Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଭୁବନେଶ୍ବର ଏମ୍ସରୁ ୧୩ ଦଲାଲ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରୁ ଦଲାଲ୍ ଗିରଫ । ଟିକେଟ ଦଲାଲ କରୁଥିବା ଅଭିଯୋଗ ୧୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ବହୁ ଦିନ ହେବ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ୍ କାଟି ବ୍ଲାକରେ ବିକ୍ରି କରୁଥିଲେ । ଏମ୍ସରେ ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ହେଉଛି ।
!-->!-->!-->…
ହାତୀ ଆକ୍ରମଣରେ ୨ ଶିଶୁ ମୃତ, ବର୍ତ୍ତିଗଲେ ବାପା ଓ ମାଆ
ଝାରସୁଗୁଡା: ଝାରସୁଗୁଡା କିରମୀରା ବ୍ଳକର ଭଅଁରା ଗାଁରେ ଅଘଟଣ। ରାତିରେ ଶୋଇଥିବା ସମୟରେ ଘରେ ପଶିଗଲା ହାତୀ। ହାତୀ ଆକ୍ରମଣରେ ଉଭୟ ସ୍ବାମୀ, ସ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି। ଆହତ ସ୍ବାମୀ ଓ ସ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ!-->…
ମା’ ଓ ଝିଅଙ୍କୁ ହତ୍ୟା ମାମଲା : ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ସର୍ତ୍ତମୂଳକ ଜାମିନ
ଝାରସୁଗୁଡ଼ା: ମା-ଝିଅ ହତ୍ୟାକାଣ୍ଡ ଅଭିଯୁକ୍ତ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ୨୦୧୬ ମସିହାରେ ମା’ ଓ ଝିଅଙ୍କ ହତ୍ୟା ମାମଲାରେ ଅନୁପ ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପୂର୍ବରୁ ଅନୁପ ସାଏଙ୍କୁ ଗତ ଏପ୍ରିଲ ମାସରେ!-->…
ସ୍ତ୍ରୀକୁ ଛୁରି ଭୁଷିଲା ପରେ ସ୍ୱାମୀର ଆତ୍ମହତ୍ୟା
ସୋନପୁର ୦୩।୧୧ : ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ପାଲିଗାଁରେ ଅଘଟଣ । ସ୍ତ୍ରୀକୁ ଛୁରିଭୁଣି ଆକ୍ରମଣ ପରେ ଆତ୍ମହତ୍ୟା କଲା ସ୍ୱାମୀ ।ମୃତକ ସମ୍ବଲପୁର ଚିପିଲିମା ଅଞ୍ଚଳରେ ବନ୍ତୋଷ ଗଣ୍ଡ ବୋ ଜଣାପଡିଛି । ସେପଟେ ତାଙ୍କ ପତ୍ନୀ ହେଲେ ପାଲିଗାଁର ରଞ୍ଜିତା ଗଣ୍ଡ ବୋଲି ଜଣାପଡିଛି ।!-->…
ରାଜଭବନ ପରିସରରୁ ଚନ୍ଦନଗଛ ଚୋରି, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ
ଭୁବନେଶ୍ବର : ଭୁବନେଶ୍ୱର ରାଜଭବନ ପରିସରରୁ ଚନ୍ଦନଗଛ ଚୋରି ଘଟଣାରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ। ରାଜଭବନରେ ଥିବା ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ। କିଏ, କେମିତି ଚୋରି କଲା ସେଦିଗକୁ ଖୋଡ଼ତାଳ କରାଯାଉଛି। ଖୁବ ଶୀଘ୍ର ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ!-->…
୩ ଦିନିଆ ଭିଜିଲାନ୍ସ ରିମାଣ୍ଡରେ କ୍ରିପ୍ଟୋ କୁବେର ଅଫିସର ନିହାର ରଞ୍ଜନ ଦାସ
ଭୁବନେଶ୍ବର: ଭିଜିଲାନ୍ସ ରିମାଣ୍ଡରେ କ୍ରିପ୍ଟୋ କୁବେର ଅଫିସର ନିହାର ରଞ୍ଜନ ଦାସ । ତାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ । ରିମାଣ୍ଡ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ । କ୍ରିପଟୋ କରେନ୍ସୀରେ ଲାଗିଥିବା କୋଟି କୋଟି ଟଙ୍କାର ଖୋଳତାଡ କରୁଛି!-->…
ଟ୍ରକ୍-କାର୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୪ ଜୀବନ
କେନ୍ଦୁଝର, ୦୩/୧୧: କେନ୍ଦୁଝର ବଡ଼ପୋଷି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ପିପିଳିଆ ଗ୍ରାମର ଜଣାପଡ଼ିଥିବା ବେଳେ ସେମାନେ କାର୍ରେ କେନ୍ଦୁଝର ସହରକୁ ମୀନାବଜାର ଦେଖିବାକୁ ଆସୁଥିଲେ!-->…
ବେଆଇନ୍ ଗୁଟ୍ଖା ଫ୍ୟାକ୍ଟ୍ରି ଉପରେ ପୋଲିସ୍ର ଚଢ଼ାଉ, ୨ ଗିରଫ
ବ୍ରହ୍ମପୁର, ୦୩/୧୧: ପୁଣି ବେଆଇନ୍ ଗୁଟ୍ଖା ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କଲା ପୋଲିସ୍ । ବ୍ରହ୍ମପୁର ଗୋଳନ୍ଥରା ପୁଲିସ ସୁରଳରେ ଚାଲିଥିବା ବେଆଇନ ଗୁଟଖା ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିବା ସହ ବିପୁଳ ପରିମାଣର ଗୁଟଖା ଜବତ କରିଛି । ଏଥିରେ ଜଡ଼ିତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିବା!-->…
ବାଲି ମାଫିଆଙ୍କ ଦୌରାତ୍ମ୍ୟ, ସହକାରୀ ଜିଲ୍ଲାପାଳଙ୍କ ଗାଡିକୁ ଆକ୍ରମଣ
ଭୁବନ ୦୩।୧୧ : କାମାକ୍ଷାନଗର ସହକାରୀ ଜିଲ୍ଲାପାଳଙ୍କ ଗାଡି ଉପରକୁ ବାଲି ମାଫିଆଙ୍କ ଆକ୍ରମଣ। ଗାଡିର ଗୋଟିଏ ଡୋର୍ କାଚ ଭାଙ୍ଗିବା ସହ ୨ଟି ମୋବାଇଲ ନେଇ ଫେରାର ହୋଇଗଲେ ଦୁର୍ବୃତ୍ତ। ଭୁବନ କଣପାଳ ବାଲିଘାଟରୁ ବାଲି ବୋଝେଇ ଟ୍ରାକ୍ଟରକୁ ସହକାରୀ ଉପ ଜିଲ୍ଲାପାଳ ଅଟକ ରଖିଥିବା ବେଳେ ୪ ଜଣ!-->…
ଧାମନଗର ଉପନିର୍ବାଚନ : ଭୋଟିଂ ଏଜେଣ୍ଟଙ୍କୁ ମାଡ଼, ଥାନାରେ ଏତଲା
ଭଦ୍ରକ ୦୩।୧୧: ଭୋଟିଂକୁ ନେଇ ଏଜେଣ୍ଟଙ୍କୁ ମାଡ଼ । ଭାଇ ଓ ଭାଉଜଙ୍କୁ ମଧ୍ୟ ସଂଘବଦ୍ଧ ଭାବେ ଆକ୍ରମଣ ନେଇ ଧାମନଗର ଥାନାରେ ଏତଲା । ରାମେଶ୍ୱରପୁର ୧୭୦ ନମ୍ବର ବୁଥ୍ରେ ଏପରି ଘଟଣା ଘଟିଛି । ଏଜେଣ୍ଟ ଜଗବନ୍ଧୁ ନାୟକ ଧାମନଗର ଥାନାରେ ଲିଖିତ ଭାବେ ଏତଲା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ,!-->!-->!-->…