Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଜେଲ୍ରୁ ବିଚାରାଧୀନ କଏଦୀ ଫେରାର୍
ନୟାଗଡ଼, ୨୫/୧୦: ଦଶପଲ୍ଲା ଜେଲରୁ ଜଣେ ବିଚାରାଧୀନ କଏଦୀ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଗେଟ୍ ବାହାରକୁ ଆସି ଝାଡୁ କରୁଥିବାବେଳେ କଏଦୀ ଜଣକ ଦୌଡି ପଳାଇଛି ।
ଫେରାର୍ କଏଦୀ ହେଲେ ନରସିଂହପୁର ଅଞ୍ଚଳର ହିଂମାଶୁ ଶେଖର ନାୟକ । ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସେ ୨୦୨୦ରୁ ଦଶପଲ୍ଲା!-->!-->!-->…
ପୁଅ ଛୁରା ମାଡ଼ରେ ବାପା ମୃତ
ବ୍ରହ୍ମପୁର: ଦୀପାବଳି ପାଳନ ଭିତରେ ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମରେ ଘଟି ଯାଇଛି ଏକ ବଡ଼ ଅଘଟଣ। ପୁଅର ଛୁରା ମାଡ଼ରେ ବାପାଙ୍କ ଜୀବନ ଚାଲିଯାଇଛି। ଘଟଣା ପରେ ପୁଅ ଚମ୍ପଟ ମାରିଛି।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୮ଟା ବେଳେ!-->…
ପିପିଲିରେ ଗୁଳିମାଡ ଘଟଣା, ଜଣେ ଅଭିଯୁକ୍ତ ଅଟକ
ପିପିଲି: ଯୁବତୀଙ୍କୁ କମେଣ୍ଟ ମରା ଘଟଣାକୁ କେନ୍ଦ୍ର କରି ପିପିଲିରେ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ରରୂପ ଧାରଣ କରିଛି। ଦୀପାବଳୀରେ ସ୍ପଷ୍ଟ ଦିବାଲୋକରେ ଉଜାଣିପଡା ଗ୍ରାମର ସନାତନ ପ୍ରଧାନ ଓରଫ ସାନୁ (୩୦)କୁ ଗୁଳିମାଡ ହୋଇଛି। ଗୁରୁତର ଅବସ୍ଥାରେ ପୁଲିସ ତାଙ୍କୁ ପିପିଲି!-->…
ଟ୍ରକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ
ଯାଜପୁର: ଯାଜପୁର ସଦର ଥାନା ଅନ୍ତର୍ଗତ ବେରୁଦା ପଞ୍ଚାୟତର ଜହଳ ନିକଟରେ ଟ୍ରକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ବିପିନ ବିହାରୀ ନାୟକ । ସେ ଆଜି ଏକ ସାଇକଲେ ଯୋଗେ ଗାଁ ମୁଣ୍ଡକୁ ଯାଉଥିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ପଂଳରେ!-->…
ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଭାଇ
ପୁରୁଷୋତ୍ତମପୁର, ୨୫/୧୦: ଋଷିକୂଲ୍ୟା ନଦୀରେ ଗାଧୋଉଥିଲା ବେଳେ ଅଘଟଣ । ଗୋଟିଏ ପରିବାରର ଦୁଇ ଭାଇ ମଧ୍ୟରୁ ସାନ ଭାଇ ଭାସି ନଦୀରେ ଭାସି ଯାଉଥିବା ବେଳେ ବଡ଼ ଭାଇ ତାକୁ ଉଦ୍ଧାର କରିବାକୁ ଯାଇ ମଧ୍ୟ ଭାସି ଯାଇଥିଲା । ତେବେ କିଛି ଦୂରରେ ଗାଧୋଉ ଥିବା ଜଣେ ମହିଳା ସାହସ କରି ଜଣକୁ!-->…
ବାପାକୁ ପିଟିପିଟି ହତ୍ୟା କଲା ପୁଅ
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡା ଥାନା ଗଣିଘସା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିିଛି । ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବାପାକୁ ପିଟି ପିଟି ହତ୍ୟା କରିଛି ପୁଅ । ମୃତକ ଜଣକ ଏହି ଗ୍ରାମର ଭୁବନ ମୁଣ୍ଡା।
ସୂଚନା ମୁତାବକ, ପୁଅ ଆକାଶ ମୁଣ୍ଡା ଛେଳି ଚରାଇବାକୁ ଜଙ୍ଗଲକୁ!-->!-->!-->…
ବିଦ୍ୟୁତ ତାର ଲାଗି ଯୁବକ ମୃତ, ସହାୟତା ରାଶି ଦାବିରେ ରାସ୍ତାରୋକ
କଳାହାଣ୍ଡି ୨୫/୧୦: ବିଦ୍ୟୁତ ତାର ଲାଗି ଯୁବକ ମୃତ । ସକାଳ ପ୍ରାୟ ପାଞ୍ଚଟା ସମୟରେ, କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅଧମୁଣ୍ଡା ଗ୍ରାମର ଜଣେ ଯୁବକଙ୍କର ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଛି । ଉକ୍ତ ଯୁବକ ହେଉଛନ୍ତି ଅଧମୁଣ୍ଡା ଗ୍ରାମର ଗଜ ଗଉଡ଼ଙ୍କ ୨୪ ବର୍ଷୀୟ ପୁଅ ଲକ୍ଷ୍ମଣ ଗୌଡ ।
!-->!-->…
ହଷ୍ଟେଲରୁ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର
ନିଆଳି ୨୫/୧୦: କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁର ଠାରେ ଥିବା ଦେବକି ହଷ୍ଟେଲରେ ଜଣେ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଝିଅକୁ ହଷ୍ଟେଲ କର୍ତ୍ତୃପକ୍ଷ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଝିଅର ବଡବାପା । ଘଟଣାରେ ଓଲଟପୁର ପୋଲିସ ତଦନ୍ତ!-->…
ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ଭୁବନେଶ୍ୱର ୨୫/୧୦: ରାଜଧାନୀରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଭୁବନେଶ୍ବର ତମାଣ୍ଡୋ ଥାନା ଅନ୍ତର୍ଗତ ଭାଗବାନପୁର ଠାରେ ଘଟିଛି ଘଟଣା । ମୃତକ ହେଲେ ସୁଶ୍ରୀ ସଙ୍ଗୀତା ।
ସୁଶ୍ରୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ଦେଢ ବର୍ଷ ତଳେ!-->!-->!-->…
ପାର୍ବଣରେ ରାଜଧାନୀରୁ ୫୦ଲକ୍ଷ ଟଙ୍କାର ସାଇବର ଠକେଇ
ଭୁବନେଶ୍ବର: ପାର୍ବଣରେ ଲୋକେ ସାଇବର ଠକେଇ ହୋଇଥିବା ଜଣାପଡ଼ିଛି। ପାର୍ବଣ ସମୟରେ ଅଧିକ କିଣାବିକା, ଉପହାର ଦିଆନିଆ ଓ ଟଙ୍କାଦେଣ ଆଦି ଅନଲାଇନ ମୋଡରେ କରାଯାଉଥିବାରୁ ଏହାର ସୁଯୋଗ ନେଇଥିଲେ ସାଇବର ଠକ। ପାର୍ବଣ ସମୟରେ ବିଭିନ୍ନ ଲୋକଙ୍କଠାରୁ ଭିନ୍ନ ଭିନ୍ନ ଉପାୟରେ ୫୦ଲକ୍ଷ ଟଙ୍କାରୁ ଅଧିକ!-->…