Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ
ବୋରିଗୁମ୍ମା ୦୮।୧୧ : ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ l କୋରାପୁଟ ଜିଲ୍ଲା ଜାତୀୟ ରାଜପଥ ୨୬ ମଝିଆ ଗାଁ ପାଖରେ ଥିବା ଗଛରୁ ଦୁଇଜଣ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି l ପ୍ରେମୀ ଯୁଗଳ ଦୁହେଁ ବିବାହିତ ବୋଲି ଜଣାପଡିଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର!-->!-->!-->…
ହରିଶ୍ଚନ୍ଦ୍ର ଯୋଜନାରେ ହରିଲୁଟ୍ ଘଟଣା, ବନ୍ଧାହେଲେ ପିଇଓ
ଆନନ୍ଦପୁର ୦୮/୧୧: ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗ ଘଟଣା । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗିରଫ କରିଛି ସୋସୋ ଥାନା ପୋଲିସ୍ । ଗିରଫ ପରେ ଜାମିନ ନା ମଞ୍ଜୁର ହେବାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଏହି!-->…
ଅନୁପ ସାଏଙ୍କ ଆଜୀବନ କାରାଦଣ୍ଡ ସ୍ଥଗିତ
ଝାରସୁଗୁଡ଼ା: ବହୁଚର୍ଚ୍ଚିତ ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବିଳାସପୁର ହାଇକୋର୍ଟରୁ ଗତ ଗୁରୁବାର ଜାମିନ ମିଳିଥିଲା। ଆଜି କୋର୍ଟ ପକ୍ଷରୁ ନ୍ୟାୟାଦେଶ ପ୍ରକାଶ ପାଇଛି। ମାନ୍ୟବର ହାଇକୋର୍ଟ ଏହି ମାମଲାରେ ଜାମିନ ପ୍ରଦାନ କରିବା ସହିତ ତଳ କୋର୍ଟର ଆଜୀବନ!-->…
ଦେଶୀ ବନ୍ଧୁକ ଫୁଟି ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି
ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ର ଚାରି ଛକ ଠାରେ ଦେଶୀ ବନ୍ଧୁକ ଫୁଟି ଜଣେ ଗୁରୁତର ହୋଇଥିବା ଜଣାଯାଇଛି । ଗୁରୁତର ଜଣକୁ ଦାରିଙ୍ଗବାଡ଼ି ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଦୁଇ ଜଣ ଯୁବକ ଏକ ବାଇକ ଯୋଗେ ଏକ ଦେଶୀ ବନ୍ଧୁକ ନେଇ ଯାଉଥିଲେ କିନ୍ତୁ!-->…
ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଚାରିଲକ୍ଷ ଲୁଟ୍
ଫୁଲବାଣୀ, ୦୭/୧୧: ବନ୍ଧୁକ ମୁନରେ ଟଙ୍କା ଲୁଟ୍ l ପେଟ୍ରୋଲ ପମ୍ପ କର୍ମଚାରୀ ଚାରିଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟାଗରେ ନେଇ ବ୍ୟାଙ୍କରେ ଡିପୋଜିଟ କରିବାକୁ ବାଇକରେ ଯାଉଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଅନ୍ୟ ଏକ ବାଇକରେ ଆସି ପଛପଟୁ ବାଇକକୁ ଧକ୍କା ଦେଇଥିଲେ । ଫଳରେ କର୍ମଚାରୀ!-->…
ବାଟେଶ୍ୱର ମନ୍ଦିର ନିକଟ ସମୁଦ୍ରରେ ଭାସିଗଲେ ୩, ଦୁଇ ଉଦ୍ଧାର, ଜଣେ ମୃତ
ଖଲ୍ଲିକୋଟ, ୦୭/୧୧: ଗଞ୍ଜାମ ହୁମା ବାଟେଶ୍ୱର ମନ୍ଦିର ନିକଟ ସମୁଦ୍ରରେ ୩ଜଣ ଭାସି ଯାଇଥିବା ସୂଚନା ମିଳିଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଉଦ୍ଧାର ହୋଇଛନ୍ତି । ମୃତକ ଜଣକ ହୁମା ଅଞ୍ଚଳର ରବିନ୍ଦ୍ର ସ୍ୱାଇଁଙ୍କ ୧୫ ବର୍ଷର ପୁଅ ଗାୟତ୍ରୀ ଶ୍ରୀ ଜଗନ୍ନାଥ ବୋଲି ଜଣାପଡ଼ିିଛି ।!-->…
ଦୁର୍ଘଟଣାରେ ବିଜେପି ନେତ୍ରୀ ସୁନୀତି ମୁଣ୍ଡ ଆହତ; ଡାକ୍ତରଖାନାରେ ଭର୍ତ୍ତି
ଧର୍ମଗଡ଼ ୦୭/୧୧: କାର୍ ଦୁର୍ଘଟଣାରେ ବିଜେପି ନେତ୍ରୀ ସୁନୀତି ମୁଣ୍ଡ ଆହତ। ଗୁରୁତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନୀତିଙ୍କ ମୁଁହରେ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଖବର ଅନୁସାରେ, ସୁନୀତି ତାଙ୍କ କାର୍ରେ ଜୁନାଗଡ଼ ବ୍ଲକ ମହିଚଲା ଗାଁକୁ!-->…
କୁମ୍ବିଂ ବେଳେ ଜଙ୍ଗଲରୁ ମିଳିଲା ମାଓ କ୍ୟାମ୍ପ
ଧର୍ମଗଡ଼ ୦୭।୧୧: କଳାହାଣ୍ଡି ପୋଲିସକୁ ସଫଳତା l ଡିଭିଏଫ୍ ଓ ଏସ୍ଓଜି ଜବାନଙ୍କ ମିଳିତ ଅପରେସନରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ଏହାସହିତ ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ ହୋଇଛି ।
ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ଡିଭିଏଫ ଓ!-->!-->!-->…
ଜଙ୍ଗଲରୁ ପୁଣି ଠାବ ହେଲା ଦୁଇଟି ହାତୀର ମୃତଦେହ
ତେଲକୋଇ ୦୭।୧୧ : ଜଙ୍ଗଲରୁ ପୁଣି ଠାବ ହେଲା ହାତୀର ମୃତଦେହ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କଳାପାଟ ସଂରକ୍ଷିତ ଜଙ୍ଗଲ କୁଳିଆପାଳ ଜଙ୍ଗଲରୁ ଦୁଇଟି ହାତୀର ମୃତଦେହ ଠାବ ହୋଇଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀସ କୁଳିଆପାଳ ନିକଟରେ ଥିବା!-->!-->!-->…
ବଡ଼ଭାଇର ଛୁରାମାଡ଼ରେ ସାନ ଭାଇ ମୃତ
କଟକ ୦୭।୧୧ : ସଂପର୍କରେ ଲାଗିଲା ରକ୍ତର ଛିଟା । ବଡ଼ ଭାଇର ଛୁରାମାଡ଼ରେ ସାନ ଭାଇ ମୃତ । କଟକ ବାଉଁଶଗଳିରେ ଘଟିଛି ଏହି ଘଟଣା ।
ଖବର ଅନୁଯାୟୀ, ପାରିବାରିକ ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାଫଳରେ ବଡ଼ ଭାଇ ଅଜୁ ମୁଲ୍ଲା ରାଗି ଯାଇ ସାନ ଭାଇ ଶେଖ୍ ଉଲ୍ଲା!-->!-->!-->…