରେ ପୁଣି ହାଜର ହେଲେ ଅକ୍ଷୟ ପରିଜା । ମଙ୍ଗଳବାରର ୯ ଘଣ୍ଟା ଜେରା ପରେ ଆଜି ପୁଣି ହାଜର ହୋଇଛନ୍ତି ଫିଲ୍ମ ନିର୍ଦ୍ଦେଶକ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଏବଂ ଅର୍ଥ ହେର୍‌ଫେର୍‌ ମାମଲାରେ ଖୋଳତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଖବର ଅନୁଯାୟୀ,…

ଧରାପଡ଼ିଲେ ନକଲି ସାର୍ଟିଫିକେଟରେ ଚାକିରୀ କରୁଥିବା ଶିକ୍ଷୟତ୍ରୀ…

ହିଂଜିଳିକାଟୁ, ୨୨ା୧୧: ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ ର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରୀ ହାତେଇଥିବା ଅଭିଯୋଗ ହୋଇଥିଲା । ହିଂଜିଳିକାଟୁ ବ୍ଳକର ୧୯ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ନାମରେ ଜାଲ ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା…

ଗଞ୍ଜେଇ ଚାଲାଣରେ ଗିରଫ କନେଷ୍ଟବଳ ଦୋଷୀ ସାବ୍ୟସ୍ତ…

ମାଲକାନଗିରି : ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ପୋଲିସ କନେଷ୍ଟବଳ ସଞ୍ଜୀବ ହୀରା ଦୋଷୀ ସାବ୍ୟସ୍ତ ପରେ ଆଜି ଏହି ମାମଲାର ସୁନାଣି କରି ଜିଲ୍ଲା ଦୌରାଜର୍ଜ ଅଜନ୍ତା ଶଢଙ୍ଗୀ ଦୋଷୀଙ୍କୁ ୧୦ ବର୍ଷ ଜେଲ ଓ ୧ ଲକ୍ଷ ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଗତ ୨୦୨୧ ମସିହାରେ ମାଲକାନଗିରି…

ଅର୍ଚ୍ଚନା ମାମଲା: ୮ ଘଣ୍ଟା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ଅମୀୟ ଦାସ

ଭୁବଶ୍ବେର: ଦୀର୍ଘ ୮ ଘଣ୍ଟାର ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରୁ ବାହାରିଲେ ବ୍ୟବସାୟୀ ଅମୀୟ ଦାସ। ସେ ଆଜି ଇଡି କାର୍ଯ୍ୟାଳୟକୁ ପୂର୍ବାହ୍ନ ୯ଟାରେ ଯାଇଥିଲେ। ଅମୀୟ ଦାସ ଇଡି କାର୍ଯ୍ୟାଳୟରେ ୮ ଘଣ୍ଟା ଅତିବାହିତ କରିବା ସମୟରେ ଅଧିକାରୀମାନେ ଅନେକଗୁଡ଼ିଏ ପ୍ରଶ୍ନ…