Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଖଣି ମାଲିକଙ୍କ ୪ଟି ଜାଗାରେ ଆୟକର ଚଢ଼ଉ
ବଡ଼ବିଲ ୦୧/୧୧: ଖଣି ମାଲିକ ତାରିଣୀ ପ୍ରସାଦ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢ଼ଉ କରିଛି। ଯୋଡ଼ାରେ ଆଜି ଏକକାଳୀନ ୪ଟି ଜାଗାରେ ଆୟକର ବିଭାଗ ପକ୍ଷରୁ ଚଢାଉ ହୋଇଥିବା ଜଣା ପଡ଼ିଛି। ତାରିଣୀ ମହାନ୍ତିଙ୍କ ଯୋଡ଼ା ଗଣେଶ ଭବନ ପାଖରେ ଥିବା କାର୍ଯ୍ୟାଳୟ ଓ ବାସ ଭବନ,!-->…
୧୪ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଆକ୍ସନ, ୪ ଅଫିସରଙ୍କୁ ଚାକିରୀରୁ ବିଦା କଲେ ରାଜ୍ୟ ସରକାର
ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୧୪ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିରେ ୪ ଜଣଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା!-->…
ବିଚ୍ ରାସ୍ତାରେ ମହିଳାଙ୍କୁ ହାଣିଦେଲେ ଦୁର୍ବୃତ୍ତ
ଉଦଳା ୦୧।୧୧ : ବିଚ୍ ରାସ୍ତାରେ ମହିଳାଙ୍କୁ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ପଦ୍ମିନୀ ପ୍ରଧାନ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜୁନପାଳ ଗାଁରେ ଘଟିଛି ଏହି ଘଟଣା ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ!-->!-->!-->…
ରାଜଧାନୀରୁ କୋଟିଏ ଟଙ୍କାର ସାପ ବିଷ ଜବତ ଘଟଣା, ଦେଢ ବର୍ଷ ପରେ ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ
ଭୁବନେଶ୍ୱର ୦୧।୧୧ : ରାଜଧାନୀରୁ କୋଟିଏ ଟଙ୍କାର ସାପ ବିଷ ଜବତ ଘଟଣା । ଦେଢ ବର୍ଷ ପରେ ସାପ ବିଷ ଲିଙ୍କ ନେଇ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ସିଟି ଡ଼ିଏଫଓ ଅଫିସରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଖବର ଅନୁଯାୟୀ, ଗତ ବର୍ଷ ମାର୍ଚ୍ଚ ୨୭ ତାରିଖରେ!-->!-->!-->…
ଅର୍ଚ୍ଚନା ନାଗ ଗିରଫ ମାମଲା, ଆସନ୍ତା ୫ରେ ଶୁଣାଣି କରିବେ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ
ଭୁବନେଶ୍ୱର ୦୧।୧୧: ବ୍ଲାକମେଲ୍ କ୍ୱିନ୍ ଅର୍ଚ୍ଚନା ନାଗ ଗିରଫ ମାମଲା । ଆସନ୍ତା ୫ ତାରିଖରେ ଅର୍ଚ୍ଚନାଙ୍କ ମାମଲାର ହେବ ଶୁଣାଣି । ଅକ୍ଷୟ ପରିଜାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଉପରେ ଶୁଣାଣି ହେବ । ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ କରିବେ ଶୁଣାଣି । ପୂର୍ବରୁ ଗତ ଅକ୍ଟୋବର ୧୪ ତାରିଖରେ!-->…
ବ୍ରହ୍ମପୁର ଟାଟାବେଞ୍ଜ ନିକଟରେ ଥିବା ଏକ ଗେଷ୍ଟ ହାଉସରେ ପୋଲିସର ଚଢ଼ାଉ: ୪ଜଣ ଯୁବତୀଙ୍କ ସହ ୧୦ ଗ୍ରାହକ ଅଟକ
ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଟାଟାବେଞ୍ଜ ନିକଟରେ ଥିବା ଏକ ଗେଷ୍ଟ ହାଉସରେ ପୋଲିସର ଚଢ଼ାଉ । ଗେଷ୍ଟ ହାଉସରେ ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ପରେ ପୋଲିସ୍ ଚଢ଼ାଉ କରିଥିଲା ।ଚଢ଼ାଉ ସମୟରେ ଗେଷ୍ଟ ହାଉସରୁ ୪ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ।
!-->!-->!-->…
ଗେଷ୍ଟ ହାଉସ ରେ ଚାଲିଥିଲା ସେକ୍ସ ରକେଟ : ଗରାଖ ସାଜି ପହଞ୍ଚିଲେ ଏସ୍ପି, ୧୨ଗ୍ରାହକ ସହ ୩ ବଙ୍ଗୀୟ ରୁପଜୀବୀ…
ରାତି ବଢ଼ିଲେ ରଙ୍ଗୀନ ହେଉଥିଲା ମାହୋଲ ଜମୁଥିଲା ଆସର...
ବ୍ରହ୍ମପୁର : ବ୍ରହ୍ମପୁର ସହର ସେକ୍ସ କାରବାର ର ପେଣ୍ଠସ୍ଥଳି ପାଲଟିଛି କହିଲେ କିଛି ଭୁଲ ହେବନାହିଁ l ସହରର କିଛି ନାମୀ ଦାମୀ ଲରଜ, ହୋଟେଲ ସହ କିଛି ଭଡା ଘରେ ଵି ଚାଲିଛି ଏହି ଦେହ ବେପାର l ଏହାର ଚାହିଦା ଓ ଯୁବ ପିଢ଼ିର ଆଗ୍ରହ!-->!-->!-->…
ORHDC ଦୁର୍ନୀତି ମାମଲା, ପୂର୍ବତନ IAS ବିନୋଦ କୁମାରଙ୍କୁ ଅନ୍ତରୀଣ ଜାମିନ୍
କଟକ ୨୭/୧୦: ଓଆରଏଚଡିସି ଦୁର୍ନୀତି ମାମଲା । ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କୁ ଆଶ୍ୱସ୍ତି । ବିନୋଦଙ୍କ ଆବେଦନ ଗ୍ରହଣ କରିଛନ୍ତି ହାଇକୋର୍ଟ । ବିନୋଦଙ୍କୁ ମିଳିଛି ଅନ୍ତରୀଣ ଜାମିନ । ଜରିମାନା ଉପରେ ରହିତାଦେଶ ଜାରି କରିଛନ୍ତି କୋର୍ଟ ।
ଓଆରଏଚଡିସିର ପୂର୍ବତନ ଅଧ୍ୟକ୍ଷ ଥିଲେ!-->!-->!-->…
ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ
ସୋରୋ ୨୭/୧୦: ୪ ଦିନ ନିଖୋଜ ପରେ ପୋଖରୀରୁ ମିଳିଲା ମହିଳାଙ୍କର ମୃତଦେହ । ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତ ଗାଭର ଗ୍ରାମର ପଦ୍ମନାଭ ଗାହାଣଙ୍କ ସ୍ତ୍ରୀ ଶାନ୍ତିଲତା ଗାହାଣ ।
ଗତ ୨୩ ତାରିଖରେ ଶାନ୍ତିଲତା ଘରୁ କେଉଁଆଡ଼େ ଚାଲିଯାଇଥିଲେ । ବହୁ ଖୋଜାଖୋଜି ପରେ ନମିଳିବାରୁ ପରିବାର ପକ୍ଷରୁ!-->!-->!-->…
ମେଡିକାଲକୁ ଟ୍ରଲିରେ ବୁହାହୋଇ ଗଲେ ରୋଗୀ
ଚଣ୍ଡିଖୋଲ ୨୭/୧୦: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଡ଼ଚଣା ପଞ୍ଚାୟତ ଅଧୀନ ଖଇରା ହାଟସାହିରେ ଏକ ଅଭାବନୀୟ ଘଟଣା ।
ସୂଚନା ମୁତାବକ ବଡ଼ଚଣା ବ୍ଲକ ବଡ଼ଚଣା ପଞ୍ଚାୟତ ଖଇରା ହାଟସାହିର ରାମ ପିଙ୍ଗୁଆ ଓ ସ୍ତ୍ରୀ ଟିକିଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହି ଝଗଡାକୁ କେନ୍ଦ୍ର କରି!-->!-->!-->…