Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଷ୍ଟାର୍ଟ ମାରିବା ବେଳେ ରାସ୍ତା ଉପରେ ଜଳିଗଲା କାର
ଖୋର୍ଦ୍ଧା: ରାସ୍ତା ଉପରେ ଠିଆ ହୋଇଥିବା ଅବସ୍ଥାରେ ଜଳିଗଲା କାର । ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବାଘମାରି ବଜାରରେ ଘଟିଛି ଏଭଳି ଘଟଣା । ଗାଡି ଷ୍ଟାର୍ଟ କରିବା ବେଳେ ଅଚାନକ ଗାଡିରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ହୁତୁ ହୁତୁ ହୋଇ କାରଟି ସଂପୂର୍ଣ୍ଣ ଜଳିଗଲା।!-->…
ବାଇକରେ ଯାଉଥିବାବେଳେ ପଛରୁ ପିଟିଲା ବୋଲେରୋ, ଜଣେ ମୃତ
ଖୋର୍ଦ୍ଧା ୧୬/୧୧: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭୀରମୁଣ୍ଡା ରୋଡ଼ରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।
୧୬ ନଂ ଜାତୀୟ ରାଜପଥ ନାଚୁଣୀ-ସୁନାଖଳା ଠାରୁ ବାଣପୁର ଅଭିମୁଖେ ଦୁଇ ଜଣ ଯୁବକ ବାଇକ ଯୋଗେ ଯାଉଥିବା!-->!-->!-->…
ପିକ୍ଅପ୍ ଭ୍ୟାନ୍-ବାଇକ୍ ମୁହାଁମୁହିଁ ଧକ୍କା : ବାଇକ୍ ଆରୋହୀ ମୃତ
ନୂଆପଡା ୧୬।୧୧: ନୂଆପଡ଼ା ଜିଲ୍ଲା ଲଖନା ଥାନା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍ଅପ୍ ଭ୍ୟାନ୍-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି!-->…
ଭିନ୍ନ ଭିନ୍ନ ସ୍ଥାନରୁ ମିଳିଲା ଦୁଇଟି ମୃତଦେହ
ଦେବଗଡ଼ ୧୬।୧୧ : ଦେବଗଡ଼ ଆଦର୍ଶ ଥାନା ଅଞ୍ଚଳରେ ଦୁଇଟି ଅପମୃତ୍ୟୁ ମାମଲା । ଦୁଇଟି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଘଟଣାରେ ଛାନ୍ଭିନ୍ ମଧ୍ୟ ଆରମ୍ଭ କରିଛି ପୋଲିସ ।
କଣ୍ଟାପାଲି ଗ୍ରାମ ପଞ୍ଚାୟତ ବୈଷ୍ଣବପାଲି ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି ।!-->!-->!-->…
ଦୁର୍ବ୍ୟବହାର କଲେ ପୌରଧ୍ୟକ୍ଷା, ପୌର ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଉପରକୁ ଫୋପାଡିଲେ ଫାଇଲ୍
ଯାଜପୁର, ୧୬।୧୧: ପୌର ନିର୍ବାହୀ ଅଧିକାରୀଙ୍କୁ ପୌରାଧ୍ୟକ୍ଷାଙ୍କ ଦୁର୍ବ୍ୟବହାର। ଗାଳିଗୁଲଜ କରିବା ସହ ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡିଲେ ପୌରାଧ୍ୟକ୍ଷା । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ। ସୂଚନା ମୁତାବକ ୮ ନଂ!-->…
ବ୍ୟାଙ୍କ ନିକଟରେ ମହିଳାଙ୍କ ଠାରୁ ଝାମ୍ପି ନେଲେ ଟଙ୍କା ବ୍ୟାଗ
ଖଲ୍ଲିକୋଟ, ୧୬/୧୧: ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଷ୍ଟେଟ ବ୍ୟାଙ୍କ ନିକଟରେ ଗତକାଲି ଦିନ ଦ୍ବିପ୍ରହରରେ ଲୁଟ୍ ହୋଇଛି । କିଛି ଦୁର୍ବୃତ୍ତ ବାଇକରେ ଆସି ଜଣେ ମହିଳାଙ୍କ ଠାରୁ ଟଙ୍କା ଝାମ୍ପି ନେଇଥିବା ଜଣାପଡ଼ିଛି । ଏହି ସମୟର ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।
ମୋହନପୁର!-->!-->!-->…
ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ ଖଗେଶ୍ୱର, ଜେରା ବେଳେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ
ଭୁବନେଶ୍ୱର ୧୬/୧୧: ବ୍ଲାକମେଲିଂ କ୍ବିନ୍ ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ଣ । ଅର୍ଚ୍ଚନାର ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ଜେରା ବେଳେ ଅନେକ ତଥ୍ୟ ହାସଲ କରିଛି ଇଡି । ସିଧାସଳଖ ନହେଲେ ମଧ୍ୟ ଅନେକ ବଡବଡିଆ ଭିନ୍ନ ଭିନ୍ନ ମାଧ୍ୟମରେ ଅର୍ଚ୍ଚନାଙ୍କ ପାଖକୁ ଟଙ୍କା!-->…
ମହଙ୍ଗା ପଡ଼ିଲା ଅଙ୍ଗନୱାଡି ଚାକିରି ଲୋଭ, ବନ୍ଧା ହେଲେ ଦମ୍ପତି
କାମାକ୍ଷାନଗର: ମହଙ୍ଗା ପଡ଼ିଲା ଅଙ୍ଗନୱାଡି ଚାକିରି ହାତେଇବା ଲୋଭ । ଜାଲ ସାର୍ଟିଫିକେଟ ଦେଇ ଚାକିରି ପାଇବା ପାଇଁ ଚଳାଇଥିବା ସବୁ କସରତ ପାଣି ଫୋଟକା ପରି ମିଳାଇଗଲା। ସତ ଧରା ପଡ଼ିବା ପରେ ଅଙ୍ଗନୱାଡି ଚାକିରି ପାଇଁ ଆବେଦନ କରିଥିବା ମହିଳାଙ୍କ ସମେତ ତାଙ୍କ ସ୍ୱାମୀ ବି!-->…
ଶବ ଛୁଇଁଲେନି ଗାଁ ଲୋକେ, ପ୍ରଶାସନ କଲା ଶବ ସତ୍କାର
ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବାଲିପୋଖରୀ ଗ୍ରାମପଞ୍ଚାୟତର ଛୋଟରାୟପୁର ଗ୍ରାମରେ ଅଭାବନୀୟ ଘଟଣା। ଧର୍ମାନ୍ତରଣ କାରଣରୁ ସାମାଜିକ ବାସନ୍ଦାବସ୍ଥା ଓ ଶବକୁ ନଛୁଇଁବା ଘଟଣା ଦେଖିବାକୁ ମିଳିଛି। ଏନେଇ ଖବର ପାଇ ଘଟଗାଁ ବ୍ଲକ ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିବା!-->…
ସହିପାରିଲେନି ସାଙ୍ଗଙ୍କ ଥଟ୍ଟାମଜା: ୫ଶହ ଟଙ୍କା ପାଇଁ ଦଉଡ଼ି ଲଗାଇ ଝୁଲିପଡିଲେ ଛାତ୍ର
କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ରେ ଅଭାବନୀୟ ଘଟଣା। ସହପାଠୀଙ୍କ ୫ଶହ ଟଙ୍କା ଲୁଚାଇ ରଖିବାରୁ ଅପମାନିତ ହୋଇଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ ଗତ ଶୁକ୍ରବାର ଦିନ ଛାତ୍ର ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ବେଳେ ଚପାଇ!-->…