Browsing Category

ଅପରାଧ

ଘର ଭାଙ୍ଗିଲା ହାତୀ, ମାଡ ଖାଇଲେ ବନ କର୍ମଚାରୀ

ବଣାଇ:ଘର ଭାଙ୍ଗିଲା ହାତୀ, ମାଡ ଖାଇଲେ ବନ କର୍ମଚାରୀ । ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ବନ କର୍ମଚାରୀଙ୍କୁ ପିଟିଲେ ଗ୍ରାମବାସୀ । ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳ ଡେଙ୍ଗେଇଡିପା ଗାଁର ଘଟଣା । ଗ୍ରାମବାସୀଙ୍କ ଆକ୍ରମଣରେ ୫ବନ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

କିସ୍ତି ଶୁଝି ନପାରି ଜୀବନ ହାରିଦେଲେ ଟ୍ରକ୍ ମାଲିକ

ତେଲକୋଇ, ୦୭/୧୦ : ଫାଶୀ ଲଗାଇ ଟ୍ରକ ମାଲିକଙ୍କ ଆତ୍ମହତ୍ୟା। ମାସିକିଆ କିସ୍ତି ଦେଇ ନପାରିବାରୁ ଜଣେ ଟ୍ରକ ମାଲିକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁର ମୁକୁନ୍ଦ ମହାକୁଡ଼(ମିଟୁ)। ସୂଚନାନୁଯାୟୀ, ଛାମୁଣ୍ଡା ଗାଁର…

ସମୁଦ୍ରରେ ନିଖୋଜ ଯୁବକଙ୍କ ଶବ ମିଳିଲା

ବ୍ରହ୍ମପୁର:ଗୋପାଳପୁର ସମୁଦ୍ରରେ ବୁଧବାର ୪ଜଣ ସାଙ୍ଗ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ଉଦ୍ଧାର ହୋଇଯାଇଥିଲେ । ଆଉ ଜଣେ ନିଖୋଜ ହୋଇଥିବା ବେଳେ ଆଉ ଜଣକଙ୍କ ଶବ ଗୁରୁବାର ମିଳିଛି। ମୃତକ ଜଣକ ହେଲେ କୁକୁଡ଼ାଖଣ୍ଡି ଅଞ୍ଚଳର ସଞ୍ଜୟ ଦାସ(୧୭) ମିଳିଥିବା ସୂଚନା…

କମିଶନରେଟ୍‌ ପୋଲିସ ହାତରେ ମାଷ୍ଟର ମାଇଣ୍ଡ ଅର୍ଚ୍ଚନା ନାୟକ

ଭୁବନେଶ୍ୱର: ନେତା, ପୋଲିସ ଏବଂ ପ୍ରଯୋଜକଙ୍କ ଅଶ୍ଲୀଳ ଭିଡିଓ ଭର୍ତ୍ତି ପେନ୍ ଡ୍ରାଇଭ ଜବତ । ଦୀର୍ଘ ଦିନ ଧରି ଜଣେ ବିବାହିତା ମହିଳା ଏହି ସବୁ ପଦ ପଦବୀରେ ଥିବା ଲୋକଙ୍କୁ ନିଜ ଜାଲରେ ଫସାଇ ବ୍ଲାକେମଲିଂ କରୁଥିଲେ। ଶେଷରେ ଗତକାଲି ରାତିରେ ଖଣ୍ଡଗିରି ପୋଲିସ ଏହି ମହିଳାଙ୍କୁ ଗିରଫ କରିଛି।…

ହାଇୱା ଧକ୍କାରେ ଯୁବତୀ ମୃତ, ରାସ୍ତା ବନ୍ଦ କଲେ ଗ୍ରାମବାସୀ

ଚାନ୍ଦବାଲି, ୦୬/୧୦: ଧାମରା ବନ୍ଦର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ସିଲେଇ ଶିକ୍ଷା ସାରି ଘରକୁ ଫେରୁଥିବା ବେଳେ ଧାମରା ବନ୍ଦରକୁ ଯାଉଥିବା ଏକ ହାଇୱା ସମ୍ପୃକ୍ତ ଯୁବତୀଙ୍କୁ ଧକ୍କା ଦେଇଥିଲା l ଫଳରେ…

ଭଟଲି ବଂଶୀଧର ବଣିଆ ହତ୍ୟା ଘଟଣା: ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ

ବରଗଡ଼ ୦୬/୧୦: ଭଟଲି ବଂଶୀଧର ବଣିଆ ହତ୍ୟା ଘଟଣାରେ ଜଣେ ଯୁବକ ଗିରଫ। ଗିରଫ ଯୁବକକୁ ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ଯୁବକଙ୍କ ପରିଚୟ ଦୟାସାଗର ବନଛୋର ଓରଫ ଭକଲୋ ବୋଲି ଜଣାପଡ଼ିଛି। ଏନେଇ ବରଗଡ଼ ଏସଡିପିଓ ଅମୃତ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା…

ଟ୍ୟାଙ୍କର ଏବଂ ଯାତ୍ରିବାହୀ ଅଟୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର

କୋରାପୁଟ ୦୬/୧୦: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ପୋଡ଼ାପଦର ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଯାତ୍ରୀବାହୀ ଅଟୋ ସହ ଟେଙ୍କର ମୁହାଁମୁହିଁ ଧକ୍କା ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହିତ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା…

ଟ୍ରକ୍‌ ତଳେ ପଶିଗଲା ସ୍କୁଟି, ଚାଲିଗଲା ମହିଳାଙ୍କ ଜୀବନ

ସୋର, ୦୬/୧୦: ସିମୁଳିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ତଳେ ଚାପି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଗଲେ ଅନ୍ୟ ଜଣେ ମହିଳା । ମିଳିଥିବା ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଗ୍ରାମର ପ୍ରମିଳା ବେହେରା ଏକ ସ୍କୁଟିରେ ଅନ୍ୟ ଜଣେ…

ଭେରାଇଟି ଷ୍ଟୋରରୁ ୧୬୭ ଲିଟର ବିଦେଶୀ ମଦ ଜବତ, ୨ ଗିରଫ

ଖୋର୍ଦ୍ଧା, ୦୬/୧୦: ବିଜୟା ଦଶମୀ ପାଇଁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ବନ୍ଦ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଆଦେଶ ଦେଇଛନ୍ତି । ଯାହାର ଫାଇଦା ଅସାଧୁ ବ୍ୟବସାୟୀ ନେଇ ମାଲେମାଲ ହେଉଥିବା ଦେଖା ଦେଇଛି । ଆଜି ସକାଳୁ ଅବକାରୀ ବିଭାଗର ରାଜ୍ୟ ଫ୍ଲାଇଙ୍ଗ୍‌ ସ୍କ୍ୱାଡ ଖୋର୍ଦ୍ଧା ଟାଉନ ଥାନା…

୩ ମାସର ବୋହୂ ବେକରେ ରଶି ଲଗାଇ ଆତ୍ମହତ୍ୟା

ଚଣ୍ଡିଖୋଲ, ୦୬।୧୦ : ଦିନକୁ ଦିନ ଯୌତୁକ ଜନିତ ଆତ୍ମହତ୍ୟା ଥମିବାର ନାଁ ନେଉନାହିଁ । ଯୌତୁକ ପାଇଁ ପୁଣି ଜଣେ ନବବଧୂର ଜୀବନ ଯାଇଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ । ୩ ମାସର ବୋହୂ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ…