Browsing Category

ଅପରାଧ

୩ କଲରାପତରିଆ ବାଘ ଛାଲ ଜବତ ସହ ୩ ମାଫିଆ ଗିରଫ

ଝାରସୁଗୁଡ଼ା: ୩ କଲରାପତରିଆ ବାଘ ଛାଲ ଜବତ ସହ ୩ ମାଫିଆ ଗିରଫ। ଝାରସୁଗୁଡ଼ା ଓ ସମ୍ବଲପୁର ପୋଲିସ ମିଳିତ ଭାବେ ଚଢାଉ କରି ବାଘ ଛାଲ ଜବତ କରିଛି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଚଢାଉ କରି ଧରିଲା STF। କଲରାପତରିଆ ବାଘ ଛାଲ ଚାଲାଣ ବେଳେ ଝାରସୁଗୁଡ଼ା-କୁଚିଣ୍ଡା ରାସ୍ତାର ମାଲିଧି ଛକ ନିକଟରେ…

ଶ୍ୱଶୁର ଘର ଗେଟ୍‌ ଆଗରେ ଧାରଣା ଦେଲେ ବୋହୂ

ବାଲେଶ୍ବର: ଶ୍ୱଶୁର ଘର ଗେଟ୍‌ ଆଗରେ ବୋହୂଙ୍କ ଧାରଣା । ବୋହୂଙ୍କୁ ଘରେ ପୂରାଇ ଦେଉ ନାହାନ୍ତି ଶ୍ୱଶୁର ଘର ଲୋକେ । ଥାନାରେ ରାଜି ହେଲେ । କିନ୍ତୁ ଘରକୁ ଆସି ଗେଟ୍‌ ବନ୍ଦ କରି ଦେଲେ । ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ଏହି ଘଟଣା। ଶ୍ୱଶୁର ଘର ଗେଟ୍‌ ଆଗରେ ଅପେକ୍ଷା କରିଥିବା ମହିଳା ଜଣଙ୍କ…

ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ:କାରଣ ଅସ୍ପଷ୍ଟ…

ଉମରକୋଟ:ସମାଜ ବିକାଶ ଆଡ଼କୁ ଅଗ୍ରସର ହେବାରେ ଲାଗିଛି କିନ୍ତୁ ଯିଏ ଏହି ସମାଜର ନିର୍ମାତା ଅର୍ଥାତ୍ ମଣିଷ କିନ୍ତୁ ମାନବିକତା ହରାଇ ହରାଇ ଚାଲିଛି । ଅନ୍ୟପଟେ ଆଜି ସମୟରେ ଏହି ଧାରାରେ ସବୁଠାରୁ ଅଧିକ ପ୍ରଭାବିତ ଯୁବ ବର୍ଗ । ସେ ହତ୍ୟା ହେଉ ଅବା ଆତ୍ମହତ୍ୟା ନିଜର ବିବେକ, ମଣିଷ ପଣିଆକୁ…

ପାରିବାରିକ କଳହକୁ ନେଇ ଦିଅରକୁ ହତ୍ୟା କଲା ଭାଉଜ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀରେ ହତ୍ୟାକାଣ୍ଡ । ପାରିବାରିକ କଳହକୁ ନେଇ ଭାଉଜ ଦିଅରକୁ ହତ୍ୟା କରିଥିବା ଅଭିଯୋଗ । ମୃତକ ଜଣକ ହେଲେ ପ୍ରଦୀପ ନାୟକ । ହତ୍ୟା କରିଥିବା ମହିଳା ଜଣକ ହେଲେ କାମିନୀ ନାୟକ ‌। ସୂଚନା ମୁତାବକ, ଆଜି ସକାଳେ ଘରେ କେହି…

ନେତାଙ୍କ ପଇସାରେ ଭାଇଜାଗ୍ ଓ ଉଟ୍ଟିରେ ଛୁଟି କାଟୁଥିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର,୧୫/୧୦: ମାୟାବିନୀ ବ୍ଲାକମେଲର୍‌ ଅର୍ଚ୍ଚନା ନାଗ ଗିରଫ ହେବାର ୭ ଦିନ ବିତିଲାଣି । ପ୍ରତ୍ୟେକ ଦିନ ପୁଲିସ୍‌କୁ ନୂଆ ନୂଆ ବିସ୍ଫୋରକ ତଥ୍ୟ ମିଳୁଛି । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜଣେ ବିବାଦୀୟ ବିଧାୟକ ଅର୍ଚ୍ଚନାକୁ ନେଇ ଉଟ୍ଟି ବୁଲିବାକୁ ଯାଇଥିଲେ । ଏହାର ଫଟୋ ଓ କିଛି ଭିଡିଓ…

ସ୍କୁଲରେ ପ୍ରାର୍ଥନା କରୁଥିବା ବେଳେ ତଳେ ପଡି ଛାତ୍ରୀ ମୃତ

ଭଦ୍ରକ: ସ୍କୁଲରେ ପ୍ରାର୍ଥନା କରୁଥିବା ବେଳେ ତଳେ ପଡି ଛାତ୍ରୀ ମୃତ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବନସର ଠାରେ ଥିବା ଲକ୍ଷ୍ମୀନାରାୟଣ ହାଇସ୍କୁଲରେ ଅଭାବନୀୟ ଘଟଣା । ମୃତକ ସେହି ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ମନୀଷା ବେହୁରିଆ । ଆଜି ସକାଳୁ ସ୍କୁଲକୁ ଆସିିଥିଲେ ମନୀଷା। ତେବେ…

ଗାଡି ଧକ୍କାରେ ଶଳା ମୃତ, ଭିଣୋଇ ଗୁରୁତର

ଢେଙ୍କାନାଳ ୧୫।୧୦: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜାତୀୟ ରାଜପଥ ବାରିହାପୁର କାମାକ୍ଷାନଗରିଆ ଢାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଆଇଚର ଧକ୍କାରେ ଶଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଭିଣୋଇ ଗୁରୁତର ହୋଇଛନ୍ତି । ମୃତକ ପରଜଙ୍ଗ ଥାନା ବାରିହାପୁର ଗାଁର ଶାନ୍ତନୁ ସାହୁ…

ଶିକାରୀ ଗୁଳିରେ ଦନ୍ତା ମୃତ

ଆଠମଲ୍ଲିକ ୧୫।୧୦ : ପୁଣି ଏକ ଦନ୍ତାହାତୀର ମୃତ୍ୟୁ । ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ ଭୁଇଁତଳା ନିକଟରେ ପଡିଛି ଦନ୍ତାହାତୀର ମୃତଦେହ । ମୃତ ହାତୀର ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବନବିଭାଗ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭୁଇଁତଳା ନିକଟରେ…

ଶୌଚ ହେବାକୁ ଯାଇଥିଲାବେଳେ କଚାଡ଼ି ଫିଙ୍ଗିଲା ଦନ୍ତା

ତେଲକୋଇ ୧୫।୧୦ : ଯୁବକଙ୍କୁ କଚାଡିଲା ଗୋଠଛଡ଼ା ଦନ୍ତା ।ଗୁରୁତର ଅବସ୍ଥାରେ ଦଶୁରୁ ନାୟକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଜଗମୋହନପୁର ସେକ୍ସନ ଶିଙ୍କୁଳାବାହାଳ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଶିଙ୍କୁଳାବାହାଳ ଗାଁର…

ଖୋଲୁଛି ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳା କାରନାମା ପେଡ଼ି

ଭୁବନେଶ୍ୱର : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳା କାରନାମା ପେଡ଼ିରୁ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଦିନ ଗଡ଼ିବା ସାଙ୍ଗକୁ ତାଙ୍କ ଫାଶରେ ପଡ଼ିଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚେହେରା ପଦାରେ ପଡୁଛି। ରାଜନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ଚଳଚ୍ଚିତ୍ର…